ସ୍ୱାମୀକୁ ଫୁଲ ଦେଲା ବେଳେ କାନ୍ଦି ପକାଇଲେ ମହାମହିମ Draupadi Murmu, ଯେଉଁଠି ରହିଛି ବାପ ଆଉ ୨ ପୁଅଙ୍କ ସମାଧି

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ନିଜ ଜନ୍ମମାଟିରେ ପାଦ ଥାପିଛନ୍ତି ଦ୍ରୌପଦୀ ମୁର୍ମୁ ! ମୟୂରଭଞ୍ଜର ବାଦାମପାହାଡ ଠାରେ ହେଲିପ୍ୟାଡ ମାଧ୍ୟମରେ ମହାମୟୀ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସି ପହଞ୍ଚିଛନ୍ତି । ଯେଉଁଠାରେ ତାଙ୍କର ସ୍ଵାଗତ କରିବା ପାଇଁ ସମ୍ମାନର ସହ ରାଜ୍ୟର ରାଜ୍ୟପାଳ ଓ କେନ୍ଦ୍ର ମନ୍ତ୍ରୀ ରହିଥିଲେ । ଏହା ସହ ରାଷ୍ଟ୍ରପତିଙ୍କର ତାଙ୍କ ଜନ୍ମ ମାଟିକୁ ପାଛୋଟି ନେଇ ସ୍ଵାଗତ କରିବାକୁ ଅନ୍ୟାନ୍ୟ ଲୋକବୃନ୍ଦ ମଧ୍ୟ ସେଠାରେ ଉପସ୍ଥିତ ରହିଥିଲେ ।

ତେବେ ମହାମୟୀ ରାଷ୍ଟ୍ରପତି ପ୍ରଥମେ ଯେତେବେଳେ ନିଜ ଜନ୍ମଭୂମୀ ମୟୂରଭଞ୍ଜ ଠାରେ ଆସି ପହଞ୍ଚିଯାଇଥିଲେ । ତାପରେ ରାଷ୍ଟ୍ରପତିଙ୍କୁ ସ୍ଵାଗତ କରି ତାଙ୍କୁ ଗ୍ରାମ ଅଭିମୁଖେ ଯାତ୍ରା କରାଇ ନିଆଯାଇଥିଲା । ସେଠାରେ ରହିଥିବା ତାଙ୍କ ସ୍ଵାମୀ ଅର୍ଥାତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କରଙ୍କର ସ୍ଵାମୀ ଶ୍ଯାମ ଚରଣ ମୁର୍ମୁଙ୍କର ପ୍ରତିମୂର୍ତ୍ତି ପାଖକୁ ଯାଇଥିଲେ । ଏହାପରେ ସେଠାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କ ସ୍ଵାମୀଙ୍କ ପ୍ରତିମୂର୍ତ୍ତି ଉପରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ।

ତାଙ୍କ ସ୍ଵାମୀ ଶ୍ଯାମ ଚରଣ ମୁର୍ମୁଙ୍କୁ ପ୍ରଣାମ କରିଥିଲେ । ଏହା ସହ ସେହି ସମୟରେ ହଟାତ କିଛି ଏଭଳି ଦୃଶ୍ୟ ମଧ୍ୟ ଦ୍ରୁଷ୍ଟିଗୋଚର ହୋଇଥିଲା । ଯେଉଁଠାରେ କି ଆମ ଭାରତର ମହାମୟୀ ରାଷ୍ଟ୍ରପତି ଅର୍ଥାତ ଆମ ଓଡିଶା ମାଟିର ଝିଅ ଦ୍ରୌପଦୀ ମୁର୍ମୁଙ୍କ ଆଖିରେ ହଟାତ ଲୁହ ଚାଲି ଆସିଥିଲା । କେଉଁଠାରୁ କେଜାଣି ଆମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଆଖିରେ ଲୁହ ଜକେଇ ଆସିଥିଲା । କାରଣ ସେ ପୁଷ୍ପମାଲ୍ୟ ଅର୍ପଣ କରିଥିବା ପ୍ରତିମୂର୍ତ୍ତିଟି ହେଉଛି ତାଙ୍କ ସ୍ଵାମୀ ସ୍ଵର୍ଗତ ଶ୍ଯାମ ଚରଣଙ୍କର ।

ଜିଏକି ଆଉ ଏହି ଦୁନିଆରେ ନାହାନ୍ତି । ତେବେ ନିଜର ୨ ଟି ପୁଅ ଓ ସ୍ଵାମୀଙ୍କର ବିୟୋଗ ପରେ ଯାଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ଆସନରେ ଅଧିଷ୍ଟିତ ହୋଇଛନ୍ତି । ହେଲେ ବର୍ତ୍ତମାନ ସମୟରେ ତାଙ୍କ ପୁଅ କିମ୍ବା ତାଙ୍କ ସ୍ଵାମୀ ଆଉ ତାଙ୍କ ଗହଣ ରେ ନାହାନ୍ତି । ଯେଉଁ କଥାକୁ ମନେ ପକାଇ ପକାଇ ରାଷ୍ଟ୍ରପତି ତାଙ୍କ ସ୍ଵାମୀ ଶ୍ଯାମ ଚରଣଙ୍କର ପ୍ରତିମୂର୍ତ୍ତି ପାଖରେ ଠିଆ ହୋଇ କିଛି ମୂହୁର୍ତ୍ତ ପାଇଁ ଭାବ ବିହ୍ଵଳ ହୋଇପଡିଥିଲେ ।

ତେବେ ସେଠାରୁ ପୁଣି ସମସ୍ତ କାମ ସାରି ମହାମୟୀ ରାଷ୍ଟ୍ରପତି ଗ୍ରାମ ଅଭିମୁଖେ ବାହାରିପଡିଥିଲେ । ସେଠାରେ ନାବାର୍ଡ ଦ୍ଵାରା ତିଆରି ହୋଇଥିବା ସ୍କୁଲ ମ୍ଯୁନିସିପାଲଟି ଟ୍ରସ୍ଟ ସେଣ୍ଟରର ଲୋକାର୍ପନ କରିଥିଲେ । ଯେଉଁଠାରେ ତାଙ୍କ ୨ ପୁଅ ଓ ସ୍ଵାମୀଙ୍କ ସମାଧି ରହିଅଛି । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *