ସମସ୍ତଙ୍କ ସାମ୍ନାରେ ଉଡିଗଲା Actress ଙ୍କ ଡ୍ରେସ, ଲାଇଭ ଟିଭିରେ ରେକର୍ଡ ହୋଇଗଲା ଲଜ୍ୟା ଜନକ ଦୃଶ୍ୟ, ଆଉ ତା’ପରେ…

ଦର୍ଶକ ବନ୍ଧୁ ଲାଇଭ ଟିଭିରେ ଭୁଲ ହେବାର କୌଣସି ପ୍ରଶ୍ନ ଉଠୁନି କାରଣ ଏଠାରେ ଡିଲେଟ କିମ୍ବା ରିଟେକ ହେଇପାରିବ ନାହିଁ । ଲାଇଭ ଟିଭିରେ ଆପଣ ମାନଙ୍କର ଏକ ଛୋଟ ଭୁଲ ଆପଣଙ୍କର କାରିୟରକୁ ନଷ୍ଟ କରିପାରେ । ହେଲେ ଅନେକ ଥର ଲାଇଭ ଟିଭିରେ ହୋଷ୍ଟ କିମ୍ବା ଆଖ ପାଖରେ ଥିବା ଲୋକ ମାନଙ୍କର ଭୁଲ ପାଇଁ ଭିଡିଓ ଅତି ମଜାଦାର ହୋଇଯାଏ ଯାହାକୁ ଦେଖି ଲୋକ ମାନେ ବହୁତ ହସି ଥାନ୍ତି ।

ଦର୍ଶକ ବନ୍ଧୁ ଆଜି ଆମେ ଆପଣ ମାନଙ୍କୁ କିଛି ଲାଇଭ ଟିଭିର ମଜାଦାର ଘଟଣା ବିଷୟରେ କହିବାକୁ ଯାଉଛୁ । ୧. ଦର୍ଶକ ବନ୍ଧୁ ଆମ ଲିଷ୍ଟର ପ୍ରଥମ ଭିଡିଓଟିକୁ ଟିକେ ଭଲ ଭାବରେ ଦେଖନ୍ତୁ । ଏହି ଲାଇଭ ଟିଭିରେ ଜଣେ ନ୍ୟୁଜ ରିପୋର୍ଟର ଜଣେ ବୟସ୍କ ବ୍ୟକ୍ତିଙ୍କୁ ନିର୍ବାଚନ ବିଷୟରେ ଏକ ପ୍ରଶ୍ନ ପଚାରୁ ଛନ୍ତି ।

ତେବେ ପ୍ରଶ୍ନ ଶୁଣିବା ପରେ ବୟସ୍କ ବ୍ୟକ୍ତି ଜଣକ ଏକ ଅଲଗା ପ୍ରକାର ଭାଷାରେ ଉତ୍ତର ଦେଉଛନ୍ତି ଯାହାକୁ କେହି ବି ବୁଝି ପାରିବେ ନାହିଁ । ଏହି ଭାଷା କୌଣସି ଦେଶର ନୁହେଁ ତେଣୁ ଏହି ଭିଡିଓ ମଜାଦାର ହେଇଗଲା ।

୨. ଦର୍ଶକ ବନ୍ଧୁ ଆମ ଲିଷ୍ଟର ଦ୍ଵିତୀୟ ଭିଡିଓରେ ଜଣେ ମହିଳା ରିପୋର୍ଟର ଏକ ଅଘୋରୀ ବାବାଙ୍କୁ ପଚାରୁ ଛନ୍ତି ଯଦି ଆପଣଙ୍କର ୧୨ ବର୍ଷର ସଂକଲ୍ପ ଅଛି ତା ହେଲେ ଆପଣ ବସ୍ତ୍ର କେମିତି ପିନ୍ଧି ବୁଲୁ ଛନ୍ତି । ଏହା ଶୁଣିବା ପରେ ବାବା ଜଣକ ମୁହଁରେ ନୁହେଁ କାମରେ ଉତ୍ତର ଦେଇଛନ୍ତି । ସେ ପିନ୍ଧି ଥିବା ଗୋଟିଏ ବସ୍ତ୍ରକୁ ବି ଓଲ୍ହାଇ ଦେଉଛନ୍ତି ଯାହା ଦେଖିଲେ ଆପଣ ନିଜ ହସ ରୋକିପାରିବେ ନାହିଁ ।

୩. ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ଭିଡିଓରେ ଶିବସେନା ସାଂସଦ ଧର୍ଯ୍ୟଶୀଳ ମାନେ ଉତ୍ତର ପ୍ରଦେଶରେ ଏକ ଭାଷଣ ଦେଉଥିବାର ନଜର ଆସୁଛନ୍ତି । ଏହା ଲାଇଭ ଚାଲି ଥିଲା ଆଉ ତାଙ୍କ ପାଖରେ ଜଣେ କର୍ମୀ ମାସ୍କ ଖୋଲୁ ଥିବାର ନଜର ଆସୁଛନ୍ତି । ଦୀର୍ଘ ଅନେକ ସମୟ ପର୍ଯ୍ୟନ୍ତ ସେ ମାସ୍କ ଖୋଲିବାକୁ ଚେଷ୍ଟା କରୁଛନ୍ତି ହେଲେ ସେ ବିଫଳ ହେଉଛନ୍ତି ଏହା ପରେ ଅନ୍ୟ ଜଣେ କର୍ମୀ ତାଙ୍କ ମାସ୍କ ଖୋଲୁ ଛନ୍ତି । ଏହା ଦେଖି ଅନେକ ଲୋକ ତାଙ୍କର ମଜାକ ଉଡାଇ ଛନ୍ତି ।

୪. ଦର୍ଶକ ବନ୍ଧୁ ଆମ ଲିଷ୍ଟର ଚତୁର୍ଥ ଭିଡିଓରେ ଲୋକସଭା ସାଂସଦ ରାମଦାସ ଅଠାବାଲେ ସାଂସଦରେ ଏମିତି ଏକ ଭାଷଣ ଦେଇଛନ୍ତି ଯାହାର ଭିଡିଓ ଏ ଯାଏଁ ଭାଇରାଲ ହେଉଛି । ତାଙ୍କର ଭାଷଣ ଶୁଣି ବିପକ୍ଷ ଦଳ ଠାରୁ ଆରମ୍ଭ କରି ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ପର୍ଯ୍ୟନ୍ତ ସମସ୍ତେ ହସି ଛନ୍ତି ।

୫. ବନ୍ଧୁଗଣ ଆମ ଲିଷ୍ଟର ଶେଷ ଭିଡିଓରେ ଟିଭି ଅଭିନେତ୍ରୀ ଦୀପିକା ସିଂହ ସୋସିଆଲ ମିଡିଆରେ ଲାଇଭ ଆସି ଏକ ଗୀତରେ ଡ୍ୟାନ୍ସ କରୁଥିଲେ । ଦୀପିକା ଡ୍ୟାନ୍ସ କରୁଥିବା ସମୟରେ ପବନ ଦେବାରୁ ତାଙ୍କ ଡ୍ରେସ ଉଡି ଗଲା ଏହା ପରେ ତାଙ୍କୁ ଟ୍ରୋଲର ଶିକାର ହେବାକୁ ପଡିଲା ।

Leave a Reply

Your email address will not be published. Required fields are marked *