Odia Jokes- ଶଶୁର ଜ୍ଵାଇଁ କୁ କହିଲା- 6 ବର୍ଷରେ 6 ଟି ପିଲା, କଥା କ’ଣ ? ଜ୍ଵାଇଁ- ମୁଁ ଆପଣଙ୍କୁ ପ୍ରଥମରୁ କହିଥିଲି ନା…

ବନ୍ଧୁଗଣ ସମସ୍ତଙ୍କ ଜୀବନରେ ଖୁସିର ଆବଶ୍ୟକତା ରହିଥାଏ । ଯଦି କୌଣସି ଲୋକର ମନ ଖୁସି ଥାଏ, ତେବେ ସେ ନିଜର କାର୍ଯ୍ୟକୁ ବହୁତ ସହଜରେ କରିନିଏ, ହେଲେ ଯଦି କାହାର ମନରେ ଦୁଃଖ ବା ଚିନ୍ତା ରହିଥାଏ, ସେମାନେ ଠିକ ଭାବରେ ନିଜ କାର୍ଯ୍ୟକୁ ପୂର୍ଣ୍ଣ କରିପାରେ ନାହିଁ । ବନ୍ଧୁଗଣ ଆପଣ ମାନଙ୍କ ପାଇଁ ଆଜି ଆମେ କିଛି ଓଡିଆ ଜୋକ୍ସ ନେଇ ଆସିଛୁ, ଯାହାକୁ ପଢିବା ଦ୍ଵାରା ଆପଣଙ୍କ ମନ ଖୁସି ହୋଇଯିବ । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଓଡିଆ ଜୋକ୍ସ ବିଷୟରେ ।

Joke 1, ସାନ୍ତା- ଯିଏ ମୋର ଇଛା ପୂରଣ କରିବ ମୁ ତାକୁ ୩ ଲକ୍ଷ ଟଙ୍କା ଦେବି । ବାନ୍ତା- କହ ତୋର କଣ ଇଛା ? ସାନ୍ତା- ମୋତେ ୫ ଲକ୍ଷ ଟଙ୍କା ଦରକାର ।

Joke 2, ସ୍ଵାମୀ- ବିବାହ କରିବା ପୂର୍ବରୁ ତମର କେତେ ଜଣ ବୟଫ୍ରେଣ୍ଡ ଥିଲେ ? ସ୍ତ୍ରୀ- ଚୁପ ହୋଇଗଲା

ସ୍ଵାମୀ(ଚିତ୍କାର କରି)-ମୁ ଜାଣିଛି ତମେ କାହିଁକି ଚୁପ ହେଇଗଲ, ତା ହେଲେ ମୁ କଣ ଭାବିବି ?

ସ୍ତ୍ରୀ- ହେ ଭଗବାନ, ଚିତ୍କାର କାହିଁକି କରୁଛ ଗଣିବାକୁ ତ ଟିକେ ସମୟ ଦିଅ ।

Joke 3

ଗୋଟେ ଗାଁରେ ସବୁ ଲୋକ ବିଜୁଳି ଆସିବା ଖୁସିରେ ନାଚୁ ଥିଲେ

ସେହି ସମୟରେ କୁକୁର ମାନେ ମଧ୍ୟ ଲୋକମାନଙ୍କ ସହ ନାଚିଲେ…

ଗୋଟେ ଲୋକ କୁକୁର ମାନଙ୍କ ଏହି ହରକତକୁ ଦେଖି କୁକୁରକୁ ପଚାରିଲା

ଆରେ ଆମେ ମାନେ ତ ବିଜୁଳି ଆସିବା ଖୁସିରେ ନାଚୁଛୁ, ହେଲେ ତମେ ମାନେ କାହିଁକି ନାଚୁଛ ।

କୁକୁର ଏହାର ଉତ୍ତର ଦେଇ କହିଲା- ଗାଁରେ ବିଜୁଳି ଆସିବ ତା ହେଲେ ଗାଁ ରେ ଖୁଣ୍ଟ ବି ଲାଗିବ

Joke 4

ଅଧ୍ୟାପିକା(ଛାତ୍ର ମାନଙ୍କ ସହ)- ଚିନ୍ତା ଓ ଭାବନା ମଧ୍ୟରେ କଣ ଫରକ ରହିଛି ପିଲା ମାନେ କୁହ ?

ଛାତ୍ର- ଆପଣ ମସ୍ତ ଆଇଟମ ଅଟନ୍ତି ଏହା ଆମର ଚିନ୍ତାଧାରା ଅଟେ,

ଆମେ ସବୁ ପିଲା ଅଟୁ ଏହା ଆପଣଙ୍କ ଭାବନା ଅଟେ ।

Joke 5

ସ୍ଵାମୀ- ଦିନ ସାରା ଶୋଇ ରହୁଛ ।

ସ୍ତ୍ରୀ- ତା ହେଲେ କଣ ଆରାମ ମଧ୍ୟ କରିବି ନାହିଁ

ସ୍ଵାମୀ- ଚାହା ବନେଇ ଦିଅ ଶୀଘ୍ର

ସ୍ତ୍ରୀ- ନିଜେ ବନେଇ ଦିଅ

ସ୍ଵାମୀ- ମୋ ମୁଣ୍ଡ ବିନ୍ଧୁଛି

ସ୍ତ୍ରୀ- ହଁ ତା ହେଲେ ମୋର ବି ବେକ ବିନ୍ଧୁଛି ।

ସ୍ଵାମୀ- ଠିକ ଅଛି ତା ହେଲେ ତମେ ମୋ ପାଖକୁ ଆସ, ତମେ ମୋର ମୁଣ୍ଡ ଚିପି ଦିଅ ଆଉ ମୁ ତୁମର ବେକ ଚିପି ଦେଉଛି ।

Joke 6

ସାନ୍ତା ନିଜ ସ୍ତ୍ରୀକୁ ନେଇ ବିଉଟି ପାର୍ଲର ଯାଇଥିଲା । ସାନ୍ତା ପାର୍ଲରରେ ଖବର କାଗଜ ପଢୁଥିଲା

ସେହି ସମୟରେ ଜଣେ ମହିଳା ଆସିଲା ଓ ସାନ୍ତାର କାନ୍ଧ ଉପରେ ହାତ ରଖି କହିଲା- ଆସ ଯିବା

ଏହା ଶୁଣି ସାନ୍ତାର ମୁଣ୍ଡରୁ ଝାଳ ବାହାରିବା ଆରମ୍ଭ ହୋଇଥିଲା ।

ସାନ୍ତା କହିଲା- ଭଉଣୀ ମୁ ମୋର ସ୍ତ୍ରୀ ସହ ଆସିଛି ଆଉ ମୁ ବିବାହିତ ଅଟେ ।

ମହିଳା- ଆରେ ମୁ ପରା ତମର ସ୍ତ୍ରୀ ।

ସାନ୍ତା- କ୍ଷମା କରିବ ହେଲେ ଯାହା କୁହ କମାଲ କରି ଦେଉଛନ୍ତି ପାର୍ଲର ବାଲା

Joke 8

ଶଶୁର ଜ୍ଵାଇଁ କୁ କହିଲା-

6 ବର୍ଷରେ 6 ଟି ପିଲା, ଏ କ’ଣ ?

ଜ୍ଵାଇଁ- ମୁଁ ଆପଣଙ୍କୁ ପ୍ରଥମରୁ

କହିଥିଲି କି

ମୁଁ ଗରିବ ହେଇପାରେ

କିନ୍ତୁ ଆପଣଙ୍କ ଝିଅକୁ କେବେ ବି ଖାଲି ପେଟରେ ରଖିବିନି

ଆପଣମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ଶେୟାର କରନ୍ତୁ ଓ ନୀତିଦିନ ଏହିଭଳି ସୁନ୍ଦର ସୁନ୍ଦର ହସ କଥା ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲନ୍ତୁ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *