ବନ୍ଧୁଗଣ ବର୍ତ୍ତମାନର ଦୁନିଆରେ ପ୍ରାୟ ସମସ୍ତ ଲୋକ ଟଙ୍କା କମାଇବା ପାଇଁ ଦିନ ରାତି ଏକ କରିଦେଉଛନ୍ତି, ଯାହାଫଳରେ ସେମାନେ ନିଜର ମନୋରଞ୍ଜନ କରିପାରୁ ନାହାନ୍ତି । ବନ୍ଧୁଗଣ ହସ ମଣିଷର ସ୍ୱାସ୍ଥ୍ୟ ପାଇଁ ବହୁତ ଭଲ ହୋଇଥାଏ । ଯଦି ମଣିଷ ସବୁବେଳେ ହସ ଖୁସିରେ ରହିବ ତା ହେଲେ ସେ ନିଜର ସମସ୍ତ କାମକୁ ହସ ଖୁସିରେ ପୂରଣ କରିବ।
ବନ୍ଧୁଗଣ ଆପଣଙ୍କ ବ୍ୟସ୍ତପୂର୍ଣ୍ଣ ଜୀବନରେ କିଛି ଖୁସି ନେଇ ଆଜିଆମେ ଆସିଛୁ । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କ ପାଇଁ କିଛି ଓଡିଆ ଜୋକ୍ସ ନେଇ ଆସିଛୁ, ଯାହାକୁ ପାଢୀ ଆପଣ ମାନେ ବହୁତ ହସିବେ । ବନ୍ଧୁଗଣ ଏହି ଜୋକ୍ସ ଗୁଡିକୁ ପଢିଲେ ଆପଣ ନିଜ ହସକୁ ରୋକୀ ପାରିବେ ନାହିଁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଆମର ଏହି ଓଡିଆ ଜୋକ୍ସ ଗୁଡିକ ବିଷୟରେ ।
୧. ପପୁ ହୋଟେଲରେ ଚେକଇନ କରି କହିଲା, ପପୁ- ଗୋଟେ ଡବଲ ରୁମ ଦେବ… ହୋଟେଲ ମ୍ୟାନେଜର- ହେଲେ ସାର ଆପଣ ତ ଏକା ଅଛନ୍ତି ?
ପପୁ- ମୁ ହେଉଛି ଜଣେ ବିବାହିତ ମଣିଷ, ତେଣୁ ମୁଁ ଚାହୁଁଛି ଗୋଟେ ବେଡରେ ମୁ ଏକା ଶୋଇବି ଓ ଅନ୍ୟ ବେଡରେ ଶାନ୍ତି ପାଇବି ।
୨. ପ୍ରଥମେ ଲୋକ ମାନଙ୍କୁ ଲାଗିଥାଏ ଦୁନିଆରେ କେବଳ ୭ଟି ରଙ୍ଗ ରହିଥାଏ ହେଲେ ଥରେ ନିଜ ସ୍ତ୍ରୀ ସହ ନେଲ ପୋଲିସ ଆଣିବାକୁ ମାର୍କେଟ ଯାଅ ଜାଣିପାରିବ କେତେ ରଙ୍ଗ ରହିଛି ।
୩. ୯୯ ପ୍ରତିଶତ ଶାଶୁ ନିଜ ବୋହୁ ମାନଙ୍କୁ ମହାରାଣୀର ନାମରେ ସମ୍ବୋଧନ କରିଥାନ୍ତି, ଜାଣିପାରୁଥିବେ କଣ ପାଇଁ… ହେଲେ ମଧ୍ୟ ବୋହୁ ମାନେ ଖୁସି ହୁଅନ୍ତି ନାହିଁ
୪. ସମ୍ପର୍କୀୟ- ପୁଅ ଆଗକୁ କଣ ସବୁ ଯୋଜନା କରିଛ ?
ପପୁ- ସେଇଟା ତ ଆପଣଙ୍କ ଉପରେ ନିର୍ଭର କରେ
ସମ୍ପର୍କୀୟ- ସେଇଟା କେମିତି ?
ପପୁ- ଯଦି ଆପଣ ୧୦୦ ଟଙ୍କା ଦେବେ ତା ହେଲେ ମୁ ବର୍ଗର ଆଣିବି ଓ ଯଦି ୨୦୦ ଟଙ୍କା ଦେବେ ତା ହେଲେ ମୁ ପିଜା ଆଣିବି । ଆପଣ କୁହନ୍ତୁ କଣ ଆଣିବି ।
୫. ଶିକ୍ଷକ- ପୁଅ ତୁମ ଘରେ ସବୁଠାରୁ ସାନ କିଏ ?
ଛାତ୍ର- ମୋ ବାପା ।
ଶିକ୍ଷକ ଆଶ୍ଚର୍ଯ୍ୟ ହୋଇ କହିଲେ- ପୁଅ କେମିତି ?
ଛାତ୍ର- କାରଣ ସେ ବର୍ତ୍ତମାନ ପର୍ଯ୍ୟନ୍ତ ମାମାଙ୍କ ପାଖରେ ସୋଉଛନ୍ତି । ଶିକ୍ଷକ ବେହୋସ ହେୟଇଗଲେ ଏହା ଶୁଣି ।
୬. ସ୍ତ୍ରୀ ରୋମାଣ୍ଟିକ ହୋଇ ସ୍ଵାମୀକୁ କହିଲା
ସ୍ତ୍ରୀ- ଆମ ବିବାହକୁ ୨୫ ବର୍ଷ ହୋଇଗଲା… ଏତେ ବର୍ଷ କେମିତି ପଳେଇଲା କିଛି ଜଣା ପଡିଲା ନାହିଁ
ସ୍ଵାମୀ- ସମୟ ବିଷୟରେ କେବଳ କଇଦି ଜାଣିଥାଏ, ଜେଲରକୁ ଜଣା ପଡିନଥାଏ ।
୭.ସ୍ତ୍ରୀ- ଶୁଣୁଛ ଡାକ୍ତର ମତେ ରେସ୍ଟ ନେବା ପାଇଁ ଲଣ୍ଡନ ନହଲେ ଆମେରିକା ଯିବା ପାଇଁ କହିଛନ୍ତି, ଆମେ କେଉଁଠିକି ଯିବା ?
ସ୍ଵାମୀ- ଅନ୍ୟ ଡାକ୍ତର ପାଖକୁ ଯିବା ।
୮. ଶାଳି ନିଜ ଭିଣେଇ ସହିତ ଏକ ଟ୍ରେନ ରେ ଯାଉଥିଲା, ରାତିରେ ସେ ବହୁତ ସମୟ ପର୍ଯ୍ୟନ୍ତ ଭିଣେଇକୁ ନିଜ କଥା ଶୁଣଉ ଥିଲା
ସେହି ସମୟରେ ଅଚାନକ ଭିଣେଇ ପଚାରିଲା- କଣ ତୁ ଆଜି ରାତି ପାଇଁ ମୋ ସ୍ତ୍ରୀ ହେଇ ପାରିବୁ ?
ଶାଳି ଲାଜେଇ ଯାଇ କହିଲା- ହଁ, ଯେମିତି ତୁମ ଇଚ୍ଛା
ଭିଣେଇ- ତ ଚାଲ ଏବେ ତୋର
ବକବକ ବନ୍ଦ କର ଆଉ ଶୋଇପଡ
ଆପଣଙ୍କୁ ଆମର ଏହି ପୋଷ୍ଟ ଟି ପସନ୍ଦ ଆସିଥିଲେ ଏହାକୁ ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହିଭଳି ମଜାଳିଆ ପୋଷ୍ଟ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।