ଭୂକମ୍ପର ଧ୍ଵଂସଲୀଳା ! ନେଇଗଲା ହଜାର-ହଜାର ଲୋକଙ୍କ ଜୀବନ…ଚାରିଆଡେ ହାହାକାର…ଦେଖନ୍ତୁ ଛାତିକୁ ଥରେଇ ଦେବା ଭଳି ଏହି Video

ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଏପରି ଭିଡିଓ ଭାଇରାଲ ହେଉଛି ଯାହା ବିଷୟରେ ଆପଣ ମାନେ ଜାଣିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ଏହି ଭିଡିଓଟି ଏବେ ସମସ୍ତ ସ୍ଥାନରେ ଚର୍ଚ୍ଚାର ବିଷୟ ପାଲଟିଛି । ଆଉ ଆଜି ଆମେ ଆପଣ ମାନଙ୍କୁ ଭାଇରାଲ ହେଉଥିବା ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭାଇରାଲ ଭିଡିଓ ବିଷୟରେ ।


ବନ୍ଧୁଗଣ ଭାଇରାଲ ହେଉଥିବା ଭିଡିଓରେ ଆଖି ଯୁଆଡେ ବୁଲାଇଲେ ଦିଶୁଚି ଧ୍ଵଂସ ନୀଳା । ଭୂମିକମ୍ପର ଭୟଙ୍କର ପରିଣତି ଏବେ ଦେଖିବାକୁ ମିଳିଛି । ଚାରି ଆଡେ ହା ହା କାର । ଶକ୍ତିଶାଳୀ ଭୂମିକମ୍ପ ବଦଳାଇ ଦେଇଛି ଆଫଗାନି ସ୍ତାନର ଭୌଗଳିଳ ମାନଚିତ୍ର । କ୍ଷତିଗ୍ରସ୍ତ ଅଞ୍ଚଳରେ ସବୁ ଚିତ୍ର ବୟାନ କରୁଛି କେତେ ଭୟଙ୍କର ଥିଲା ଝଟକା । ମାତ୍ର କିଛି ସେକେଣ୍ଡ ଭିତରେ ସବୁ କିଛି ଛାର ଖାର ହେଇଗଲା । କେତେକ ବଡ ବଡ ଅଟାଳିକା ମାଟିରେ ମିଶି ଯାଇଛି ।

ଚୁର ମାର ହେଇଯାଇଛି ମାଟି ଝାଟିର ଘର । ଲୋକଙ୍କ ମୁଣ୍ଡ ଉପରେ ଆଉ ଛାତ ନାହିଁ । ଯେଉଁଠି କାଲି ଜନବସତି ଥିଲା ଆଜି ସେ ସ୍ଥାନ ଧ୍ଵଂସ ହୋଇଯାଇଛି । ଧନ ସମ୍ପତ୍ତି ସହ ଜୀବନ ନେଇଛି ଭୂମିକମ୍ପ । ଏ ପର୍ଯ୍ୟନ୍ତ 1000 ଲୋକଙ୍କ ମୃତ୍ୟୁ ହେଲାଣି ଆଉ ଆଗକୁ ଆହୁରି ମୃତ୍ୟୁ ସଂଖ୍ୟା ବଢିବ । ଧ୍ଵଂସ ବଶେଷ ତଳେ ଅନେକ ଲୋକ ଫସିରହିଥିବା କୁହାଯାଉଛି ।

ନିଶ୍ଚିନ୍ନ ହୋଇଯାଇଛି ଗୋଟେ ପରେ ଗୋଟେ ପରିବାର । 600 ରୁ ଅଧିକ ଲୋକ ଆହାତ ହୋଇଛନ୍ତି । ଭୂକମ୍ପର ମାଡ ବେସୀ ଖାଇଛି ଆଫଗାନି ସ୍ତାନ ଗ୍ରାମାଞ୍ଚଳ । ସେଠାରେ ଅଧିକାଂଶ ଘର ମାଟିରେ ହୋଇଥିବାରୁ ସବୁ କିଛି ଭୁସୁଡି ପଡିଛି । ଯୁଦ୍ଧ କାଳୀନ ଭିତ୍ତିରେ ଚାଲିଛି ଉଦ୍ଧାର ଅଭିଯାନ । ଆଫଗାନି ସ୍ତାନର ପୂର୍ବା ଅଞ୍ଚଳରେ ଭୂକମ୍ପ ତାଣ୍ଡବ ରଚିଛି । ଗତକାଲି ରାତି ସାଢେ 1ରେ ଭୂମିକମ୍ପ ହୋଇଥିଲା ।

ଶୋଇଥିବା ବେଳେ ହଠାତ କମ୍ପନ ଅନୁଭବ କରିଥିଲେ ଲୋକେ । ରିକ୍ଟର ସ୍କେଲରେ ତୀବ୍ରତା ଥିଲା 6.1 । ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ଆଫଗାନି ସ୍ତାନର ପାକଟିକା ପ୍ରଦେଶ । ଭୂକମ୍ପରେ ଅନେକ ଲୋକ ମାଟିରେ ଛାପି ହୋଇ ପ୍ରାଣ ହରାଇ ଛନ୍ତି । ସେହିଭଳି ପାକିସ୍ତାନର କିଛି ଅଞ୍ଚଳରେ ଅନୁଭୂତ ହୋଇଥିଲା କମ୍ପନ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *