ବନ୍ଧୁଗଣ ହସିବା ସ୍ୱାସ୍ଥ୍ୟ ପାଇଁ ବହୁତ ଭଲ ହୋଇଥାଏ । ନିଜର କାମ ଚିନ୍ତାକୁ ଦୂର କରି ଆପଣ କିଛି ମନୋରଞ୍ଜନ କରିବା ନିହାତି ଆବଶ୍ୟକ । ବନ୍ଧୁଗଣ ଆପଣଙ୍କ ମୁହଁରେ ହସ ଆଣିବା ପାଇଁ ଆଜି ଆମେ ଆପଣଙ୍କ ପାଇଁ କିଛି ମଜାଦାର ଓଡିଆ ଜୋକ୍ସ ନେଇ ଆସିଛୁ ।
ଏହି ଓଡିଆ ଜୋକ୍ସକୁ ପଢିବା ପରେ ଆପଣ ମାନେ ନିଶ୍ଚୟ ବହୁତ ହସିବେ । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଆମର ଏହି ମଜାଦାର ଓଡିଆ ଜୋକ୍ସ ବିଷୟରେ ।
Jokes-1, ଡାକ୍ତର- ଆପଣଙ୍କ ଦାନ୍ତ କେମିତି ଭାଙ୍ଗିଲା ? ରୋଗୀ- ସ୍ତ୍ରୀ ବହୁତ ଟାଣ ରୁଟି ବନେଇଥିଲା ତ, ଡାକ୍ତର- ତ ଖାଇବା ପାଇଁ ମନା କରି ଦେଇଥାନ୍ତ, ରୋଗୀ- ଆଜ୍ଞା ହଁ, ସେଇଆ ତ କରିଥିଲି
Jokes-2, ସ୍ଵାମୀ ନିଜର ରାଗିଥିବା ସ୍ତ୍ରୀ କୁ ସବୁ ଦିନ ଫୋନ କରେ, ଶାଶୁ ମା- କେତେ ଥର କହିଲି କି ଏବେ ସେ ତୁମ ଘରକୁ ଆଉ ଯିବନି, ପୁଣି ସବୁଦିନ କାହିଁକି ଫୋନ କରୁଛ ?
ଜ୍ଵାଇଁ- ଶୁଣି କି ଭଲ ଲାଗୁଛି ତ ସେଥିପାଇଁ
Jokes-3
ସ୍ଵାମୀ-ସ୍ତ୍ରୀ ସପିଙ୍ଗ କରିବାକୁ ବାହାରିଥିଲେ
ସ୍ଵାମୀ- ଜଲ୍ଦି କର….ଆଜି 8 ଟା ରେ କୁକୁରଙ୍କର ରେସ ଅଛି,
ମତେ ସେଠିକି ଯିବାର ଅଛି…
ପତ୍ନୀ- ତୁମେ ବି କିଛି ବି କରୁଛ…
ଠିକ ସେ ଚାଲି ପାରୁନ ଆଉ ରେସ କରିବାକୁ ବାହାରିଛ
Jokes-4
ବାପା- ପରୀକ୍ଷା କେମିତି ହେଲା ?
ପୁଅ- ପ୍ରଥମ ପ୍ରଶ୍ନ ଛାଡିଦେଲି,
ତୃତୀୟ ଟା ଆସୁ ନଥିଲା,
ଚତୁର୍ଥ ଟା କରିବାକୁ ଭୁଲିଗଲି,
ପଞ୍ଚମ ଟା ଦେଖି ପାରିଲିନି
ବାପା- ଆଉ ଦ୍ଵିତୀୟ ପ୍ରଶ୍ନ ଟା ?
ପୁଅ- ବାସ କେବଳ ସେଇଟା ହିଁ ଭୁଲ ହେଇଗଲା …!!
Jokes-5
ଯଦି ବସନ୍ତି ଠାକୁର କୁ ରାକ୍ଷୀ ବାନ୍ଧିବ ତ
ବସନ୍ତି ଓ ଠାକୁର ର ସମ୍ପର୍କରେ କଣ ହେବ ?
ନିଜ ନିଜ କାମ କର
କିଛି ବି ହେବ ନାହିଁ
କାରଣ ଠାକୁର ର ହାତ ହିଁ ନଥିଲା
Jokes-6
ପତ୍ନୀ- ହେଇଟି ଶୁଣୁଛ, ତୁମ ପୁଅ ଆଜି କାଲି କିଛି ଅଧିକ ହିଁ ଟଙ୍କା ଉଡାଉଛି,
ଯଉଠି ବି ଲୁଚାଉଛି ଖୋଜି ବାହାର କରି ଦେଉଛି !
ସ୍ଵାମୀ- ସେ କୂଳାଙ୍ଗାର ର ବହିରେ ଲୁଚେଇ ଦେ,
ପରୀକ୍ଷା ପର୍ଯ୍ୟନ୍ତ ତ ଖୋଜି ହିଁ ପାରିବନି
Jokes-7
ଭିଣେଇ ଶାଳି ସହ ରୋମାଣ୍ଟିକ ହୋଇ କହିଲା- ଯଦି ମୁ ତମକୁ କେବଳ କିସ କରି ଛାଡିଦେବି ତା ହେଲେ ତମେ କଣ ଭବିବ ?
ଶାଳି- ମୁ ଭାବିବି ମୋ ପାଗଳ ଭିଣେଇ ବ୍ୟାଙ୍କକକ ଗଲେ ହେଲେ କେବଳ ଏୟାରପୋର୍ଟରୁ ଫେରି ଆସିଲେ ।
ଆପଣଙ୍କୁ ଆମର ଏହି ଜୋକ୍ସ ଗୁଡିକ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଏମିତି ମଜାଳିଆ ପୋସ୍ଟ ପାଇବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି ।