ବାହା ହେଇଯାଇଛନ୍ତି କି Rani Panda ? ସ୍ୱାମୀଙ୍କ ବିଷୟରେ କଣ କହିଲେ Rani Panda, ଦେଖନ୍ତୁ ଏହି Video

ନମସ୍କାର ବନ୍ଧୁଗଣ ତେବେ ଅଭିନେତ୍ରୀ ରଶ୍ମିରେଖା ଜୀବନ ହାରିବା ପଛରେ ତ୍ରିକୋଣୀୟ ପ୍ରେମର କାହାଣୀ ଭୁବନେଶ୍ୱର ନୟାପଲ୍ଲୀ ଭଡ଼ା ଘର ମାଲିକ ଏହାକୁ ନେଇ ସୂଚନା ଦେଇଛନ୍ତି ସେମି ସନ୍ତୋଷ ଓ ରଶ୍ମିରେଖାଙ୍କ ଭିତରେ ପୂର୍ବତନ ପ୍ରେମିକ ରାଜାକୁ ନେଇ ବାରମ୍ବାର ଝଗଡ଼ା ହେଉଥିଲା ରାଜା ଥିଲା ପୂର୍ବରୁ ରଶ୍ମିରେଖା ବଏଫ୍ରେଣ୍ଡ୍ ଆଉ ରାଜା ସହ ରଶ୍ମିଙ୍କ ସମ୍ପର୍କ ନ ପଡ଼ିବାରୁ ରଶ୍ମିରେଖା ସନ୍ତୋଷ ପାଖରେ ରହୁଥିଲେ । ତେବେ ଏମିତିକି ରଶ୍ମିରେଖା ସନ୍ତୋଷ ନାଁରେ ମଥାରେ ସିନ୍ଦୂର ଗଳାରେ ମଙ୍ଗଳସୂତ୍ର ଆଉ ହାତରେ ଶଙ୍ଖା ବି ପିନ୍ଧୁଥିଲା ।

ଆଉ ଏକଥାକୁ କେହି ନଜାଣି ପାରିଲେ ମଧ୍ୟ ଜାଣିଥିଲେ ଘର ମାଲିକ । ଘର ମାଲିକ ଜାଣିଥିଲେ ଯେ ରଶ୍ମିରେଖା ଆଉ ସନ୍ତୋଷ ସ୍ଵାମୀ ଆଉ ସ୍ତ୍ରୀ ଯେତେବେଳେ ଘଟଣାକୁ ନେଇ ତନାଘନା ଆରମ୍ଭ କରିଛି ପୋଲିସ ଠିକ୍ ସେତିକିବେଳେ ରଶ୍ମିରେଖା ଜୀବନ କାହିଁକି ହାରିଲେ କିଏ ତାଙ୍କୁ ମାନସିକ ଚାପ ଦେଉଥିଲା କି ତାଙ୍କ ଦେହରେ ଥିବା କ୍ଷତ ଚିହ୍ନ କଣ । ତେବେ ଏମିତି କିଛି ପ୍ରଶ୍ନର ଉତ୍ତର ଖୋଜୁଛି ନୟାପଲ୍ଲୀ ଥାନା ପୋଲିସ ।

ଏହାକୁ ନେଇ ପୋଲିସ ରଶ୍ମିରେଖାଙ୍କ ବୟାନ ମଧ୍ୟ ରେକର୍ଡ କରିଛି ଆଉ ସବୁଠାରୁ ବଡ଼ କଥା ହେଉଛି ସନ୍ତୋଷ ଆଉ ରଶ୍ମିରେଖାଙ୍କ ମଧ୍ୟରେ ତୃତୀୟ ବ୍ୟକ୍ତି ପଶିଥିଲା ରାଜା ରାଜା ଯିଏ ଯାହାକୁ ପୂର୍ବରୁ ଭଲ ପାଉଥିଲେ ରଶ୍ମିରେଖା ଆଉ ଓଲିଉଡ ଜଗତକୁ ଆସିବା ପାଇଁ ରଶ୍ମିରେଖାଙ୍କ ପଛରେ କାଳେ ରାଜାଙ୍କ ହାତ ଅଛି ଆଉ ଅଭିନେତ୍ରୀ ହେଲା ପରେ ରାଜା ଯେତେବେଳେ ତାଙ୍କଠାରୁ ସ୍ବାର୍ଥ ହାସଲ ପାଇଁ ଚେଷ୍ଟା କଲେ ସେତେବେଳେ ଦୂରେଇ ଗଲେ ରଶ୍ମିରେଖା ।

ତେବେ ୨୦୧୯ ରେ ସୋସିଆଲ ମିଡିଆରେ ରାଉଲକେଲାର ସନ୍ତୋଷ ପାତ୍ର ନାମକ ଜଣେ ଯୁବକଙ୍କ ସହିତ ତାଙ୍କର ପ୍ରେମ ହେଲା ଆଉ ସେ ଏକ ଫାଇନାନ୍ସ ସଂସ୍ଥାରେ ଚାକିରୀ କରୁଥିଲେ ରଶ୍ମିରେଖା ତାଙ୍କ ବାପା ମାଆଙ୍କୁ ସନ୍ତୋଷ ବିଷୟରେ ସବୁ ଜଣାଇଥିଲେ ଆଉ ଏହାପରେ ସେ ଲିଭିନରିଲେସନସିପ୍ ରେ ରହୁଥିଲେ ଆଉ ସନ୍ତୋଷଙ୍କ ଅନୁପସ୍ଥିତିରେ ରଶ୍ମିରେଖାଙ୍କ ମୃତ୍ୟୁକୁ କେହି ସହଜରେ ଗ୍ରହଣ କରିପାରୁ ନାହାଁନ୍ତି ।

ତେବେ ଏହି ସବୁ କଥା ମଧ୍ୟରେ ରଶ୍ମିରେଖାଙ୍କ ମୃତ୍ୟୁ ହେବା ନିଶ୍ଚିତ କିନ୍ତୁ ରଶ୍ମିରେଖାଙ୍କ ମୃତ୍ୟୁ ପଛରେ ଦାୟୀ କିଏ କିଏ ମାନସିକ ଚାପ ଦେଉଥିଲା କି ରଶ୍ମିରେଖା ନିଜେ ଜୀବନ ହାରିଛନ୍ତି ନାଁ ତାଙ୍କୁ କିଏ ମାରି ଦେଇଛି ତାହାବି ଏବେ ସନ୍ଦେହରେ ଏଥିପାଇଁ ସନ୍ଦେହ କରାଯାଉଛି କି ରଶ୍ମିରେଖାଙ୍କ ଦେହରେ କ୍ଷତ ଚିହ୍ନ ଥିଲା ତାଙ୍କ ହାତକୁ କିଏ କାଟିଥିଲା ନିଜେ ରଶ୍ମିରେଖା କାଟିଥିଲେ ନା ଅନ୍ୟକିଏ ଏହି ତମାମ ପ୍ରଶ୍ନର ଉତ୍ତର ଖୋଜୁଛି ପୋଲିସ୍ ଆଉ ଯାହାକୁ ଜାଣିବା ପାଇଁ ମଧ୍ୟ ସମସ୍ତେ ଚାହିଁ ବସିଛନ୍ତି ।

ତେବେ ଆପଣ ଶୁଣିଥିବେ କି ରଶ୍ମୀ ଶଙ୍ଖା ଏବଂ ସିନ୍ଦୁର ପିନ୍ଧି ଆତ୍ମହତୟଆ କରିଥିଲେ ତେବେ ଏହାକୁ ନେଇ ଅଭିନେତ୍ରୀ ରାଣୀ ପଣ୍ଡା କହିଛନ୍ତି କି ସେ ହୁଏତ ଘର ପାଇଁ ବାହା ହେବାର ନାଟକ କରୁଥିବ କାରଣ ମୁଁ ବୁ ଘର ଖୋଜିବା ବେଳେ ମିଛରେ ଜଣେ ପୁଅର ଫୋଟୋ କୁ ଦେଖାଇ ମୋ ସ୍ୱାମୀ ବୋଲି କହିଥିଲି ହୁଏତ ସେ ମଧ୍ୟ ସେହିଭଳି କରିଥିବ କିନ୍ତୁ ବିବାହ କରି ନଥିବ ଵାହା ହୋଇଥିଲେ ତା ବାପା ମାଆ ବନ୍ଧୁ ବାନ୍ଧବ ଜାଣି ଥାନ୍ତେ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *