ଦେଖନ୍ତୁ କେମିତି ନିଜ ସ୍ତ୍ରୀ ସହ ରୋମାନ୍ସ କରୁଛନ୍ତି ଅଭିନେତା Pupunder, ଦେଖନ୍ତୁ ଏହି ମଜାଦାର Video

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ଜାଣିଥିବେ ବନ୍ଧୁ ଗଣ ଆଜି ଏ ଏଇ ଦୁନିଆ ରେ ମନ୍ୟୁଷ ଜୀବନ ଏତେ ବ୍ୟସ୍ତ ବହୁଳ ଲୋକମାନେ ଟିକେ ଭଲ ରେ ରହିବାକୁ ବା ସୁଖ୍ ରେ ରହିବାକୁ ସମୟ ପାଆନ୍ତି ନାହିଁ । ହଁ ବନ୍ଧୁ ବହୁତ୍ ଲୋକ ଅଛନ୍ତି ସେମାନେ ଟିକେ ଖୁସି ରେ ରହିବା ପାଇଁ ଅନେକ କିଛି କରିବାକୁ ଭଲ ପାଆନ୍ତି । ଯେମିତି କି ଗୀତ ଗାଇବା ସିରିଇଲେ ଦେଖିବା ନାଚ କରିବା ଏମିତି ଅନେକ୍ କିଛି କରି ଥାଆନ୍ତି ।

ହଁ ବନ୍ଧୁ ଦେଖିବାକୁ ଗଲେ ଆମ ଦେଶ ରେ ଫିଲ୍ମ୍ ଆଉ ସିରିଏଲ୍ ରେ ବହୁତ୍ ଲୋକ ପ୍ରିୟ ରହିଛି । ବହୁତ୍ ଲୋକ ଫିଲ୍ମ୍ ଓ ଧାରାବାହିକ ଦେଖି ମନୋରଞ୍ଜନ କରିଥାନ୍ତି । ତେବେ ଦେଖିବାକୁ ଗଲେ ଏହି ବ୍ୟସ୍ତ ବହୁ ଜୀବନ ରେ ଲୋକ ମାନେ କିଛି ସମୟ ପାଇଁ ନିଜର ପରିବାର,ବନ୍ଧୁବର୍ଗ ଙ୍କ ସହ ଫିଲ୍ମ୍ ଦେଖିଥାନ୍ତି ଆଉ ତା ସହ ବହୁତ୍ ଖୁସି ମଧ୍ୟ ହୋଇଥାନ୍ତି । ଆମ ଓଡ଼ିଶା ରେ ଓଡ଼ିଆ ସିରିଏଲ୍ ର ବହୁତ୍ ଚାହିଦା ରହିଛି ।

ଓଡ଼ିଆ ଫିଲ୍ମ୍ ଜଗତ ରେ ଏମିତି କିଛି କଳାକାର ଅଛନ୍ତି ଯେଉଁମାନେ କେବଳ ଓଡ଼ିଶା ରେ ନୁହେଁ ବରାମ୍ ସର ଦେଶ ରେ ଲୋକପ୍ରିୟତା ପାଇଁଛନ୍ତି । ସେମାନେ ତାଙ୍କ ଅଭିନୟ ପାଇଁ ଲୋକମାନଙ୍କ ହୃଦୟ କୁ ନିଜର ଅଭିନୟ , ସୁନ୍ଦରତା ପାଇଁ ଲୋକ ଙ୍କ ପାଖ ରେ ପ୍ରିୟ ହୋଇ ଥାଆନ୍ତି । ତେବେ ଓଡ଼ିଶା ଚଳଚ୍ଚିତ୍ର ରେ ଅନେକ ଅଭିନେତା ଅଛନ୍ତି । ତେବେ ଆଜି ଆମେ ଜାଣିବା ପୁପିନ୍ଦର ଙ୍କ ବିଷୟ ରେ ।

ଆପଣ ତାଙ୍କର ଅନେକ ଫିଲ୍ମ୍ ଦେଖିଛନ୍ତି ସବୁଠାରୁ ଲୋକ ମାନେ ତାଙ୍କର ଶୁଭ ବିବାହ ଫିଲ୍ମ୍ ଟି କୁ ପସନ୍ଦ କରିଛନ୍ତି । ତାଙ୍କର ଜବରଦସ୍ତ ଅଭିନୟ ତାଙ୍କୁ ଆଜି ଲୋକ ପ୍ରିୟ କରିପାରିଛି । ସେ ଅଭିନୟ ସହ ଭଲ ଆଙ୍କରିଂ କରନ୍ତି ମଧ୍ୟ । ବହୁ ଗୁଡ଼ିଏ ଭଜନ ଓ ଆଲବମ୍ କରିଛନ୍ତି । ତେବେ ପୁପିନ୍ଦର ସିଂହ ଜଣେ ଓଡ଼ିଆ ଅଲବମ୍ ଅଭିନେତା ଭାବରେ ଓଡ଼ିଆ ଏବଂ ସମ୍ବଲପୁରୀ ଗୀତରେ ନୃତ୍ୟ କରିଥିଲେ ।

ଏହାପରେ ସେ ୨୦୦୮ ମସିହାରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ସେ ତୋ ବିନା ଭଲ ଲାଗେନା କଥାଚିତ୍ର ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ ।  ଏହି କଥାଚିତ୍ରରେ ନାୟକ ଭୂମିକାରେ ଅଭିନୟ କରିଥିଲେ ସବ୍ୟସାଚୀ ମିଶ୍ର ଏବଂ ପୁପିନ୍ଦର ସ‌ହ-ନାୟକ ଭାବରେ ଅଭିନୟ କରିଥିଲେ ।  ଏହାପରେ ସେ ୨୦୦୯ ମସିହାରେ ଲଭ୍ ଡଟ୍ କମ୍ କଥାଚିତ୍ରରେ ଏକ କ୍ଷୁଦ୍ର ଭୂମିକାରେ ଅଭିନୟ କରିଥିଲେ ।

ତେବେ ୨୦୧୦ ମସିହାରେ ସେ ଓଡ଼ିଆ କଥାଚିତ୍ର ଜଗତରେ ଜଣେ ପ୍ରଯୋଜକ ଭାବରେ ମଧ୍ୟ ପ୍ରବେଶ କରିଥିଲେ । ସେ ନାୟକ ଭାବରେ ତାଙ୍କର ପ୍ରଥମ କଥାଚିତ୍ର ଶୁଭ ବିବାହର ପ୍ରଯୋଜନା ନିଜେ କରିଥିଲେ ।  ଏହି କଥାଚିତ୍ରଟିର ନାୟିକା ଭାବରେ ଅଭିନୟ କରିଥିଲେ ବର୍ଷା ପ୍ରିୟଦର୍ଶିନୀ  ।  ଆକାଶ ଦାସନାୟକ ଏହି କଥାଚିତ୍ରଟିର ସ‌ହ-ନାୟକ ଭାବରେ ଅଭିନୟ କରିଥିଲେ ।

ପୁପିନ୍ଦର ଓଡ଼ିଆ ଦୂରଦର୍ଶନ ଧାରାବାହିକରେ ଅଭିନୟ କରିଥିଲେ ଏବଂ ୱାଉ୍, ଫୁଲ୍ ବୋବାଲ୍, ଜୀନାର ଜୀବନସାଥୀ ଭଳି କାର୍ଯ୍ୟକ୍ରମରେ ଉପସ୍ଥାପକ ଭାବରେ କାର୍ଯ୍ୟ କରିଥିଲେ ।  ସେ ଇ ଟିଭି ଓଡ଼ିଆରେ ପ୍ରସାରିତ ନୃତ୍ୟ ଭିତ୍ତିକ କାର୍ଯ୍ୟକ୍ରମ ଡ୍ୟାନ୍ସ ଚ୍ୟାଲେଞ୍ଜର ପ୍ରଥମ ଭାଗରେ ଜଣେ ପ୍ରତିଯୋଗୀ ଭାବରେ ଫାଇନାଲ୍‌ ଯାଏଁ ଯାଇଥିଲେ । ସେ ସାର୍ଥକ ଟିଭିର କାର୍ଯ୍ୟକ୍ରମ ରଜ କୁଇନ୍‌ରେ ମଧ୍ୟ ମେଣ୍ଟର ଭାବରେ କାର୍ଯ୍ୟ କରିଥିଲେ ।

ତେବେ ସେ ରୁପିନ୍ଦର ସିଂହଙ୍କୁ ବିବାହ କରିଥିଲେ ।  ରୁପିନ୍ଦର ପୁପିନ୍ଦରଙ୍କର ପ୍ରଯୋଜନା ସଂସ୍ଥା ସ‌ହ କାର୍ଯ୍ୟ କରୁଛନ୍ତି । ତେବେ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଦୁହିଙ୍କ କିଛି ରିଲସ ଭିଡିଓ ଦେଖିବାକୁ ମିଳୁଛି ଯାହାକୁ ଲୋକମାନେ ଖୁବ ଅଧିକ ପସନ୍ଦ ମଧ୍ୟ କରୁଛନ୍ତି । ତେବେ ଦୁହେଁ କମେଡି ଭିଡିଓ ପ୍ରସ୍ତୁତ କରୁଛନ୍ତି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *