ବଞ୍ଚିଛନ୍ତି…ହେଲେ ପଠାଉ ଛନ୍ତି ମରିବା ଫଟୋ, ରହସ୍ୟ ଘେରରେ Tamil Nadu ରେ ଓଡିଆ ପୁଅଙ୍କ ମୃତ୍ୟୁ !

ରହସ୍ୟ ଘେରରେ ଦାଦନ ଶ୍ରମିକଙ୍କ ମୃତ୍ୟୁ । ହତୟଆ ନା ହତୟଆର ନାଟକ, ସନ୍ଦେହରେ ଏବେ ପରିବାର । ଗଜପତି ଜିଲ୍ଲା ଅଡବା ଥାନା ବାରିଆପଦାରେ ଦାଦନ ଶ୍ରମିକ ଶରତ ପରିକ୍ଷା ନିଖୋଜ ହେବା ପରେ ଏବେ ବାଢୁଛି ସନ୍ଦେହ । ନିଜେ ଶରତଙ୍କୁ ମୋବାଇଲରୁ ମୃତ୍ୟୁର ଖବର ପାଇବା ପରେ ପରିବାର ଦୁଃଖରେ ଭାଙ୍ଗି ପଡି ଥିବା ବେଳେ ଏବେ ସୁଧା ଚିହ୍ନଟ ହୋଇ ପାରି ନାହିଁ ମୃ-ତ ଦେହ ।

ୱ୍ହାଟ ସପ୍ ମେସେଜରେ ମୃତ୍ୟୁ ତାମିଲନାଡୁରେ ହୋଇଛି ବୋଲି କୁହା ଯାଉଥିବା ବେଳେ ମୁମ୍ବାଇରୁ ମେସେଜ ପଠା ଯାଇ ଥିବା ଟ୍ରାକିଂରୁ ଜଣା ପଡିଛି । ତେବେ ମାସେ ହେଲା ଶରତ ସ୍ତ୍ରୀ ସହ ଠିକ ଭାବରେ କଥା ହେଉ ନଥିଲା କି ପଇସା ପଠାଉ ନଥିଲା । ଯାହାକୁ ନେଇ ସ୍ଵାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡା ଲାଗି ଥିଲା । ତେଣୁ ଜାଣି ଶୁଣି ପତ୍ନୀଙ୍କ ଠାରୁ ଅଲଗା ହେବା ପାଇଁ ଶରତ ଏଭଳି ନାଟକ କରୁଛନ୍ତି ବୋଲି ଚର୍ଚ୍ଚା ହେଉଛି ।

ତେବେ ଦର୍ଶକ ବନ୍ଧୁ ଏହି ଘଟଣାକୁ ନେଇ ଶରତଙ୍କ ପତ୍ନୀ ଗଣମାଧ୍ୟମ ଆଗରେ ନିଜର ମତ ରଖିଛନ୍ତି । ଶରତଙ୍କ ପତ୍ନୀ କହିଛନ୍ତି-‘ତାଙ୍କର ସେ ଫଟୋକୁ ଦେଖିଲେ ତାଙ୍କ ଚେହେରାକୁ ଦେଖିଲେ ମୋତେ ବିଶ୍ଵାସ ହେଉଛି ତାଙ୍କୁ ମ-ଆରି ଦେଇଛନ୍ତି ବୋଲି । ସେ କେବେ ଏମିତି ଅଭିନୟ କରିବା ଲୋକ ନୁହେଁ । ଯଦି ତାକୁ କିଏ ମ-ଆରିକି ତାର ମୋବାଇଲ ପାଇଛି ସେ ଏମିତି ସବୁ ଛାଡୁଛି ହେଲେ ଏସବୁ ମୁଁ ବିଶ୍ବାସ କରିପାରୁ ନାହିଁ ।

ଯେତେ ଯାହା ହେଲେ ମଧ୍ୟ ସେ କେବେ ଏମିତି ଅଭିନୟ କରିବେ ନାହିଁ କି ମତେ କେବେ ହତାସ କରିବେ ନାହିଁ’ । ଅଡବା ଥାନାରେ ଶରତଙ୍କ ପାଇଁ ଅଭିଯୋଗ କଲା ପରେ ଏହି ଘଟଣାର ତଦନ୍ତ ଜାରି ରହିଛି । ସେପଟେ ଜିଲ୍ଲା ଶ୍ରମଧିକାରୀ କହିଛନ୍ତି ଶରତ ଜୀବିତ ଥିବାର ପ୍ରମାଣ ମିଳିଛି ତେଣୁ ଖୁବ ଶୀଘ୍ର ତା ପାଖକୁ ପୋଲିସ ପହଞ୍ଚିବ । ସ୍ତ୍ରୀ ମିନତୀ, ତିନି ପିଲା ଏବଂ ବୁଢୀ ମାଙ୍କ ପେଟରେ ଦାନା ଦେବାକୁ 2022 ଜାନୁୟାରୀରେ ଘର ଛାଡି ଥିଲେ ଶରତ ।

କେରଳରେ କାମ କରି ପରିବାକୁ ଲୋକଙ୍କୁ ଟଙ୍କା ପଠାଉ ଥିଲେ । ତେବେ ହଠାତ ରବିବାର ଦିନ ଦେଢ ଶାଶୁଙ୍କୁ କଲ୍ କରି ତାଙ୍କୁ କିଛି ଲୋକ ମ-ଆଡ ମ-ଆରୁ-ଥିବାର କହିଥିଲେ । ପରେ ଶରତଙ୍କ ମୃ-ତ ଦେହର ଫଟୋ ପଠା ଯାଇ ଥିଲା । ତା ହେଲେ ବନ୍ଧୁଗଣ ଏହି ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *