ଶାଳି ପ୍ରଥମ କରି ମିନି ସ୍କର୍ଟ ପିନ୍ଧିଥିଲା ଓ ଭିଣେଇ କୁ କହିଲା, “ଜିଜୁ ଟିକେ ଦେଖ ତ ନଇଁଲେ ମୋ ଅଣ୍ଡରୱିୟର ଦେଖା ଯାଉନି ତ ?” ଭିଣେଇ …(Odia Jokes)

ବନ୍ଧୁଗଣ ବର୍ତ୍ତମାନର ସମୟରେ ଦୁନିଆର ସମସ୍ତ ଲୋକ କେବଳ ଟଙ୍କା ଅର୍ଜନ କରିବା ପାଇଁ ଦିନ ରାତି କଷ୍ଟ କରୁଛନ୍ତି । ଲୋକମାନେ ନିଜ ବ୍ୟସ୍ତ ବହୁଳ ଜୀବନରେ ରହି ନିଜ ମନୋରଞ୍ଜନ କରିପାରୁ ନାହାନ୍ତି । ବନ୍ଧୁଗଣ ହସିବା ଆମ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ଅଟେ ତେଣୁ ଯଦି ଆପଣ ହସିବେ ତା ହେଲେ ଆପଣଙ୍କ ସ୍ୱାସ୍ଥ୍ୟ ବହୁତ ଭଲ ରହିବା ସହ ଆପଣ ସମସ୍ତ କାମ ଖୁସି ଖୁସିରେ କରିପାରିବେ । ତା ହେଲେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ଓଡିଆ ମଜାଦାର ଜୋକ୍ସ ନେଇ ଆସିଛୁ ଯାହା ଆପଣ ପଢିବା ପରେ ବହୁତ ହସିବେ । ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ସବୁ ଓଡିଆ ଜୋକ୍ସ ବିଷୟରେ ।

୧. ପପୁ ଯେତେବେଳେ ବି ଡ୍ରେସ ଧୁଏ ସେତେବେଳେ ବର୍ଷା ହୋଇଯାଏ…

ଦିନେ ଖରା ଆସିଲା ତ ସେ ବହୁତ ଖୁସି ହୋଇଗଲା । ଏହା ପରେ ସେ ସର୍ଫ କିଣିବା ପାଇଁ ଦୋକାନକୁ ଚାଲିଗଲା ।

ହେଲେ ଦୋକାନ ପହଞ୍ଚିବା ମାତ୍ରେ ଆକାଶରେ ବିଜୁଳି ମାରିବା ଆରମ୍ଭ ହେଲା । ପପୁ ଆକାଶକୁ ଚାହିଁ କହିଲା-କଣ, କୁଆଡେ ମୁ ତ ବିସ୍କେଟ କିଣିବା ପାଇଁ ଆସିଛି ।

୨. ଗୋଟେ ୭୦ ବର୍ଷର ବୁଢା ପ୍ରତି ବର୍ଷ ନିଜ ସ୍ତ୍ରୀ ସହ ବିବାହ କରୁଥିଲା ।

ବିନା କୌଣସି ରୋକ ଠୋକରେ ସମସ୍ତ କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଯାଉଥିଲା ଓ ଆସନ୍ତା ବର୍ଷ ପୁଣି ସବୁ କିଛି ସେଭଳି ହେଉଥିଲା ।

ହେଲେ ପୁରା ଗାଁରେ ଏହି କଥା ଜଣା ପଡିଗଲା ଓ ଜଣେ ବ୍ୟକ୍ତି ବୃଦ୍ଧଙ୍କୁ ବିବାହ କରିବାର କାରଣ ବିଷୟରେ ପଚାରିଲା ।

ସେତେବେଳେ ବୃଦ୍ଧ ଜଣକ କହିଲେ- ମୁ କେବଳ ଗୋଟିଏ ଶବ୍ଦ ଶୁଣିବା ପାଇଁ ବିବାହ କରୁଛି ।

ଯେତେବେଳେ ପଣ୍ଡିତ କହୁଛନ୍ତି ପୁଅକୁ ଡାକ ସେତେବେଳେ ମୋତେ ବହୁତ ଖୁସି ଲାଗୁଛି ।

୩. ଗୋଟେ ଝିଅ ଓ ଗୋଟେ ପୁଅ ବିଏମ ଡବ୍ଲୁ କାରରେ ଡେଟରେ ଗଲେ ।

ପୁଅ- ମୁ ଆଜି ପର୍ଯ୍ୟନ୍ତ ଗୋଟେ କଥା ତମକୁ ଲୁଚାଇ ରଖିଛି ।

ଝିଅ- କଣ ?

ପୁଅ-ମୁ ବିବାହିତ ଅଛି ।

ଝିଅ- ତମେ ତ ମୋତେ ଡରେଇ ଦେଲ, ମୋତେ ଲାଗିଲା ବିଏମଡବ୍ଲୁ କାର ତମର ନୁହେଁ ।

୪. ମହିଳା- ମତେ ମୋର ପୁରୁଣା ସ୍ଵାମୀ ସହ ଆଉ ଥର ବିବାହ କରିବାର ଅଛି ।

ଓକିଲ- ଏବେ ଆଠ ଦିନ ପୂର୍ବରୁ ତ ଆପଣଙ୍କ ତଲାକ କରେଇଲି ପୁଣି କଣ ହେଲା ?

ମହିଳା- ସେ ତଲାକ ନେବା ପରେ ବହୁତ ଖୁସି ନଜର ଆସୁଛନ୍ତି, ଆଉ ମୁ ତାଙ୍କ ଖୁସିକୁ ସହ୍ୟ କରିପାରୁ ନାହିଁ

୫. ଛୋଟ ଭଉଣୀ- ଦିଦି ପ୍ରେମ ହେଲେ କଣ କରିବାକୁ ପଡିଥାଏ ?

ବଡ ଭଉଣୀ- ଏଇଟା ପରିସ୍ଥିତି ଉପରେ ନିର୍ଭର କରେ ।

ଛୋଟ ଭଉଣୀ- କେମିତି ?

ବଡ ଭଉଣୀ- ପୁଅ ହ୍ୟାଣ୍ଡସମ ଆଉ କ୍ୟୁଟ ଥିଲେ ଆପେ ଆପେ ହେଇଯାଏ ହେଲେ ଅସୁନ୍ଦର ଓ ଧନୀ ଥିଲେ କରିବାକୁ ପଡିଥାଏ ।

୬. ଗାଁର ଜଣେ ମହିଳା ନିଜ ସ୍ଵାମୀକୁ ବହୁତ ପିଟୁ ଥିଲା ସେହି ସମୟରେ ପଡୋଶୀ ଆସି କହିଲା- କାହିଁକି ବିଚରା ସ୍ଵାମୀକୁ ପିଟୁଉଛ ?

ସ୍ତ୍ରୀ କହିଲା- ଇଏ ବିଚରା ନୁହେଁ ମୁ ଯେତେବେଳେ ତାକୁ ଫୋନ କଲି

ସେତେବେଳେ ଗୋଟେ ଝିଅ ସେପଟରୁ ମତେ କହିଲା,

ଆପଣ ଯାହାକୁ ଫୋନ କରୁଛନ୍ତି ସେ ଏବେ ବ୍ୟସ୍ତ ଅଛନ୍ତି ।

7-ଶାଳି ପ୍ରଥମ କରି ମିନି ସ୍କର୍ଟ ପିନ୍ଧିଥିଲା ଓ ଭିଣେଇ କୁ କହିଲା,

“ଜିଜୁ ଟିକେ ଦେଖ ତ ନଇଁଲେ ମୋ ଅଣ୍ଡରୱିୟର ଦେଖା ଯାଉନି ତ ?”

ଭିଣେଇ ବହୁତ ସମୟ ଦେଖିବା ପରେ କହିଲା….

“ନା, ଦେଖା ଯାଉନି, କିନ୍ତୁ ଆସନ୍ତା ଥର ମନେ କରି ପିନ୍ଧିନେବୁ”

Leave a Reply

Your email address will not be published. Required fields are marked *