ଏମାନେ ହେଲେ ନିକଟରେ ମୃତ୍ୟୁ ବରଣ କରିଥିବା Ollywood ର ଲୋକପ୍ରିୟ କଳାକାର, ଯାହାଙ୍କୁ ଝୁରୁଛି ଓଡିଶା…

ନମସ୍କାର ବନ୍ଧୁଗଣ ତେବେ ଆଜି ଆମେ ଏଠାରେ କିଛି ଓଲିଉଡ ଚଳଚ୍ଚିତ୍ର ଜଗତ ବିଷୟରେ କିଛି ଦୁଖଦ ଘଟଣା ବିଷୟରେ ଜାଣିବା । ଆଜି ଆମେ ଜାଣିବା ଓଡ଼ିଆ ଚଳଚ୍ଚିତ୍ର ଜଗତର କେଉଁ କେଉଁ ନାମିଦାମୀ ଅଭିନେତା ଓ ଅଭିନେତ୍ରୀ ନିଜର ଇହଧାମ ତ୍ୟାଗ କରି ଆରପରିକୁ ଚାଲି ଯାଇଛନ୍ତି । ଆପଣ ଯଦି ଏ ବିଷୟରେ ଆଗକୁ ଆହୁରି ଜାଣିବାକୁ ଚାହୁଁଛନ୍ତି ତାହେଲେ ଏହାକୁ ଆଗକୁ ନିଶ୍ଚିତଭାବରେ ପଢ଼ନ୍ତୁ ।

ତେବେ ଆସନ୍ତୁ ଜାନିବା ସେହି ସବୁ ଅଭିନେତା ଓ ଅଭିନେତ୍ରି ମାନଙ୍କ ବିଷୟରେ । ଆଉ ଆମେ ଏହାର ଏକ ତାଲିକା ପ୍ରସ୍ତୁତ କରିଛୁ ଆଉ ଆପଣମାନେ ଏହି ତାଲିକା ଦ୍ୱାରା ଜାଣି ପରିବେ ସେହି ସବୁ ଅଭିନେତା ଓ ଅଭିନେତ୍ରୀଙ୍କ ବିଷୟରେ ।

୧- ପ୍ରଥମରେ ହେଉଛି ଅଜିତ ଦାସ ତେବେ ସେ ଜଣେ ଦିଗଜ ଅଭିନେତା ସେ ଅନେକ ଓଡ଼ିଆ ସିନେମା ରେ ନିଜର ଯୋଗଦାନ ଦେଇଛନ୍ତି । ଏହି ଅଭିନେତା ମାତ୍ର ଏହି କିଛି ଦିନ ତଳେ ମହାମାରୀ କରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଛନ୍ତି ।

୨- ଦ୍ଵିତୀୟ ରେ ହେଉଛନ୍ତି ଆମ ସମସ୍ତଙ୍କ ପ୍ରିୟ ଓ ଓଡ଼ିଆ ଚଳଚ୍ଚିତ୍ର ଜଗତର ସୁପର ଷ୍ଟାର ବିଜୟ ମହାନ୍ତି ସେ ଅନେକ ସିନେମା ରେ ସେ ନିଜର ସୁନ୍ଦର ଅଭିନୟ କରନ୍ତି । ଗତ ବର୍ଷ ବିଜୟ ମହାନ୍ତି ହୃଦ୍ଘାତରେ ମୃତ୍ୟୁବରଣ କରିଛନ୍ତି ।

୩- ତୃତୀୟ ରେ ହେଉଛି ହର ପଟ୍ଟନାୟକ । ତେବେ ସେ ଅନେକ ସିନେମା ରେ ଖଳନାୟକ ଭାବରେ ସୁନ୍ଦର ଅଭିନୟ କରିଛନ୍ତି । ତେବେ ଆଉ ଏହି ଅଭିନେତାଙ୍କୁ ସମସ୍ତେ ବହୁତ ଭଲ ଭାବରେ ଖଳନାୟକ ଭାବରେ ଜାଣିଛନ୍ତି । ଆଉ ଏହି ଅଭିନେତା ରକ୍ତ କର୍କଟରେ ମୃତ୍ୟୁ ବରଣ କରିଥିଲେ ।

୪- ଚତୁର୍ଥ ରେ ହେଉଛନ୍ତି ମୀନ କେତନ । ବିଗତ କିଛି ବର୍ଷ ତଳେ ଏହି ଅଭିନେତା ମୀନ କେତେନ ବିଭିନ୍ନ ପ୍ରକାରର ରୋଗରେ ପୀଡ଼ିତ ହୋଇ ମୃତ୍ୟୁବରଣ କରିଛନ୍ତି । ତେବେ ସେ ମଧ୍ୟ ଅନେକ ସିନେମା ରେ ଖଳନାୟକ ଭାବରେ ଅଭିନୟ କରିଛନ୍ତି ।

୫- ପଞ୍ଚମ ରେ ହେଉଛି ଓଡ଼ିଆ ଚଳଚ୍ଚିତ୍ର ଜଗତର ମହାନ କଳାକାର ଦେବୁ ବୋସ । ସେ ମଧ୍ୟ ବିଭିନ୍ନ ରୋଗରେ ପୀଡିତ ହୋଇ ଶେଷରେ ହୃଦ୍ଘାତରେ ମୃତ୍ୟୁବରଣ କରିଛନ୍ତି । ଦେବୁ ବୋଷ ଅନେକ ସିନେମା ରେ ବାପା ଚରିତ୍ର ରେ ଅଭିନୟ କରିଛନ୍ତି ।

୬- ଷଷ୍ଠ ରେ ହେଉଛି ଓଡିଆ ସିନେଜଗତର ବହୁତ ଲୋକପ୍ରିୟ ଅଭିନେତ୍ରୀ ରୁନୁ ଅପା । ଆଉ ଏହି ଅଭିନେତ୍ରୀ ମଧ୍ୟ କିଛି ବର୍ଷ ପୂର୍ବରୁ ହୃଦ୍ଘାତରେ ପୀଡିତ ହୋଇ ମୃତ୍ୟୁବରଣ କରିଛନ୍ତି ।

୭- ସପ୍ତମ ରେ ହେଉଛି ଓଡିଆ ଚଳଚ୍ଚିତ୍ର ଜଗତର କମେଡିଆନ ସଲିଲ ମିତ୍ର । ଆଉ ଏହି ଅଭିନେତା ସଡ଼କ ଦୁର୍ଘଟଣାରେ ମୃତ୍ୟୁବରଣ କରିଛନ୍ତି । ସଲିଲ ମଧ୍ୟ ଜଣେ ସୁନ୍ଦର ଅଭିନୟ ରେ ଲୋକ ମାନଙ୍କ ମନରେ ଘର କରି ପାରିଛନ୍ତି ।

୮- ଅଷ୍ଟମ ରେ ହେଉଛି ଅଭିନେତ୍ରୀ ଅନିତା ଦାସ । କିଛି ବର୍ଷ ପୂର୍ବରୁ ଏହି ଅଭିନେତ୍ରୀ ସଡ଼କ ଦୁର୍ଘଟଣାରେ ପୀଡିତ ହୋଇ ମୃତ୍ୟୁବରଣ କରିଛନ୍ତି । ଅଭିନେତ୍ରୀ ଅନିତା ଦାସ ଜଣେ ଦିଗଜ କଳାକାର ଭାବରେ ପରିଚିତ ।

୯- ନବମ ରେ ହେଉଛନ୍ତି ରାଇ ମୋହନ । ତେବେ ଆପଣ ମାନେ ଜାଣିଥିବେ କି ରାଇ ମୋହନ ଜଣେ ଓଡ଼ିଆ ସିନେମାର ସୁନ୍ଦର ଏବଂ ଲୋକପ୍ରିୟ ଖଳନାୟକ ଭାବରେ ପ୍ରତିଷ୍ଠିତ । ତେବେ ସେ ଗତକାଲି ନିଜ ଘରେ ଆତ୍ମହତ୍ୟା କରି ଦେଇଛନ୍ତି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *