ବନ୍ଧୁଗଣ ସମସ୍ତଙ୍କ ଜୀବନରେ ଖୁସିର ଆବଶ୍ୟକତା ରହିଥାଏ । ଯଦି କୌଣସି ଲୋକର ମନ ଖୁସି ଥାଏ, ତେବେ ସେ ନିଜର କାର୍ଯ୍ୟକୁ ବହୁତ ସହଜରେ କରିନିଏ, ହେଲେ ଯଦି କାହାର ମନରେ ଦୁଃଖ ବା ଚିନ୍ତା ରହିଥାଏ, ସେମାନେ ଠିକ ଭାବରେ ନିଜ କାର୍ଯ୍ୟକୁ ପୂର୍ଣ୍ଣ କରିପାରେ ନାହିଁ ।
ବନ୍ଧୁଗଣ ଆପଣ ମାନଙ୍କ ପାଇଁ ଆଜି ଆମେ କିଛି ଓଡିଆ ଜୋକ୍ସ ନେଇ ଆସିଛୁ, ଯାହାକୁ ପଢିବା ଦ୍ଵାରା ଆପଣଙ୍କ ମନ ଖୁସି ହୋଇଯିବ । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଓଡିଆ ଜୋକ୍ସ ବିଷୟରେ ।
Joke-1, ଗୋଟିଏ ଗାଁ ର ପୁଅ ସହରର ଝିଅକୁ ପଟେଇବାକୁ ଚେଷ୍ଟା କରୁଥିଲା, ପୁଅଟି ତାର ସାଙ୍ଗକୁ କହିଲା
ପୁଅ- ଦେଖ ତୋ ସାଙ୍ଗର କେତେ Atitude, ସାଙ୍ଗ- Atitude ର ସ୍ପେଲିଙ୍ଗ ତ କହ ଦେଖିବା, ସାଙ୍ଗ- ନା, ବହୁତ ଇଗୋ ଅଟେ !!!
Joke-2
ଗୋଟିଏ ଯୁବକ ଓ ଯୁବତୀ ସାଇକେଲ ରେ ଯାଉଥିଲେ
ସେତିକିବେଳେ ତାଙ୍କର ଧକ୍କା ହୋଇଗଲା
ଯୁବକ- ଆରେ ଟିକେ ସମ୍ଭାଳିକି ସାଇଡ ରେ ଚାଲନ୍ତୁ ମ୍ୟାଡମ
ଯୁବତୀ- କାହିଁକି, ସଡକ କଣ ତୋ ବାପାର ?
ଯୁବକ- ଆଜ୍ଞା ନା, ସଡକ ତ ତୁମ ବାପାର
ମତେ ଯୌତୁକ ରେ ମିଳିଛି !!!
Joke-3
ନିର୍ବନ୍ଧ ପରେ ଝିଅଟି ପୁଅକୁ କହିଲା…
ଝିଅ- ଏବେ ଝିଅ ମାନଙ୍କୁ ଦେଖିବା ବନ୍ଦ କର
ପୁଅ- ଓଃ, ତୁମ କହିବାର ମାନେ କଣ ?
ଝିଅ- ଏଠି ସେଠି ଦେଖିବା ବନ୍ଦ କର
ପୁଅ- ମୁଁ ଖାଦ୍ୟ ଖାଇବାକୁ ଆସିଛି ତ ଏହାର ମାନେ ନୁହଁ କି
ମୁଁ ମେନୁ ଦେଖି ପାରିବିନି
Joke-4
ଚାକରାଣୀ- ମାଲକିନ ମତେ 10 ଦିନର ଛୁଟି ଦରକାର
ମାଲକିନ- ଯଦି ତୁ ଛୁଟିରେ ଚାଲିଯିବୁ ତ
ତୋ ସାହାବ ଙ୍କ ନାସ୍ତା କିଏ ବନେଇବ
ଟିଫିନ କିଏ ପ୍ୟାକ କରିବ,
କପଡା କିଏ ଧୋଇବ,
ତାଙ୍କୁ ଟାଇମ ରେ ଔଷଧ କିଏ ଦବ…
ଚାକରାଣୀ (ଲାଜେଇ ଯାଇ ) ଯଦି ତୁମେ କହିବ ତ ମୁଁ ସାହାବ ଙ୍କୁ ନିଜ ସାଥିରେ ନେଇଯିବି ?
Joke-5
ସ୍କୁଲ ରେ ହିନ୍ଦୀ ପିରିଅଡ ରେ ଟୀଚର ପଚାରିଲେ…
ଟୀଚର- “ଦୁଃଖ ତୋ ଅପନା ସାଥି ହେ, ସୁଖ ତୋ ଆତା ଯାତା ହେ”
ଅର୍ଥ କୁହ
ପପୁ- ସ୍ତ୍ରୀ ସବୁବେଳେ ଘରେ ଥାଏ,
ଶାଳି ତ ଆସୁଥାଏ ଯାଉଥାଏ
Joke-6
ସ୍ତ୍ରୀ- ଆଜି ପୁଣି ସେଇଆ କରିବାକୁ ମନ ହେଉଛି
ଯାହା ବାହାଘରର ପ୍ରଥମ ରାତିରେ କରିଥିଲେ,
ସ୍ଵାମୀ- ଠିକ ଅଛି କରିବା, କିନ୍ତୁ
ପୋଜିସନ ବଦଳେଇ, ଏ ଥର ତଳେ ତୁମେ ଶୋଇବ ଓ ମୁଁ ଖଟ ଉପରେ ଏକୁଟିଆ ଶୋଇବି
ଆପଣଙ୍କୁ ଆମର ଏହି ପୋଷ୍ଟ ଟି ପସନ୍ଦ ଆସିଥିଲେ ଏହାକୁ ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହିଭଳି ମଜାଳିଆ ପୋଷ୍ଟ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।