ଭାଇରାଲ୍ ହେଉଛି Rashmirekha ଓ Santosh ଙ୍କ ଶେଷ ଅଡିଓ କଲ, ଏହି କାରଣ ପାଇଁ ହୋଇଥିଲା ପ୍ରବଳ ଝଗଡା, ଶୁଣନ୍ତୁ ରଶ୍ମିଙ୍କୁ କଣ କହିଥିଲେ ସନ୍ତୋଷ…

ନମସ୍କାର ବନ୍ଧୁଗଣ ତେବେ ଟେଲିଭିଜନ ଅଭିନେତ୍ରୀ ରଶ୍ମିରେଖାଙ୍କ ମୃତ୍ୟୁ ପରେ ଏବେ ସାରା ଓଡିଶାରେ ଏହି ମାମଲାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଏହି ମାମଲାଟି ଏବେ ସନ୍ଦେହ ଘେରରେ ରହିଛି । ରଶ୍ମିରେଖା ଆତ୍ମହତୟଆ କରିଥିବା ନେଇ ସୂଚନା ମିଳିଥିବା ବେଳେ ଏହି ଆତ୍ମହତୟଆ ପଛରେ ସନ୍ତୋଷ ପାତ୍ର ନାମକ ଏକ ଯୁବକଙ୍କ ହାତ ଅଛି ବୋଲି ରଶ୍ମିରେଖାଙ୍କ ବାପା ଅଭିଯୋଗ କରିଛନ୍ତି । ତେଣୁ ଏବେ ସନ୍ତୋଷ ନାମକ ଜଣେ ଯୁବକଙ୍କୁ ନେଇ ଚର୍ଚ୍ଚା ହେଉଛି ।

ତେବେ ମିଡିଆ ରିପୋର୍ଟସ ଅନୁସାରେ ରଶ୍ମିରେଖା ରାଜା ନାମକ ପୁରୁଷ ସହ ମିଳାମିଶା କରିବା ନେଇ ସନ୍ତୋଷ ଏହାକୁ ସହ୍ୟ କରିପାରି ନଥିଲା । ଏଥିପାଇଁ ଉଭୟ ସନ୍ତୋଷ ଓ ରଶ୍ମିରେଖାଙ୍କ ମଧ୍ୟରେ ଝଗଡା ହୋଇଥିଲା ଆଉ ପରେ ମାରପିଟ ମଧ୍ୟ ହୋଇଥିଲା । ସନ୍ତୋଷ ଆଉ ରଶ୍ମି ରେଖାଙ୍କର ଏକ ଅଡିଓ କଲ୍ ଏବେ ସାମ୍ନାକୁ ଆସିଛି । ତେବେ ଏହି  ଅଡିଓ କଲ୍ ଶୁଣିବା ପରେ ଆପଣ ଏହି ଘଟଣା ବିଷୟରେ ଜାଣିପାରିବେ ।

ସନ୍ତୋଷ ଏହି ଅଡିଓ କଲ୍ ରେ ରଶ୍ମୀଙ୍କୁ ପଚାରୁଛନ୍ତି, ତୋର ଆଉ ରାଜାର କଣ ଚାଲିଛି ତମ ମାନଙ୍କର ? ରଶ୍ମୀ କହୁଛନ୍ତି କିଛି ବି ଚାଲିନି । ବିଶ୍ଵାସ କର ତୋ ଉପରେ ମୋର ଏତେ ରାଗ ଚିଡୁଛି ମୁଁ କଣ କହିବି ତୋତେ ମୁଁ ବୁଝି ପାରୁନି ଏହା ପରେ ସନ୍ତୋଷ କହୁଛନ୍ତି ରାଜା ମୋତେ ବ୍ଲକ କରି ଦେଇଛି । ତେବେ ଏହି ଫୋନ କଲରେ ସେ ତାଙ୍କ ବୟଫ୍ରେଣ୍ଡ୍ ସହିତ କଥା ହେଉଛନ୍ତି ।

ଆଉ ତାଙ୍କ ବୟଫ୍ରେଣ୍ଡ୍ ମଦ ପିଉଥିଲେ ଆଉ ସେ ତାଙ୍କୁ ବାରଣ କରୁଛନ୍ତି । କିନ୍ତୁ ସେ କୌଣସି ପ୍ରକାରରେ ମାନୁ ନାହାନ୍ତି । ତେବେ ରଶ୍ମୀ କହୁଛନ୍ତି ତାଡି ହେଇଗଲା ବ୍ଲକ କରିଲେ ତୁ କାହିଁକି ତାକୁ କଲ୍ କରୁଛୁ । ସନ୍ତୋଷ କହୁଛି ମୁଁ ଥରେ ତାକୁ କଲ୍ କରି କିଛି କହିବି  । ଏହା ପରେ ରଶ୍ମୀ ପଚାରୁଛନ୍ତି କଣ କହିବୁ । ମୁଁ ଯାହା କହିବି ତୋର କଣ ଗଲା । ରଶ୍ମୀ କହୁଛନ୍ତି ମୁଁ କିଛି କହୁନି କଣ ଦରକାର ବେକାରରେ କଲ୍ କରିବା ।

ମୁଁ ତା ସହ କଲ୍ ରେ ଯାହା ବି କଥା ହେବି ରେକର୍ଡ କରି ତତେ ଦେଇଦେବି । ତେବେ ରଶ୍ମୀ କହୁଛନ୍ତି କେୟାର ଫୁଲ ସେ ଲୋକକୁ କଲ୍ କରିବା ଦରକାର ନାହିଁ ସେ ଲୋକ ଭଲ ନୁହେଁ ସେ ସାଇକୋ । ତାର ମୁଣ୍ଡ ପାଗଳ ତାର କିଛି ଠିକ ଠିକଣା ନାହିଁ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *