କାଲି ପ-ଥ-ର ମ-ଆରିଥିଲା ଏବେ ତଣ୍ଟି କ-ଆଟି ଦେଲା । କାଲି ମଞ୍ଚ ଉପରେ ଲୋକପ୍ରିୟ ହାସ୍ୟ ଅଭିନେତା ପପୁ ପମ ପମଙ୍କୁ ପ-ଥ-ର ମା-ରି-ଥିଲା ଆଉ ଆଜି ତଣ୍ଟି କ-ଆଟି ଦେଲା । ଆଉ କାଲି ଜାଗର ଯାତ୍ରାରେ ସର୍ବ ସମ୍ମୁଖରେ ପପୁ ପମ ପମଙ୍କ ଉପରେ ପ-ଥ-ର ଫୋ-ପ-ଡିଲା ଆଉ ଆଜି ପଥର ଛେ-ଚି ଗୁରୁତ୍ଵର କରି ଦେଲା । ଦର୍ଶକ ବନ୍ଧୁ ସତ କହିଦେଲା ବୋଲି ଏମିତି କିଛି ଦଣ୍ଡ ଭୋଗିବାକୁ ପଡିଲା ।
ଦର୍ଶକ ବନ୍ଧୁ ଆପଣଙ୍କର ମନ ଥିବ ଗଞ୍ଜାମରେ ଚାଲି ଥିଲା ଜାଗର ଯାତ୍ରା ଆଉ ସେଠାରେ ଏକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସେଠାରେ ଥିବା ଦର୍ଶକଙ୍କ ମନୋରଞ୍ଜନ କରିବା ପାଇଁ ମଞ୍ଚ ଉପରକୁ ଚଢି ଥିଲେ ଓଡିଆ ହାସ୍ୟ ଅଭିନେତା ପପୁ ପମ ପମ । ଆଉ ହଠାତ ପପୁ ପମ ପମଙ୍କ ଉପରକୁ ତିନି ତିନୋଟି ପଥର ମ-ଆ-ଡ ହୋଇଥିଲା । ଆଉ ପ୍ରଥମ ପଥର ପଛ ପଟ ଡିସପ୍ଲେରେ ମ-ଆ-ଡ ହୋଇ ଫା-ଟି ଯାଇଥିଲା ଦ୍ଵିତୀୟ ପଥର ପପୁଙ୍କ କାନ ପାଖ ଦେଇ ଯାଇଥିଲା ଏବଂ ତୃତୀୟ ପଥର ଆଉ ଜଣେ ଯୁବକଙ୍କ ଦେହରେ ବାଜି ଥିଲା ।
ଆଉ ଏହାରି ଭିତରେ ଆଉ ଏକ ବଡ ଖବର ଆସୁଛି ଯିଏ ପ-ଥ-ର ଫୋ-ପା-ଡି ଥିଲା ସେ ତଣ୍ଟି କ-ଆଟି ଦେଲା । ଯିଏ ପ-ଥ-ର ଫୋ-ପା-ଡି ଥିଲା ସେ ପ-ଥ-ରରେ ଛେ-ଚି ତଣ୍ଟି କ-ଆଟି ଦେଇଛି । ହଁ ଦର୍ଶକ ବନ୍ଧୁ ସତ କହିବା ଭାରି ପଡି ଯାଇଛି । ଯେତେବେଳେ ମଞ୍ଚ ଉପରେ ପପୁଙ୍କୁ ପ-ଥ-ର ଫୋ-ପ-ଡା ହେଲା ସେତେବେଳେ ପପୁ ମଞ୍ଚ ଉପରେ ଥାଇ କହିଲେ ଯିଏ ପ-ଥ-ର ମା-ରୁ-ଛି ତାକୁ କେବଳ ଧରେଇ ଦିଅ ।
ଆଉ ଗାଁର ଜଣେ ଯୁବକ ଯିଏ ଦେଖିଥିଲା ଯିଏ ପଥର ମାରିଛି ତାକୁ କୁଆଡେ ପପୁ ପମ ପମ ମଞ୍ଚ ଉପରକୁ ଆସିଲା ପରେ ଦେଖେଇ ଦେଇଥିଲା । ଗାଁ ଲୋକ ମାନଙ୍କର ଇଜ୍ଜତ ଯେହେତୁ ଚାଲି ଯାଇଛି ତେଣୁ ଗାଁ ଲୋକ ଏକ ସଭା ବସାଇଲେ । ଆଜି ସେ ସଭା ବସିଥାନ୍ତା ଆଉ ଆଜି ସେ ପ୍ରତ୍ୟକ୍ଷ ଦର୍ଶୀ କହିଥାନ୍ତା କିଏ ପ-ଥ-ର ମା-ରି-ଛି । ଆଉ ତା ପରେ ଅଭିଯୁକ୍ତକୁ ଗ୍ରାମବାସୀ ଯାହା ଦ-ଣ୍ଡ ଦେଇଥାନ୍ତେ ।
ବନ୍ଧୁଗଣ ଗୋପାଳ ବେହେରା ନାମକ ବ୍ୟକ୍ତି ଦେଖିଥିଲେ ସେହି ଗାଁର ଟୁନା ବେହେରା ପ-ଥ-ର ଫୋ-ପା-ଡି-ଛି ଏହା ଜାଣିବା ପରେ ଟୁନା ଗୋପାଳ ଘରକୁ ରାତିରେ ଯାଇଥିଲା ଆଉ ତାର ନାଁ ନ କହିବା ପାଇଁ କହିଥିଲା । ହେଲେ ଗୋପାଳ ମାନିଲା ନାହିଁ ଯାହାଫଳରେ ଟୁନା ରାଗି ଯାଇ ଗୋପାଳର ବେକ କ-ଆଟି ଏକ କୂଅରେ ପକେଇ ଦେଲା । ସେତେବେଳେ ଗୋପାଳ ବଞ୍ଚି ଥିଲା ତେଣୁ ଟୁନା ତା ଉପରେ ଗୋଟେ ବଡ ପ-ଥ-ର ଫୋପାଡି ଥିଲା । ଏବେ ଗୋପାଳକୁ କଟକ ମେଡିକାଲରେ ଭର୍ତ୍ତି କରା ଯାଇଛି ।