ବନ୍ଧୁଗଣ ସମସ୍ତଙ୍କ ଜୀବନରେ ଖୁସିର ଆବଶ୍ୟକତା ରହିଥାଏ । ଯଦି କୌଣସି ଲୋକର ମନ ଖୁସି ଥାଏ, ତେବେ ସେ ନିଜର କାର୍ଯ୍ୟକୁ ବହୁତ ସହଜରେ କରିନିଏ, ହେଲେ ଯଦି କାହାର ମନରେ ଦୁଃଖ ବା ଚିନ୍ତା ରହିଥାଏ, ସେମାନେ ଠିକ ଭାବରେ ନିଜ କାର୍ଯ୍ୟକୁ ପୂର୍ଣ୍ଣ କରିପାରେ ନାହିଁ । ବନ୍ଧୁଗଣ ଆପଣ ମାନଙ୍କ ପାଇଁ ଆଜି ଆମେ କିଛି ଓଡିଆ ଜୋକ୍ସ ନେଇ ଆସିଛୁ, ଯାହାକୁ ପଢିବା ଦ୍ଵାରା ଆପଣଙ୍କ ମନ ଖୁସି ହୋଇଯିବ । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଓଡିଆ ଜୋକ୍ସ ବିଷୟରେ ।
Joke 1, ସାନ୍ତା- ଯିଏ ମୋର ଇଛା ପୂରଣ କରିବ ମୁ ତାକୁ ୩ ଲକ୍ଷ ଟଙ୍କା ଦେବି । ବାନ୍ତା- କହ ତୋର କଣ ଇଛା ? ସାନ୍ତା- ମୋତେ ୫ ଲକ୍ଷ ଟଙ୍କା ଦରକାର ।
Joke 2, ସ୍ଵାମୀ- ବିବାହ କରିବା ପୂର୍ବରୁ ତମର କେତେ ଜଣ ବୟଫ୍ରେଣ୍ଡ ଥିଲେ ? ସ୍ତ୍ରୀ- ଚୁପ ହୋଇଗଲା
ସ୍ଵାମୀ(ଚିତ୍କାର କରି)-ମୁ ଜାଣିଛି ତମେ କାହିଁକି ଚୁପ ହେଇଗଲ, ତା ହେଲେ ମୁ କଣ ଭାବିବି ?
ସ୍ତ୍ରୀ- ହେ ଭଗବାନ, ଚିତ୍କାର କାହିଁକି କରୁଛ ଗଣିବାକୁ ତ ଟିକେ ସମୟ ଦିଅ ।
Joke 3
ଗୋଟେ ଗାଁରେ ସବୁ ଲୋକ ବିଜୁଳି ଆସିବା ଖୁସିରେ ନାଚୁ ଥିଲେ
ସେହି ସମୟରେ କୁକୁର ମାନେ ମଧ୍ୟ ଲୋକମାନଙ୍କ ସହ ନାଚିଲେ…
ଗୋଟେ ଲୋକ କୁକୁର ମାନଙ୍କ ଏହି ହରକତକୁ ଦେଖି କୁକୁରକୁ ପଚାରିଲା
ଆରେ ଆମେ ମାନେ ତ ବିଜୁଳି ଆସିବା ଖୁସିରେ ନାଚୁଛୁ, ହେଲେ ତମେ ମାନେ କାହିଁକି ନାଚୁଛ ।
କୁକୁର ଏହାର ଉତ୍ତର ଦେଇ କହିଲା- ଗାଁରେ ବିଜୁଳି ଆସିବ ତା ହେଲେ ଗାଁ ରେ ଖୁଣ୍ଟ ବି ଲାଗିବ
Joke 4
ଅଧ୍ୟାପିକା(ଛାତ୍ର ମାନଙ୍କ ସହ)- ଚିନ୍ତା ଓ ଭାବନା ମଧ୍ୟରେ କଣ ଫରକ ରହିଛି ପିଲା ମାନେ କୁହ ?
ଛାତ୍ର- ଆପଣ ମସ୍ତ ଆଇଟମ ଅଟନ୍ତି ଏହା ଆମର ଚିନ୍ତାଧାରା ଅଟେ,
ଆମେ ସବୁ ପିଲା ଅଟୁ ଏହା ଆପଣଙ୍କ ଭାବନା ଅଟେ ।
Joke 5
ସ୍ଵାମୀ- ଦିନ ସାରା ଶୋଇ ରହୁଛ ।
ସ୍ତ୍ରୀ- ତା ହେଲେ କଣ ଆରାମ ମଧ୍ୟ କରିବି ନାହିଁ
ସ୍ଵାମୀ- ଚାହା ବନେଇ ଦିଅ ଶୀଘ୍ର
ସ୍ତ୍ରୀ- ନିଜେ ବନେଇ ଦିଅ
ସ୍ଵାମୀ- ମୋ ମୁଣ୍ଡ ବିନ୍ଧୁଛି
ସ୍ତ୍ରୀ- ହଁ ତା ହେଲେ ମୋର ବି ବେକ ବିନ୍ଧୁଛି ।
ସ୍ଵାମୀ- ଠିକ ଅଛି ତା ହେଲେ ତମେ ମୋ ପାଖକୁ ଆସ, ତମେ ମୋର ମୁଣ୍ଡ ଚିପି ଦିଅ ଆଉ ମୁ ତୁମର ବେକ ଚିପି ଦେଉଛି ।
Joke 6
ସାନ୍ତା ନିଜ ସ୍ତ୍ରୀକୁ ନେଇ ବିଉଟି ପାର୍ଲର ଯାଇଥିଲା । ସାନ୍ତା ପାର୍ଲରରେ ଖବର କାଗଜ ପଢୁଥିଲା
ସେହି ସମୟରେ ଜଣେ ମହିଳା ଆସିଲା ଓ ସାନ୍ତାର କାନ୍ଧ ଉପରେ ହାତ ରଖି କହିଲା- ଆସ ଯିବା
ଏହା ଶୁଣି ସାନ୍ତାର ମୁଣ୍ଡରୁ ଝାଳ ବାହାରିବା ଆରମ୍ଭ ହୋଇଥିଲା ।
ସାନ୍ତା କହିଲା- ଭଉଣୀ ମୁ ମୋର ସ୍ତ୍ରୀ ସହ ଆସିଛି ଆଉ ମୁ ବିବାହିତ ଅଟେ ।
ମହିଳା- ଆରେ ମୁ ପରା ତମର ସ୍ତ୍ରୀ ।
ସାନ୍ତା- କ୍ଷମା କରିବ ହେଲେ ଯାହା କୁହ କମାଲ କରି ଦେଉଛନ୍ତି ପାର୍ଲର ବାଲା
Joke 8
ଶଶୁର ଜ୍ଵାଇଁ କୁ କହିଲା-
6 ବର୍ଷରେ 6 ଟି ପିଲା, ଏ କ’ଣ ?
ଜ୍ଵାଇଁ- ମୁଁ ଆପଣଙ୍କୁ ପ୍ରଥମରୁ
କହିଥିଲି କି
ମୁଁ ଗରିବ ହେଇପାରେ
କିନ୍ତୁ ଆପଣଙ୍କ ଝିଅକୁ କେବେ ବି ଖାଲି ପେଟରେ ରଖିବିନି
ଆପଣମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ଶେୟାର କରନ୍ତୁ ଓ ନୀତିଦିନ ଏହିଭଳି ସୁନ୍ଦର ସୁନ୍ଦର ହସ କଥା ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲନ୍ତୁ ନାହିଁ । ଧନ୍ୟବାଦ