ବନ୍ଧୁଗଣ ଆପଣ ମାନେ ସମସ୍ତେ ହିନ୍ଦୀ ସେନମାର ଲୋକପ୍ରିୟ ଅଭିନେତା ରାଜ କପୁରଙ୍କୁ ନିଶ୍ଚୟ ଜାଣିଥିବେ । 1985 ମସିହାରେ ରାଜକୁମାରଙ୍କର ଏକ ଫିଲ୍ମ ଆସିଥିଲା ଯାହାର ନାମ ହେଉଛି ‘ରାମ ତେରି ଗଙ୍ଗା ମେଲି’ । ଆପଣ ମାନେ ସମସ୍ତେ ରାମ ତେରି ଗଙ୍ଗା ମେଲି ଫିଲ୍ମଟି ତ ନିଶ୍ଚୟ ଦେଖିଥିବେ । ଏହି ଫିଲ୍ମଟି ବ୍ଲକ ବଷ୍ଟର ହେଇଥିଲା ଆଉ ଏହି ଫିଲ୍ମରେ ଅଭିନୟ କରିଥିବା ସମସ୍ତ କଳାକାର ମାନେ ରାତିଆ ରାତି ଫେମସ ହୋଇଯାଇଥିଲେ ।
ଏହି ଫିଲ୍ମର ମୁଖ୍ୟ ଅଭିନେତ୍ରୀ ମନ୍ଦାକିନୀ ରାତିଆ ରାତି ଫେମସ ହୋଇଯାଇଥିଲେ । ଏହି ଫିଲ୍ମରେ ମନ୍ଦାକିନୀ ରାତିଆ ରାତି ଫେମସ ହୋଇଯାଇଥିଲେ । ଏହି ଫିଲ୍ମ ସୁପର ହିଟ ହୋଇଗଲା ଆଉ ଅଭିନେତ୍ରୀଙ୍କ ବୋଲ୍ଡ ସିନ୍ସ ସବୁ ଚର୍ଚ୍ଚାର ବିଷୟ ପାଲଟିଗଲା । ମନ୍ଦାକିନୀ ସେତେବେଳ ସମୟରେ ଏତେ ହଟ ସିନ୍ସ ଦେଇଥିଲେ ଯେ ଏଥିପାଇଁ ଅନେକ ବିବାଦ ସୃଷ୍ଟି ହୋଇଯାଇଥିଲା ।
କେତେକ ଲୋକ ଏହାକୁ କ୍ଲାସିକ ଫିଲ୍ମ ମାନିଲେ ତ କେତେକ ଲୋକ ଏହାକୁ ଅଶ୍ଳୀଳ ଫିଲ୍ମ ବୋଲି କହିଲେ । ମନ୍ଦାକିନୀଙ୍କ ବୋଲ୍ଡ ସିନ୍ସ ଉପରେ ଅନେକ ଆଲୋଚନା ହେଇଥିଲା । ଏହି ଫିଲ୍ମରେ ମନ୍ଦାକିନୀ ସ୍ତନ୍ୟପାନ କରେଇଥିବାର ନଜର ଆସିଥିଲେ । ଫିଲ୍ମରେ ଏହି ସିନ୍ ଟି ବହୁତ ଚର୍ଚ୍ଚାରେ ଥିଲା । ତେବେ ଏହି ସ୍ତନ୍ୟପାନ ସିନ୍ କୁ ନେଇ ମନ୍ଦାକିନୀ ନିଜର ଏକ ବୟାନ ଦେଇଛନ୍ତି ।
ମନ୍ଦାକିନୀ ଏକ ଇଣ୍ଟର୍ବ୍ୟୁରେ କହିଛନ୍ତି, ଯେତେବେଳେ ସେ ଏହି ସିନ୍ କରିଲେ ଲୋକ ମାନେ ତାଙ୍କ ବିଷୟରେ ଅନେକ କଥା କହିଲେ । ଯେତେବେଳେ ଇଣ୍ଟର୍ବ୍ୟୁରେ ମନ୍ଦାକିନୀଙ୍କୁ ଏହା ବିଷୟରେ ପଚରା ହେଲା ସେ ସିଧା ସିଧା କହିଦେଲେ, ମୁଁ ପ୍ରଥମେ ଆପଣ ମାନଙ୍କୁ କହୁଛି ତାହା କେବଳ ସ୍ତନ୍ୟପାନ ସିନ୍ ନଥିଲା, ସେ ସିନ୍ ର ସୁଟିଙ୍ଗ ଏଭଳି ଭାବରେ କରଯାଇଥିଲା ଯେ ଲୋକ ମାନଙ୍କୁ ଯେମିତି ପସନ୍ଦ ଆସିବ ।
ଏହି ସିନ୍ ର ଡିମାଣ୍ଡ ଫିଲ୍ମରେ ଥିଲା । ଯଦି ମୁଁ ଆପଣଙ୍କୁ ବୁଝେଇବି ସେ ସିନ୍ କେମିତି ସୁଟିଙ୍ଗ ହେଇଥିଲା ତା ହେଲେ ବହୁତ ସମୟ ଲାଗିବ । ସିନ୍ ସୁଟିଙ୍ଗ ପଛରେ ବହୁତ ଲମ୍ବା କାହାଣୀ ଅଛି । ଆପଣ ସ୍କ୍ରିନରେ ଯେଉଁ କ୍ଲିବେଜ ଦେଖୁଛନ୍ତି ତାହା ତେକ୍ନିକାଲି ଥାଏ । ହେଲେ ଆଜି ଯେଉଁ ଭଳି ଭାବରେ ଫିଲ୍ମରେ ସ୍କିନ ସୋ କରାଯାଉଛି ତାହା ଆଗରେ ତ ସେ ସିନ୍ କିଛି ବି ନୁହେଁ ।
ସତ କହିବି ତ ସେହି ସିନ୍ ଅତି ଶୁଦ୍ଧତାର ସହ ସୁଟିଙ୍ଗ ହୋଇଥିଲା । ତା ହେଲେ ବନ୍ଧୁଗଣ ଏଭଳି ଭାବରେ ମନ୍ଦାକିନୀ ନିଜର ବୟାନ ଦେଇଛନ୍ତି । ତେବେ ଆପଣ ମାନଙ୍କୁ ସେହି ସିନ୍ ଟି କେମିତି ଲାଗେ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।