ରାଜା Rashmi ର ଲଭର ଥିଲା ହେଲେ ରଶ୍ମି ସନ୍ତୋଷ ସହ ରହୁଥିଲା, କିନ୍ତୁ କାହା ପାଇଁ ମଙ୍ଗଳସୂତ୍ର ପିନ୍ଧୁଥିଲେ Rashmi ?

ଅଭିନେତ୍ରୀ ରଶ୍ମିରେଖାଙ୍କ ମୃତ୍ୟୁ ମାମଲାରେ ତାଙ୍କ ବନ୍ଧୁ ଅଭନେତ୍ରୀ ସୁପ୍ରିୟା ଏମିତି କିଛି ଚାଞ୍ଚଳର ଖୁଲାସା କରିଛନ୍ତି ଯାହାକୁ ନେଇ ଏବେ ଚର୍ଚ୍ଚା ଚାଲିଛି । ସୁପ୍ରିୟା କହିଛନ୍ତି ରଶ୍ମୀ ରାଜାଙ୍କୁ ଭଲ ପାଉଥିଲେ କିନ୍ତୁ ସନ୍ତୋଷ ନାମକ ଯୁବକ ସହ ଲିଭିଙ୍ଗରେ ରହଥିଲେ । ଆଉ ଏମିତି ଅନେକ ଅକୁହା କଥା ସମାନଙ୍କୁ ଆଣିଛନ୍ତି ସୁପ୍ରିୟା ଯାହା ରଶ୍ମୀଙ୍କ ଅମମଲାରେ ନୂଆ ଦିଗ ଆଣିପାରେ । ରଶ୍ମୀ ନୟାପଲ୍ଲୀ ଅଞ୍ଚଳରେ ଏକ ଭଡାଘରେ ରହି ଆତ୍ମହତ୍ୟା କରିଛନ୍ତି ।

ସନ୍ତୋଷ ରଶ୍ମୀଙ୍କ ଉପର ଘରେ ରହୁଥିଲେ ଆଉ ଦୁହେଁ ଲିଭିଙ୍ଗରେ ମଧ୍ୟ ଥିଲେ । ସନ୍ତୋଷ ଆଗରୁ ଜାଣିଥିଲା ରାଜା ସହ ରଶ୍ମୀର ସମ୍ପର୍କ ଅଛି । ତେବେ ପ୍ରଶ୍ନ ଉଠୁଛି କଣ ସନ୍ତୋଷ ଜାଣିଶୁଣି ସମ୍ପର୍କରେ ଫାଟ ଆଣିଛି କି ? ଦୁଇ ତିନି ମାସ ହେବ ରାଜାଙ୍କ ସହ ବ୍ରେକଅପ କରିଥିଲେ ରଶ୍ମୀ । ଆଉ ତା ପରେ ସନ୍ତୋଷ ଆସିଥିଲେ ରଶ୍ମୀଙ୍କ ଜୀବନରେ ଯାହା ଫୋନ କଲରୁ ଜଣା ପଡୁଛି ସନ୍ତୋଷ ରାଜାଙ୍କୁ ନେଇ ଅବଗତ ଥିଲେ ଆଉ ରଶ୍ମୀ ରାଜାଙ୍କ ବିଷୟରେ କିଛି ସ୍ପଷ୍ଟ କରୁନ ଥିଲେ ।

ସୁପ୍ରିୟା ଆହୁରି ମଧ୍ୟ କହିଛନ୍ତି ରଶ୍ମୀଙ୍କ ମୃତ ଦେହ ଉଧାର ସମୟରେ ସେ ଅଳତା, ମଙ୍ଗଳସୂତ୍ର, ଚୁଡି, ସିନ୍ଦୁର ପିନ୍ଧିଥିଲେ । ତେବେ କଣ ରଶ୍ମୀ କୌଣସି ଚରିତ୍ରରେ ଅଭିନୟ କରିବାକୁ ଯାଇ ଏ ସବୁ ପିନ୍ଧିଥିଲେ ନା ଆଉ ବାସ୍ତବିକ ଆଉ କିଛି ଏହାର ଦିଗ ହୋଇପାରେ । ଅନ୍ୟ ପକ୍ଷରେ ଘର ମାଲିକ କହିଛନ୍ତି ସନ୍ତୋଷ ଓ ରଶ୍ମୀ ସ୍ଵାମୀ ସ୍ତ୍ରୀର ପରିଚୟ ଦେଇ ଲିଭିଙ୍ଗରେ ରହୁଥିଲେ । ଅନ୍ୟ ପକ୍ଷରେ ଦୁହେଁ ଏକ ଫାଇନାନ୍ସ କମ୍ପାନୀରେ ବି କାମ କରୁଥିଲେ ।

ତେବେ ଏଭଳି କଣ କାରଣ ଥିଲା ରାଜାଙ୍କ ସହ ରସମୀଙ୍କ ବ୍ରେକଅପ ହୋଇଥିଲା । ଏମିତିକି ରଶ୍ମୀ ନିଜ ସାଥୀଙ୍କୁ ଅନେକ କଥା ଲୁଚାଇ ଥିଲେ । ତେବେ ଏଭଳି କଣ ଘଟି ଯାଇଥିଲା ଯାହା ପାଇଁ ରଶ୍ମୀ କଥା କଥାରେ ସାଥିଙ୍କ ଠାରୁ କଥା ଲୁଚାଉ ଥିଲେ । ସୁପ୍ରିୟା କହିଛନ୍ତି ରଶ୍ମୀଙ୍କ ଆଖିରେ ଯେଉଁ ଆଘାତ ଲାଗିଥିଲା ତାହା ପୋକ କାରଣରୁ ହୋଇଥିଲା ବୋଲି ରଶ୍ମୀ କହିଥିଲେ । କିନ୍ତୁ ସୁପ୍ରିୟା ଏଥିରେ ବିଶ୍ଵାସ କରି ନ ଥିଲେ କାରଣ ପୋକ ମାରିଲେ ଏମିତି ହେବ ନାହି କି ମଣିଷ ଅନ୍ଧ ହୋଇଯିବ ।

ସୁପ୍ରିୟା ସନ୍ଦେହ କରୁଛନ୍ତି ରଶ୍ମୀ ଯାହା ସହ ରହୁଥିଲେ ସେ ହୁଏ ତ ମାରି ପାରନ୍ତି । ତେବେ କଣ ସନ୍ତୋଷ ରଶ୍ମିଙ୍କୁ ମାଡ ମାରୁଥିଲେ ତାହା ଏବେ ସବୁଠାରୁ ବଡ ପ୍ରଶ୍ନ । ବାସ୍ତବିକ ରଶ୍ମୀଙ୍କ ଜୀବନରେ କଣ ଘଟୁଥିଲା ତାହା ସ୍ପଷ୍ଟ ହୋଇ ନାହି । ମାତ୍ର ୨୩ ବର୍ଷ ବୟସରେ ରଶ୍ମୀ କାହିଁକି ଏଭଳି ଚରମ ନିସ୍ପତି ନେଲେ ଯାହାକୁ ସୁପ୍ରିୟା ବିଶ୍ଵାସ କରୁ ନାହାନ୍ତି ।

ରାଜାଙ୍କ ସହ ତାଙ୍କର ବ୍ରେକଅପ କାହିଁକି ହେଲା ଆଉ ସନ୍ତୋଷଙ୍କ ସହ କାହିୟଙ୍କି ଲିଭିଙ୍ଗରେ ରହିଲେ ରଶ୍ମୀ ପ୍ରଶ୍ନ ଉଠୁଛି । ପୋଲିସ ସନ୍ଦେହ କରୁଛି ରଶ୍ମୀଙ୍କ ଆତ୍ମହତ୍ୟାର କାରଣ କଣ । ବନ୍ଧୁଗଣ ଆପଣଙ୍କର ଏହା ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *