ମାଷ୍ଟର୍ Saswat Joshi ଓ ତାଙ୍କ ସ୍ତ୍ରୀ ଙ୍କ ପ୍ରଥମ ରୋମାଣ୍ଟିକ ଭିଡିଓ, ଦେଖନ୍ତୁ ଏହି ଭାଇରାଲ୍ Video

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ କାମ କରୁଥିବା ସମସ୍ତ କଳାକାର ମାନଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଏହି କଳାକାର ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ପଦର୍ଶନ ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଯେଉଁ ଓଡିଆ ଅଭିନେତାଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆମ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି ।

ଏହି ଅଭିନେତା ଜଣକ ଆଉ କେହି ନୁହେଁ ଏ ହେଉଛନ୍ତି ଶାଶ୍ଵତ ଜୋଶୀ । ବନ୍ଧୁଗଣ ଶାଶ୍ଵତ ଜଣେ ଓଡିଶୀ ଡ୍ୟାନ୍ସର ଅଟନ୍ତି । ସେ ଡ୍ୟାନ୍ସର ହେବା ସହ ଜଣେ ମଡେଲ ଓ କୋରିଓଗ୍ରାଫର ମଧ୍ୟ ଅଟନ୍ତି । ବନ୍ଧୁଗଣ ଶାଶ୍ଵତ ଏମିତି ଅନେକ ବିବାଦରେ ଫସି ରୁହନ୍ତି ଯେଉଁଥି ପାଇଁ ସେ ଚର୍ଚ୍ଚାରେ ମଧ୍ୟ ରୁହନ୍ତି । ଶାଶ୍ଵତଙ୍କ ଜନ୍ମ ୧୯୮୪ ମସିହା ଡିସେମ୍ବର ୧୮ ତାରିଖରେ ତିତ୍ଲାଗଡରେ ହୋଇଥିଲା ।

ମାତ୍ର ୫ ବର୍ଷ ବୟସରୁ ସେ ଡ୍ୟାନ୍ସ କରିବା ଆରମ୍ଭ କରିଥିଲେ । ସେ ଗୁରୁ ପ୍ରଶାନ୍ତ ପଟ୍ଟନାୟକ ଓ ଗୁରୁ ଶାନ୍ତନୁ ବେହେରାଙ୍କ ଗାଇଡାନ୍ସରେ ଡ୍ୟାନ୍ସ ଶିଖିଥିଲେ । ନିଜ ଜୀବନରେ ଅନେକ କଷ୍ଟ ଓ ସଂଘର୍ଷ କରିଛନ୍ତି ଶାଶ୍ଵତ । ତେବେ ବନ୍ଧୁଗଣ ସେ ଅନେକ ସ୍ଟେଜ ପର୍ଫରମନ୍ସ ଓ ଅନେକ ଫିଲ୍ମରେ କୋରିଓଗ୍ରାଫିଙ୍ଗ କରି ଇଣ୍ଡଷ୍ଟ୍ରିରେ ସଫଳତା ହାସଲ କରିଛନ୍ତି । ଆପଣ ମାନେ ତାଙ୍କୁ Z ସାର୍ଥକର ଲୋକପ୍ରିୟ ଡ୍ୟାନ୍ସ ରିଆଲିଟି ସୋ ‘ଡ୍ୟାନ୍ସ ଓଡିଶା ଡ୍ୟାନ୍ସ’ରେ ନିଶ୍ଚୟ ଦେଖିଥିବେ ।

ଏହି ସୋରେ ସେ ଜଜ୍ ଭାବରେ ନଜର ଆସିଛନ୍ତି । ହେଲେ ଗତ କିଛି ସମୟ ହେବ ଶାଶ୍ଵତ କିଛି ଅଲଗା କାରଣ ପାଇଁ ସୋସିଆଲ ମିଡିଆରେ ଚର୍ଚ୍ଚାରେ ଅଛନ୍ତି ଓ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ବନ୍ଧୁଗଣ ଶାଶ୍ଵତ ଓ ତାଙ୍କ ସ୍ତ୍ରୀଙ୍କର କିଛି ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ପ୍ରଥମ ଥର ପାଇଁ ଶାଶ୍ଵତ ଓ ତାଙ୍କ ସ୍ତ୍ରୀଙ୍କ ରୋମାନ୍ସ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ତାଙ୍କର ଏହି ଭିଡିଓକୁ ତାଙ୍କ ଫ୍ୟାନ୍ସ ମାନେ ବେସ ଅଧିକ ପସନ୍ଦ କରୁଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଶାଶ୍ଵତ ଓ ତାଙ୍କ ପତ୍ନୀଙ୍କ ଏହି ରୋମାନ୍ସ ଭିଡିଓ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *