Bollywood ହିରୋଇନ Sonam ଙ୍କ ସ୍ଵାମୀଙ୍କ ନାଁରେ ଆସିଲା ସାଂଘାତିକ ଅଭିଯୋଗ ! ଯାଇ ପାରନ୍ତି ଜେଲ !

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଏହି ଅଭିନେତ୍ରୀ ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ଫିଲ୍ମ ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଯେଉଁ ବଲିଉଡ ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ସେ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି । ଏହି ଅଭିନେତ୍ରୀ ଜଣକ ଆଉ କେହି ନୁହେଁ ଏ ହେଉଛନ୍ତି ସୋନମ କପୁର ।

ଆପଣ ମାନେ ସମସ୍ତେ ସୋନମଙ୍କର ଅନେକ ସୁପର ହିଟ ଫିଲ୍ମ ନିଶ୍ଚୟ ଦେଖିଥିବେ ସୋନମ ହେଉଛନ୍ତି ବଲିଉଡର ଦିଗଜ ଅଭିନେତା ଅନିଲ କପୁରଙ୍କ ଝିଅ । ତେବେ ବନ୍ଧୁଗଣ ସୋନମ କପୁର ଗତ କିଛି ବର୍ଷ ତଳେ ଆନନ୍ଦ ଆହୁଜାଙ୍କ ସହ ବିବାହ କରିଥିଲେ । ବନ୍ଧୁଗଣ ବର୍ତ୍ତମାନ ଆନନ୍ଦ ଆହୁଜାଙ୍କ ସହ ଜଡିତ ଏକ ବଡ ଖବର ସାମନାକୁ ଆସୁଛି ଓ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ଅଭିନେତ୍ରୀ ସୋନମ କପୁରଙ୍କ ସ୍ଵାମୀ ଆନନ୍ଦ ଆହୁଜାଙ୍କ ପାଇଁ ଅଡୁଆ ବଢିଛି । ଟେକ୍ସ ଫାଙ୍କି ଚୋରୀ କରିଛନ୍ତି ଆନନ୍ଦ ଆହୁଜା । ତେବେ ସୂଚନା ଅନୁଯାଇ ସୋନମ କପୁରଙ୍କ ସ୍ଵାମୀ ଆମେରିକାର ଏକ ସପିଙ୍ଗ କମ୍ପାନୀ ସହ ଜାଲିଆତି କରିଥିବା ନେଇ ଅଭିଯୋଗ ଏବେ ସାମ୍ନାକୁ ଆସିଛି । ତେବେ କଷ୍ଟମ ଡ୍ଯୁଟିରୁ ବଞ୍ଚିବା ପାଇଁ ଆନନ୍ଦ ତଥ୍ୟକୁ ଏପଟ ସେପଟ କରିଛନ୍ତି ଯାହାକୁ ନେଇ ଏବେ ଟ୍ବିଟ ଯୁଦ୍ଧ ବି ଚାଲିଛି ।

କମ୍ପାନୀ ପକ୍ଷରୁ ଏବେ ଲଗାତାର ଟ୍ବିଟ ଓ ଆନନ୍ଦ ମଧ୍ୟ ଟ୍ବିଟ ଯୁଦ୍ଧ କରୁଛନ୍ତି ତେବେ ପୂର୍ବରୁ ଜାନୁୟାରୀରେ ଆନନ୍ଦ ଆହୁଜା କମ୍ପାନୀ ସହ ଏକ ସିପମେଣ୍ଟରେ ବିଳମ୍ବ ହୋଇଥିବା ନେଇ ଟ୍ବିଟ କରିଥିଲେ । ତା ସାଙ୍ଗକୁ ସେ ଆହୁରି ମଧ୍ୟ ଲେଖିଥିଲେ ଯେ, କମ୍ପାନୀ ତାର କାଗଜ ପତ୍ରର ତଦନ୍ତ ପ୍ରକ୍ରିୟାକୁ ପ୍ରତ୍ୟାଖାନ କରୁଛି ଆଉ ଏହାର ଜବାବରେ କମ୍ପାନୀ ଆଉ ଗୋଟେ ଟ୍ବିଟ କରିଥିଲା ।

ଯେଉଁଥିରେ କମ୍ପାନୀ ତରଫରୁ କୌଣସି ଭୁଲ ନାହିଁ ଏବଂ ଆନନ୍ଦ ଆହୁଜା ଦେଇଥିବା ଡକ୍ୟୁମେଣ୍ଟରେ ଭୁଲ ଅଛି ବୋଲି କମ୍ପାନୀ ଦର୍ଶାଇ ଥିଲେ । ଏହା ପରେ କମ୍ପାନୀର ଟ୍ବିଟ ଭାଇରାଲ ହୋଇଥିଲା ।ତେବେ ଆନନ୍ଦ ଆହୁଜା ଏହାକୁ ନେଇ ଅଭିଯୋଗ ଆଣିଥିବା ବେଳେ ସୋନମ କପୁର ନିଜ ସ୍ଵାମୀଙ୍କ ସମର୍ଥନରେ ଆସିଛନ୍ତି । ତେବେ ପ୍ରକୃତରେ ଏହି ମାମଲାରେ କାହାର କେତେ ଦୋଷ ରହିଛି ତାହା ତଦନ୍ତ ପରେ ଜଣା ପଡିବ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *