ବନ୍ଧୁଗଣ ଟେଲିଭିଜନ ଅଭିନେତ୍ରୀ ରଶ୍ମିରେଖାଙ୍କ ମୃତ୍ୟୁ ପରେ ଏବେ ସାରା ଓଡିଶାରେ ଏହି ମାମଲାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଏହି ମାମଲାଟି ଏବେ ସନ୍ଦେହ ଘେରରେ ରହିଛି । ରଶ୍ମିରେଖା ଆତ୍ମହତୟଆ କରିଥିବା ନେଇ ସୂଚନା ମିଳିଥିବା ବେଳେ ଏହି ଆତ୍ମହତୟଆ ପଛରେ ସନ୍ତୋଷ ପାତ୍ର ନାମକ ଏକ ଯୁବକଙ୍କ ହାତ ଅଛି ବୋଲି ରଶ୍ମିରେଖାଙ୍କ ବାପା ଅଭିଯୋଗ କରିଛନ୍ତି । ତେଣୁ ବନ୍ଧୁଗଣ ଏବେ ସନ୍ତୋଷ ନାମକ ଜଣେ ଯୁବକଙ୍କୁ ନେଇ ଚର୍ଚ୍ଚା ହେଉଛି ।
ମିଡିଆ ରିପୋର୍ଟସ ଅନୁସାରେ ରଶ୍ମିରେଖା ରାଜା ନାମକ ପୁରୁଷ ସହ ମିଳାମିଶା କରିବା ନେଇ ସନ୍ତୋଷ ଏହାକୁ ସହ୍ୟ କରିପାରି ନଥିଲା । ଏଥିପାଇଁ ଉଭୟ ସନ୍ତୋଷ ଓ ରଶ୍ମିରେଖାଙ୍କ ମଧ୍ୟରେ ଝଗଡା ହୋଇଥିଲା ଆଉ ପରେ ମାରପିଟ ମଧ୍ୟ ହୋଇଥିଲା । ଆଉ ଏହା ପରେ ରଶ୍ମିରେଖାଙ୍କ ମୃତ ଖବର ସାମନାକୁ ଆସିଲା । ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ଏହି ମାମଲାକୁ ନେଇ ଏକ ବଡ ଖବର ସାମ୍ନାକୁ ଆସୁଛି ।
ଦିନ ଯେତେ ଗଡୁଛି ରଶ୍ମିରେଖାଙ୍କ ମୃତ୍ୟୁ ମାମଲାରେ ସେତେ ନୂଆ ନୂଆ କଥା ସାମ୍ନାକୁ ଆସୁଛି । ଏକ ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ରଶ୍ମିରେଖା ୩ ମାସର ଗର୍ଭବତୀ ଥିବା କଥା କୁହାଯାଉଛି । ଏହି ଖବର ଜାଣିବା ପରେ ପୋଲିସକୁ ସହଯୋଗ କରୁଥିବା ପୁରୁଷ ବନ୍ଧୁ ସନ୍ତୋଷ ଫେରାର ହୋଇଯାଇଛି । ସନ୍ତୋଷକୁ ଧରିବା ପାଇଁ ନୟାପଲ୍ଲୀ ପୋଲିସ ଦୁଇଟି ଟିମ ଗଠନ କରିଛି ।
ଗତ ଶନିବାର ରଶ୍ମିରେଖାଙ୍କ ମୃତ୍ୟୁ ହୋଇଥିବା ବେଳେ ରବିବାର ଶବ ବେବଛେଦ ହୋଇଥିଲା ଆଉ ବେବଛେଦ ବେଳେ ଜଣା ପଡିଥିଲା ଅଭିନେତ୍ରୀ ରଶ୍ମିରେଖା ୩ ମାସର ଗର୍ଭବତୀ ଥିଲେ । ଏ ସମ୍ପର୍କରେ ଶବ ବେବଛେଦ ରିପୋର୍ଟରେ ଉଲ୍ଲେଖ ରହିଛି । ତେବେ ବର୍ତ୍ତମାନ ଏହାକୁ ନେଇ ଉଠିଛି ବଡ ପ୍ରଶ୍ନ । ଯଦି ରଶ୍ମିରେଖା ଗର୍ଭବତୀ ଥିଲେ ତେବେ ସେ କାହିଁକି ଜୀବନ ହାରିଲେ ।
ଅନ୍ୟ ପଟେ ଖବର ଆସୁଛି ଗତ ୪୫ ଦିନ ପୂର୍ବେ ସନ୍ତୋଷ ଓ ରଶ୍ମିରେଖା କୋର୍ଟ ମ୍ୟାରେଜ କରିଥିଲେ । ତେବେ ଏ କଥା ସ୍ପର୍ଷ୍ଟ ଜଣା ପଡୁଛି ଯେ ରଶ୍ମିରେଖା କୋର୍ଟ ମ୍ୟାରେଜ କରିବା ପୂର୍ବରୁ ହିଁ ଗର୍ଭବତୀ ଥିଲେ । ବୋଧେ ରଶ୍ମିରେଖା ଗର୍ଭବତୀ ହେବା ପରେ ଜିଦି ଧରିଥିଲେ ସନ୍ତୋଷଙ୍କ ସହ ବିବାହ କରିବା ପାଇଁ । ବନ୍ଧୁଗଣ ସନ୍ତୋଷ ହିଁ ରଶ୍ମୀଙ୍କୁ ଗର୍ଭବତୀ କରିଥିଲେ ।
ବୋଧେ ସନ୍ତୋଷ ବିଧି ମତେ ବିବାହ କରିବାକୁ ରାଜି ନଥିଲେ କେବଳ କୋର୍ଟ ମ୍ୟାରେଜ କରିଥିଲେ । ସେଥିପାଇଁ ବୋଧେ ରଶ୍ମିରେଖା ନିଜ ଜୀବନ ହାରିଲେ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।