ନିଜ ଜୀବନ ନେବା ପୂର୍ବରୁ ଝିଅକୁ Rai Mohan ଙ୍କ କରିଥିଲେ ଶେଷ ମେସେଜ, ଲେଖିଥିଲେ କିଛି ଏମିତି କଥା…ଶୁଣିଲେ କାନ୍ଦି ପକେଇବେ ଆପଣ !

ବନ୍ଧୁଗଣ ଗତ କାଲି ଓଡିଶା ପାଇଁ ବଡ ଦୁଃଖର ଦିନ ଥିଲା । ବନ୍ଧୁଗଣ ଓଡିଆ ଫିଲ୍ମ ଜଗତର ବରିଷ୍ଠ ଅଭିନେତା ତଥା ଯାତ୍ରା ଜଗତରେ ଲୋକପ୍ରିୟ ଅଭିନେତା ରାଇମୋହନ ପରିଡା ଗତ କାଲି ଆମ ସମସ୍ତଙ୍କୁ ଛାଡି ଚାଲିଗଲେ । ରାଇମୋହନଙ୍କ ଆତ୍ମହତୟଆ କରି ନିଜ ପ୍ରାଣ ହାରିଲେ । ରାଇମୋହନ ଯିବା ପରେ କେବଳ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରି ନୁହେଁ ସାରା ଓଡିଶାରେ ଶୋକରର ଛାୟା ଖେଳି ଯାଇଛି ।

ଗତ କାଲି ପୁରୀର ସ୍ଵର୍ଗଦ୍ଵାରରେ ତାଙ୍କର ଶେଷକୃତ୍ୟ ହୋଇଛି । ବନ୍ଧୁଗଣ ରାଇମୋହନଙ୍କୁ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ଓଡିଆ କଳାକାର ଏବଂ ଓଡିଶା ବାସୀ । ତେବେ ବନ୍ଧୁଗଣ ଏହାରି ମଧ୍ୟରେ ଏକ ବଡ ଖବର ଏବେ ସାମ୍ନାକୁ ଆସୁଛି । ଏହି ଖବର ବିଷୟରେ ଜାଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହେବେ ଆଉ ଆଜି ଆମେ ଆପଣ ମାନଙ୍କୁ ଏହି ବଡ ଖବର ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ ।

ବନ୍ଧୁଗଣ ରାଇମୋହନ ନିଜ ଦୁଇ ଝିଅ ଆଉ ସ୍ତ୍ରୀ ସହ ବହୁତ ଖୁସିରେ ରହୁଥିଲେ । ତାଙ୍କର ବଡ ଝିଅର ବିବାହ ହୋଇଯାଇଥିଲା । ଉଭୟ ଝିଅଙ୍କୁ ଖୁବ ସ୍ନେହ ଆଦରରେ ବଡ କରିଥିଲେ ରାଇମୋହନ । ହେଲେ ଆତ୍ମହତୟଆ କରିବା ପୂର୍ବରୁ ନିଜ ଝିଅକୁ ରାଇମୋହନ ଏକ ଶେଷ ମେସେଜ ଛାଡି ଥିଲେ । ଝିଅକୁ ଶେଷ ମେସେଜରେ BYE ଲେଖି ବିଦାୟ ନେଇଛନ୍ତି ରାଇମୋହନ ।

ଆତ୍ମହତୟଆ ପୂର୍ବରୁ ରାଇମୋହନ ନିଜ ଝିଅକୁ କରିଥିଲେ ଶେଷ ମେସେଜ । ତେବେ ମେସେଜରେ ସେ କାହିଁକି ଏମିତି ଲେଖିଥିଲେ ତାହା ସ୍ପର୍ଷ୍ଟ ହୋଇନି । ଏହି ଶେଷ ମେସେଜଟି ଲେଖି ସେ ସବୁଦିନ ପାଇଁ ଦୁନିଆରୁ ବିଦାୟ ନେଇଥିଲେ । ତେବେ ପାରିବାରିକ କଳହରୁ ସେ ଆତ୍ମହତୟଆ କରିଥିବା ସନ୍ଦେହ କରାଯାଉଛି । ଆଜି ରାଇମୋହନ ପରିଡା ଆତ୍ମହତୟଆ ଖବର ସମସ୍ତଙ୍କୁ ସ୍ତବ୍ଦ କରିଦେଇଛି ।

ପାରିବାରିକ କଳହ ଯୋଗୁଁ ଭୁବନେଶ୍ବରରେ ଥିବା ନିଜ ଘରେ ରାଇମୋହନ ଆତ୍ମହତୟଆ କରିଥିବା ନେଇ ସୂଚନା ମିଳିଛି । ମଞ୍ଚେଶ୍ଵର ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହକୁ ଉଦ୍ଧାର କରିଥିଲା । ସେପଟେ ସାଇଣ୍ଟିଫିକ ଟିମ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । କେଉଁ ପରିସ୍ଥିତିରେ ଓ କାହିଁକି ରାଇମୋହନ ଆତ୍ମହତୟଆ କରିଛି ତାର ତଦନ୍ତ ଚାଲିଛି । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *