ପ୍ରଥମ ଫିଲ୍ମରୁ ହିଁ ସୁପର ଷ୍ଟାର ହେଇ ଯାଇଥିଲା ଏହି କୁନି ପିଲାଟି, 30 ହଜାର ଝିଅ କରିଥିଲେ ପ୍ରପୋଜ, ଚିହ୍ନନ୍ତୁ କିଏ ଏହି Bollywood ଷ୍ଟାର

ଦର୍ଶକ ବନ୍ଧୁ ଆପଣ ମାନେ ସମସ୍ତେ ବଲିଉଡ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତା ମାନଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଏହି ଅଭିନେତା ମାନେ ନିଜ ପର୍ଶନାଲ ଲାଇଫ ଏବଂ ନିଜ ଅଭିନୟ ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ତେବେ ଅନେକ ସମୟରେ ବଲିଉଡ ଅଭିନେତା ମାନଙ୍କର ପିଲା ଦିନର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ । ଏମିତିରେ ଏହି ବଲିଉଡ ଅଭିନେତା ମାନେ ପିଲା ବେଳେ ସଂପୂର୍ଣ୍ଣ ଭିନ୍ନ ନଜର ଆସିଥାନ୍ତି,

ତେଣୁ ତାଙ୍କୁ ଫ୍ୟାନ୍ସ ମାନେ ଏତେ ସହଜରେ ଚିହ୍ନି ପାରନ୍ତି ନାହିଁ । ଦର୍ଶକ ବନ୍ଧୁ ଆଜି ଆମେ ଆପଣ ମାନଙ୍କୁ ଏକ ବଲିଉଡ ଅଭିନେତାଙ୍କ ବିଷୟରେ କହିବାକୁ ଯାଉଛୁ ଯାହାଙ୍କର ପିଲା ଦିନର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଆପଣ ମାନେ ଏହି ଫଟୋକୁ ଦେଖନ୍ତୁ ଆଉ କୁହନ୍ତୁ ଏହି ଅଭିନେତା ଜଣକ କିଏ ।

ଏହି ଅଭିନେତା ଜଣକ ବଲିଉଡ ଇଣ୍ଡଷ୍ଟ୍ରିରେ ଅନେକ ସୁପର ହିଟ ଫିଲ୍ମ କରିଛନ୍ତି ଆଉ ତାଙ୍କର ଲୋକପ୍ରିୟତା କେବଳ ଭାରତ ନୁହେଁ ବିଦେଶରେ ମଧ୍ୟ ରହିଛି । ଆପଣ ମାନେ ସମସ୍ତେ ଏହି ଅଭିନେତାଙ୍କୁ ବେସ ଭଲ ଭାବରେ ଜାଣିଛନ୍ତି । ଭଲ କରି ଦେଖନ୍ତୁ ଏହି ଫଟୋକୁ ଏଥିରେ ଏକ କୁନି ପୁଅ ନଜର ଆସୁଛନ୍ତି । କୁନି ପୁଅଟି ଆଶ୍ଚର୍ଯ୍ୟ ହୋଇ ଚାହିଁ ରହିଛି ।

ଯଦି ଆପଣ ଏହି ଅଭିନେତା ଜଣକଙ୍କୁ ଚିହ୍ନି ପାରୁ ନାହାନ୍ତି ତା ହେଲେ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ ଆମେ ଆପଣଙ୍କୁ କହିବୁ ଏହି କୁନି ପୁଅଟି କିଏ । ଦର୍ଶକ ବନ୍ଧୁ ଫଟୋରେ ନଜର ଆସୁଥିବା ଏହି କୁନି ପୁଅଟି ଆଉ କେହି ନୁହେଁ ଏ ହେଉଛନ୍ତି ବଲିଉଡ ଇଣ୍ଡଷ୍ଟ୍ରିର ଦିଗଜ ଅଭିନେତା ହ୍ରିତିକ ରୋଷନ । ଆପଣ ମାନେ ସମସ୍ତେ ହ୍ରିତିକଙ୍କୁ ଅନେକ ସୁପର ହିଟ ଫିଲ୍ମରେ ଦେଖିଥିବେ । ହ୍ରିତିକ ବଲିଉଡ ଇଣ୍ଡଷ୍ଟ୍ରିରେ ଅଭିନୟ କରି ପ୍ରସିଦ୍ଧି ହାସଲ କରିଛନ୍ତି ଏବଂ ତାଙ୍କ ଲୋକପ୍ରିୟତା ମଧ୍ୟ ବେସ ଅଧିକ ରହିଛି  ।

ଏମିତିରେ ତ ହ୍ରିତିକ ଶିଶୁ କଳାକାର ରୂପେ ବଲିଉଡ ଇଣ୍ଡଷ୍ଟ୍ରିକୁ ପାଦ ଦେଇଥିଲେ । ହେଲେ ତାଙ୍କର ପ୍ରଥମ ଫିଲ୍ମ ହେଉଛି କହୋ ନା ପ୍ୟାର ହେ । ଏହି ଫିଲ୍ମରୁ ତାଙ୍କ ଭାଗ୍ୟ ବଦଳି ଗଲା । ନିଜର ଦମଦାର ଅଭିନୟ ଆଉ ଡ୍ୟାନ୍ସ ପାଇଁ ହ୍ରିତିକଙ୍କୁ ସମସ୍ତେ ପସନ୍ଦ କରନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ବଲିଉଡ ଅଭିନେତା ହ୍ରିତିକ ରୋଷନ କେମିତି ଲାଗନ୍ତି ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *