ସରକାରୀ ବାବୁଙ୍କ କଳା କାରନାମା ! ବଖାଣିଲେ ସ୍ଥାନୀୟ ଗ୍ରାମବାସୀ, ସେମାନେ ଯାହା କହିଲେ ଶୁଣିଲେ ଆପଣଙ୍କ ହୋସ ଉଡିଯିବ…ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ନିଶ୍ଚିତ ଏହି ସୋସିଆଲ ମିଡ଼ିଆ ଉପସ୍ଥିତ ଥିବେ । ଏହା ସହ ସୋସିଆଲ ମିଡିଆ ର ପାୱାର ବିଷୟ ରେ ମଧ୍ୟ ଜାଣିଥିବେ । ତେବେ ଫେସବୁକ, ଇଂଷ୍ଟାଗ୍ରାମ, ହ୍ଵାଟ୍ସଆପ, ୟୁଟିୟୁବ ଆଦି ଆପ ମାଧ୍ୟମରେ ଆପଣ ନିଜ ନିଜର ମନୋରଞ୍ଜନ କରୁଥିବେ । ତେବେ ଏହି ସୋସିଆଲ ମିଡ଼ିଆ ରେ ଅନେକ ଭିଡିଓ ଦେଖିବାକୁ ମିଳୁଛି ସେଥି ମଧ୍ୟରୁ କିଛି ଭିଡିଓ ଲୋକ ମାନଂକୁ ପସନ୍ଦ ଆସୁଛି ତେବେ ସେହି ଭିଡିଓ କୁ ସେୟାର କରି ଭାଇରାଲ କରାଯାଉଛି ।

ତେବେ ଏହି ଭାଇରାଲ ଭିଡିଓ ରେ ଅନେକ ସରକାରୀ କର୍ମଚାରୀ ଙ୍କ ର ମଧ୍ୟ ଗୁମର ଖୋଲି ଯାଉଛି । ସେହି ଭଳି ଜଣେ ଆରଆଇ ବାବୁ ଙ୍କ ର ଗୁମର ଖୋଲି ଯାଇଛି ଏଵଂ ତାଙ୍କର କଳା କର୍ମ ର ସବୁ ଚିଠା ମଧ୍ୟ ଖୋଲି ଯାଇଛି ତା ସହ ଏହି ଭିଡିଓ ସୋସିଆଲ ମିଡିଆ ରେ ମଧ୍ୟ ଖୁବ ଭାଇରାଲ ହେଉଛି । ତେବେ ଘଟଣା ଟି ହେଉଛି ପୁରୀ ଜିଲ୍ଲାର ଅସ୍ତରଙ୍ଗ ତହସିଲ ଅନ୍ତର୍ଗତ କେନ୍ଦ୍ରାପଟି ନିରୀକ୍ଷକ ଙ୍କ କାର୍ଯ୍ୟଳୟ ର ।

ତେବେ ସେଠାକାର ଲୋକଙ୍କ କହିବା କଥା ଏଠି ଯେଉଁ ନୂଆ ଆର ଆଇ ଆସିଛନ୍ତି ସେ ଆସିବା ପର ଠାରୁ ଏଠାରେ ମଦ ବେପାର ନିଶା କାରବାର କରାଯାଉଛି । ଏହା ସହ ସେ ଗୋଟିଏ ଗୁଣ୍ଡା କୁ ମଧ୍ୟ ରଖିଛନ୍ତି ତା ନାମ ସମ୍ପଦ ସେ ସବୁଦିନ ଏହି ଏରିଆ ରେ ବୁଲି କାହା ଘର ଟ୍ରାକ୍ଟର ରେ ମାଟି ବୁହା ହେଲା କେଉଁଠି କଣ ହେଉଛି କାହାର ପୋଖରୀ ରେ ମାଟି ଖୋଳା ହେଉଛି ଏକ ଗାଡି ଧରି ଚାରିଆଡେ ବୁଲିବ ।

ତେବେ ଆଜି ସେମାନେ ମଦ ପିଇ ଏହିଠାରେ ବସି ଥିଲେ ଏବଂ ସେହି ଗାଁର କିଛି ଲୋକଙ୍କୁ ଡାକି ତାଙ୍କୁ ଶୋଦା ଗାଳି ମଧ୍ୟ କଲେ । ତେବେ ଯେତେବେଳେ ଗାଁ ଲୋକ ଅଫିସ କୁ ପଚାରିବା ପାଇଁ ଆସିଲୁ ସେତେବେଳେ ମଦ ବୋତଲ ଏବଂ କଣ୍ଡୋମ ପ୍ୟାକେଟ ପଡିବାର ଦେଖିଲୁ ତେବେ ସେମାନଙ୍କୁ ପଚାରିବାରୁ ସେ ମନା କରିଲେ ଏବଂ ଗାଁ ଲୋକ ପକେଇଛନ୍ତି ବୋଲି କହିଲେ ।

ତେବେ ସେହି ଅଫିସର ମାନଙ୍କ ଘର ସର୍ଚ୍ଚ କରିବା ପରେ ତାଙ୍କ ଘରୁ ମଦ ବୋତଲ ଏବଂ କଟୁରି ଦଉଡି ଆଦି ଦେଖିବାକୁ ମିଳିଥିଲା ତେବେ ଗାଁ ଲୋକମାନେ ଏହି ଆର ଆଇ ଅଫିସର ଙ୍କୁ ବଦଳି କରାଯାଉ ନହେଲେ ସସପେଣ୍ଡ କରାଯାଉ ବୋଲି ଦାବି କରିଛନ୍ତି । ତେବେ ଏହା ଛଡା ଏହି ବିଷୟ ରେ ଅଧିକ ତଦନ୍ତ କରିବାକୁ ଜିଲ୍ଲାପାଳ ନିର୍ଦେଶ ମଧ୍ୟ ଦେଇଛନ୍ତି ଏବଂ ଆର ଆଇ ଙ୍କ ଉପରେ ମଧ୍ୟ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଇ ଦଣ୍ଡିତ କରିବା ଆବଶ୍ୟକ ଅଟେ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *