Odishara Nua Swara ମଞ୍ଚରେ Sidhant ଙ୍କ Sad Song ଶୁଣି କାନ୍ଦି ପକେଇଲେ Hari ଭାଇ, ଆଉ ତା’ ପରେ ଯାହା କହିଲେ ନା…

ଦର୍ଶକ ବନ୍ଧୁ ଆପଣ ମାନେ ସମସ୍ତେ ଆମ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ କମେଡିଆନ ବା ହାସ୍ୟ ଅଭିନେତା ମାନଙ୍କୁ ନିଶ୍ଚୟ ଦେଖିଥିବେ । ଏହି କମେଡିଆନ ମାନେ ସବୁବେଳେ ଦର୍ଶକଙ୍କୁ ହସାଇ ଥାନ୍ତି ଆଉ ଓଡିଆ ଇଣ୍ଡଷ୍ଟ୍ରିରେ ନିଜ କମେଡି ପାଇଁ ଚର୍ଚ୍ଚାରେ ରୁହନ୍ତି । ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଓଡିଆ କମେଡିଆନ ଜଣକଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆମ ଓଡିଆ ଇଣ୍ଡଷ୍ଟ୍ରିରେ ଅଭିନୟ କରି ପ୍ରସିଦ୍ଧି ହାସଲ କରିଛନ୍ତି ।

ଦର୍ଶକ ବନ୍ଧୁ ଏହି ଅଭିନେତା ଜଣକ ଆଉ କେହି ନୁହେଁ ଏ ହେଉଛନ୍ତି ହରି । ଆପଣ ମାନେ ସମସ୍ତେ ଅନେକ ସୁପର ହିଟ ଫିଲ୍ମରେ ହରିଙ୍କ ଜବରଦସ୍ତ ଅଭିନୟ ନିଶ୍ଚୟ ଦେଖିଥିବେ । ହରି ଓଡିଆ ଇଣ୍ଡଷ୍ଟ୍ରିରେ ଅଭିନୟ କରି ସୁନାମ ଅର୍ଜନ କରିଛନ୍ତି ଏବଂ ତାଙ୍କ ଲୋକପ୍ରିୟତା ମଧ୍ୟ ବେସ ଅଧିକ ରହିଛି । ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ହରିଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଏହି ଭିଡିଓ ବିଷୟରେ ଜାଣିଲେ ଆପଣ ମାନେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ ଆଉ ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ । ଦର୍ଶକ ବନ୍ଧୁ ଆପଣ ମାନେ ସମସ୍ତେ ତ ଏହା ନିଶ୍ଚୟ ଜାଣିଥିବେ ଯେ, ଆମ ସମସ୍ତଙ୍କର ପ୍ରିୟ ହରି ଭାଇ ଏବେ ସିଦ୍ଧାର୍ଥ ଟିଭିରେ ପ୍ରସାରିତ ହେଉଥିବା ରିଆଲିଟି ସୋ ଓଡିଶାର ନୂଆ ସ୍ଵରରେ ଜଜ୍ ରୂପେ ନଜର ଆସୁଛନ୍ତି ।

ଏହି ରିଆଲିଟି ସୋରେ ଅନେକ ଟ୍ୟାଲେଣ୍ଟଡ ପ୍ରତିଯୋଗୀ ମାନେ ଆସି ନିଜର କଣ୍ଠ ପଦର୍ଶନ କରୁଛନ୍ତି । ତେବେ ଭାଇରାଲ ହେଉଥିବା ଭିଡିଓରେ ଜଣେ ଗାୟକ ଆସି ଏକ ସୁନ୍ଦର ଗୀତ ଗାଉ ଛନ୍ତି । ତେବେ ଏହି ଗୀତ ଶୁଣିବା ପରେ ହରି କହିଛନ୍ତି, ସେହି ଗୀତଟି ଯେଉଁ ଫିଲ୍ମର ସେହି ଫିଲ୍ମରେ ହରି ନିଜେ ଅଭିନୟ କରୁଥିଲେ । ଫିଲ୍ମର ସୁଟିଙ୍ଗ କରିବା ବେଳେ ହରିଙ୍କ ପତ୍ନୀ ମେଡିକାଲରେ ଭର୍ତ୍ତି ହେଇଗଲେ । ସେତେବେଳେ ହରିଙ୍କ ଫୋନ ଅଫ ହେଇଗଲା ତାଙ୍କ ସହ କେହି ଯୋଗାଯୋଗ କରିପାରିଲେ ନାହିଁ ।

ଯୋଗାଯୋଗ ନ ହେଲେ ବି ପ୍ରଡ଼କ୍ସନର ସମସ୍ତ ମେମ୍ବର କେମିତି କଣ ଖବର ପାଇ ହସ୍ପିଟାଲରେ ପହଞ୍ଚିଲେ । ମୋର ଅବସ୍ଥା ଦେଖି ସେମାନେ କହିଲେ ହରି ଭାଇଙ୍କୁ ଆମେ ରିପ୍ଲେସ କରିଦେବା ହେଲେ ସୀତା ରାମ ସାର କହିଲେ ସୁଟିଙ୍ଗ ଘୁଞ୍ଚାଇ ଦିଅ ହରି ରହିବ । ଦର୍ଶକ ବନ୍ଧୁ ଏହି ସବୁ କଥା କହି ହରି ଭାବ ବିହୁଳ ହୋଇ କାନ୍ଦି ପକାଇଲେ । ସାର୍ଥକ ଟିଭିର ମାଲିକ ସୀତା ରାମ ହରିଙ୍କୁ ବହୁତ ଭଲ ପାନ୍ତି ବୋଲି ସେ କହିଛନ୍ତି । ତା ହେଲେ ବନ୍ଧୁଗଣ ଏହି ଭିଡିଓ ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *