ନିଜର ପ୍ରଥମ ଫିଲ୍ମରୁ ରାତାରାତି ଫେମସ ହୋଇଥିବା Bollywood ର ଏହି Actor ମାଙ୍କର ଆଜି ହେଇ ଯାଇଛି ଏମିତି ଅବସ୍ଥା !

ବନ୍ଧୁଗଣ ଆପଣ ମାନେ ସମସ୍ତେ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ କଳାକାର ମାନଙ୍କୁ ବେସ ଭଲ ଭାବରେ ଦେଖିଥିବେ । ବଲିଉଡ ଇଣ୍ଡଷ୍ଟ୍ରିରେ ଏମିତି ବହୁତ କଳାକାର ଆସିଛନ୍ତି ଯେଉଁ ମାନେ ନିଜ ଜବରଦସ୍ତ ଅଭିନୟ ପାଇଁ ରାତିଆ ରାତି ଫେମସ ହୋଇଯାଇଛନ୍ତି । ହେଲେ କିଛି ଅଭିନେତା ଅଛନ୍ତି ଯେଉଁ ମାନଙ୍କର ସମୟ ବଲିଉଡରେ ବହୁତ କମ ଥିଲା ସେମାନେ କିଛି ସମୟ ପାଇଁ ଫେମସ ହୋଇ ଗାୟବ ହୋଇଯାଇଥିଲେ । ରାତିଆ ରାତି ଫେମସ ହୋଇଥିବା କିଛି ଅଭିନେତା ମାନଙ୍କ ବିଷୟରେ ଆମେ କହିବାକୁ ଯାଉଛୁ ଯେଉଁ ମାନଙ୍କ ବର୍ତ୍ତମାନ ଅବସ୍ଥା ବିଷୟରେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ।

ରାହୁଲ ରୋଏ- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ବଲିଉଡ ଅଭିନେତା ରାହିଲ ରୋଏ । ବଲିଉଡ ଫିଲ୍ମ ‘ଆସିକି’ରୁ ସେ ରାତିଆ ରାତି ଫେମସ ହୋଇଯାଇଥିଲେ । ଏହି ଫିଲ୍ମ ପରେ ତାଙ୍କର ସମସ୍ତ ଫିଲ୍ମ ଫ୍ଲପ ହେବାକୁ ଲାଗିଲା ଯାହାଫଳରେ ସେ ଫିଲ୍ମ ଇଣ୍ଡଷ୍ଟ୍ରିରୁ ଦୂରେଇ ଗଲେ । ହେଲେ ଆଜି ସେ ବହୁତ ଅଧିକ ବଦଳି ଯାଇଛନ୍ତି । ଆଜି ସେ ୫୩ ବର୍ଷ ବୟସରେ ବୁଢା ଦେଖାଯାଉଛନ୍ତି ।

ଆଫତାବ ଶିବ ଦଶାନୀ- ବନ୍ଧୁଗଣ ଆମ ଲିଷ୍ଟର ଦ୍ଵିତୀୟ ସ୍ଥାନରେ ଅଛନ୍ତି ଅଫତାବ ଶିବ ଦଶାନୀ । ଅଫତାବ ବଲିଉଡ ଫିଲ୍ମ ‘ହଙ୍ଗାମା’ରୁ ରାତିଆ ରାତି ପ୍ରସିଦ୍ଧି ହାସଲ କରିଥିଲେ । ଏହା ପରେ ସେ ଅନେକ ଫିଲ୍ମରେ କାମ କରିଥିଲେ ହେଲେ ବନ୍ଧୁଗଣ ସେ ଇଣ୍ଡଷ୍ଟ୍ରିରେ କିଛି ଖାସ ସଫଳତା ହାସଲ କରିପାରିଲେ ନାହିଁ । ବର୍ତ୍ତମାନ ସେ ବିଜନେସ କରି ନିଜ ସ୍ତ୍ରୀ ସହ ଖୁସିରେ ଅଛନ୍ତି ।

ଗିରିସ କୁମାର- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ଅଭିନେତା ଗିରିସ କୁମାର । ଗିରିସ ବଲିଉଡ ଫିଲ୍ମ ‘ରାମୟା ବାସ୍ତଭୟା’ରୁ ରାତିଆ ରାତି ଫେମସ ହୋଇଯାଇଥିଲେ । ହେଲେ ଏହା ପରେ ତାଙ୍କର ସମସ୍ତ ଫିଲ୍ମ ଫ୍ଲପ ହୋଇଯାଇଥିଲା ଯାହାଫଳରେ ସେ ବଲିଉଡରୁ ଦୂରେଇ ଗଲେ । ବର୍ତ୍ତମାନ ସେ ବହୁତ ଅଧିକ ବଦଳି ଯାଇଛନ୍ତି ଓ ନିଜ ସ୍ତ୍ରୀ କୃଷ୍ଣାଙ୍କ ସହ ମୁମ୍ବାଇରେ ରହୁଛନ୍ତି ।

ଅକ୍ଷୟ ଖନା- ବନ୍ଧୁଗଣ ଆମ ଲିଷ୍ଟର ଚତୁର୍ଥ ସ୍ଥାନରେ ଅଛନ୍ତି ଅକ୍ଷୟ ଖନା । ଆପଣ ମାନେ ସମସ୍ତେ ଅକ୍ଷୟଙ୍କୁ ଅନେକ ବଲିଉଡ ଫିଲ୍ମରେ ଦେଖିଥିବେ । ଅକ୍ଷୟ ହେଉଛନ୍ତି ବଲିଉଡ ଅଭିନେତା ବିନୋଦ ଖନାଙ୍କ ପୁଅ । ଏବେ ସେ ଫିଲ୍ମ ଇଣ୍ଡଷ୍ଟ୍ରିରୁ ଦୂରେଇ ଯାଇଛନ୍ତି ଓ ତାଙ୍କ ଲୁକ୍ ସଂପୂର୍ଣ୍ଣ ବଦଳି ଯାଇଛି । ସେ ଏବେ ଚନ୍ଦା ହୋଇଯାଇଛନ୍ତି ।

ଫରଦିନ ଖାନ- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ଅଭିନେତା ଫରଦିନ ଖାନ । ଫରଦିନଙ୍କୁ ଶେଷ ଥର ପାଇଁ ବଲିଉଡ ଫିଲ୍ମ ‘ଦୁଲାହ ମିଲ ଗେୟା’ରେ ଦେଖା ଯାଇଥିଲେ । ସେ ଅନେକ ବଲିଉଡ ଫିଲ୍ମ କରିଛନ୍ତି ହେଲେ ତାଙ୍କୁ କିଛି ଖାସ ସଫଳତା ମିଳି ପାରିଲା ନାହିଁ । ଆଜି ସେ ବହୁତ ଅଧିକ ବଦଳି ଯାଇଛନ୍ତି ।

ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *