ପୁଅ କିମ୍ବା ଝିଅ ଜନ୍ମ ପାଇଁ ପୁରୁଷ ଦାୟୀ ! Dr Subhashree Mishra

ନମସ୍କାର ବନ୍ଧୁଗଣ ତେବେ ସମାଜରେ ପୁଅ ଓ ଝିଅ ମାନଙ୍କୁ ସମାନ ଅଧିକାର ଦିଆଯାଏ । ତଥାପି ମାଆ ମାନଙ୍କ ମନରେ କେଉଁଠି ନା କେଉଁଠି ପୁଅଟି ଜନ୍ମ ହେଉ ବୋଲି ସେମାନେ ଚାହିଥାନ୍ତି । କିଛି ଲୋକମାନେ ରହିଥାନ୍ତି ସେମାନଙ୍କର ପୁଅ ହେଉ ବା ଝିଅ ହେଉ ସେମାନେ ମନ କଷ୍ଟ କରିନଥାନ୍ତି ତଥାପି ସେମାନେ ଜାଣିବା ପାଇ ଚାହିଥାନ୍ତି ତାଙ୍କ ଗର୍ଭରେ ପୁଅ ନା ଝିଅ ବଢୁଛି । ଏମିତି ଅନେକ ପରିବାର ଅଛନ୍ତି ଯେଉ ମାନେ ପୁଅ ସନ୍ତାନଟି ଜନ୍ଜ ହେଉ ବୋଲି ମନରେ ସ୍ଥିର କରିନେଇଥାନ୍ତି।

ତେବେ ସେହି ନାରୀର ଯଦି ଝିଅ ସନ୍ତାନଟିଏ ଜନ୍ମ ହୋଇଥାଏ ତେବେ ସେହି ମାଆଟିକୁ ତାର ପରିବାର ସଦସ୍ୟ ମାନଙ୍କ ଠାରୁ ଅନେକ ଅପବାଦ ଶୁଣିବାକୁ ପଡିଥାଏ । ପ୍ରକୃତରେ ଏଥିରେ ମାଆ ମାନଙ୍କର ଦୋଷ ନଥାଏ । ପରିବାରର ନିର୍ଯାତନାରୁ ମୁକ୍ତି ପାଇବା ପାଇ ସେମାନେ ଚାହିଥାନ୍ତି କି ମୋର ପ୍ରଥମ ଗର୍ଭରେ ପୁତ୍ର ସନ୍ତାନ ଟିଏ ଜନ୍ମ ହେଉ ଯାହା ଫଳରେ ମତେ ଆଉ ପରିବାରର ନିର୍ଯାତନା ଓ ସ୍ୱାମୀର ଅପବାଦ ସହିବାକୁ ପଡିନଥାଏ ।

ମହିଳା ମାନଙ୍କ ଠାରେ X କ୍ରୋମଜମ ଓ ପୁରୁଷ ମାନଙ୍କ ଠାରେ y କ୍ରୋମଜମ ରହିଥାଏ । x କ୍ରମୋଜମ ଟି ସ୍ଲୋମସନ ଥାଏ ଓ ଏହାର ଲାଷ୍ଟିଙ୍ଗ ରହିଥାଏ ଯାହା ଦ୍ୱାରା ମହିଳା ମାନଙ୍କ ଭିତରେ ଏହା ତିନି ଦିନ ପର୍ଯ୍ୟନ୍ତ ଏହି କ୍ରମୋଜମଟି ରହିଥାଏ । y କ୍ରମୋଜମଟି ଶୀଘ୍ର ନଷ୍ଟ ହୋଇଯାଇଥାଏ ଏବଂ ଯେଉଦିନ ଟଣ୍ଡାଟି ଫାଟିଥାଏ ସେହି ଅଣ୍ଟାଟି ଫାଟିବାର ୧୨ ଘଣ୍ଟା ପରେ ଯଦି କୌଣସି ସ୍ୱାମୀ ସ୍ତ୍ରୀ ମନେ ମିଶୁଛନ୍ତି ସେମାନଙ୍କ ନିକଟରେ y କ୍ରମୋଜମଟି ଶୀର୍ଘ୍ର ଯାଇ ଅଣ୍ଡା ମଧ୍ୟରେ ପ୍ରବେଶ କରିଥାଏ ଏବଂ x କ୍ରମୋଜମଟି ସ୍ଲମସନ ହେତୁ ଏହା ସେଠାରେ ପହଞ୍ଚି ପାରି ନଥାଏ ।

ସେହି କ୍ଷେତ୍ରରେ ମାଆ ମାନଙ୍କର ପୁତ୍ର ସନ୍ତାନ ଟିଏ ଜନ୍ମ ହୋଇଥାଏ । ତେବେ ଅନେକ ମହିଳା ମାନଙ୍କର ହରମନ ଶକ୍ତି ଏକା ପ୍ରକାର ହୋଇ ନଥାଏ । ସେହି ମହିଳା ମାନଙ୍କ ଠାରେ ଯଦି ପୁତ୍ର ସନ୍ତାନଟିଥାଏ ତେବେ ସେମାନଙ୍କର ଓଜନ କମ ହୋଇଥାଏ କିନ୍ତୁ ସେହି ମାଆ ଗର୍ଭରେ ଯଦି କନ୍ୟା ସନ୍ତାନଟି ଥାଏ ତେବେ ସେହି ଛୁଆଟି ବହୁତ ହୃଷ୍ଟପୃଷ୍ଟ ହୋଇଥାଏ । ସେଥିପାଇ ଗାଁ ଗହଳିର ଲୋକମାନେ ଗର୍ଭବତୀ ମହିଳାର ଅଧିକ ପେଟ ବାହାରିଲେ ଝିଅଟିଏ ହେବ ବୋଲି ଅନୁମାନ କରିଥାନ୍ତି।


ଗର୍ଭବତୀ ମହିଳା ମାନଙ୍କର ଅଲଟ୍ରାସାଉଣ୍ଡ କରିବା ୩ ଥର ଆବଶ୍ୟକ ହୋଇଥାଏ । ଗର୍ଭଧାରଣର ତିନି ମାସ ପରେ ଏହି ଅଲଟ୍ରାସାଉଣ୍ଡ କରାଯାଇଥାଏ । ଯେଉ ପେରେଣ୍ଟସ ମାନେ ଅଇନ ଅମାନ୍ୟ କରି ଅନ୍ୟ ସ୍ଥାନ ମାନଙ୍କରେ ନିଜ ଗର୍ଭରେ କେଉଁ ସନ୍ତାନଟି ରହିଛି ଜାଣିବାପାଇ ଚାହିଥାନ୍ତି ସେମାନଙ୍କୁ ଆଇନ ଅନୁସାରେ ୩ ବର୍ଷରୁ ୫ ବର୍ଷ କାରାଗାର ହୋଇପାରେ ଏବଂ ୫୦ ହଜାର ଟଙ୍କା ଜରିମାନା ଦେବାକୁ ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ।

ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *