ଦେଖନ୍ତୁ Real life ରେ କିପରି ଦେଖା ଯାଆନ୍ତି ସିରିଏଲ ‘ବନ୍ଧନ ଏ ଜନ୍ମ ଜନ୍ମର’ ର Actor ମାନେ ?

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଡିଆ ଟିଭି ଇଣ୍ଡଷ୍ଟ୍ରିରେ ପ୍ରସାରିତ ହେଉଥିବା ଲୋକପ୍ରିୟ ଧାରାବାହିକ ‘ବନ୍ଧନ ଜନ୍ମ ଜନ୍ମର’ ନିଶ୍ଚୟ ଦେଖିଥିବେ । ଏହି ଧାରାବାହିକଟି ଓଡିଶା ବାସୀ ମାନେ ଦେଖିବାକୁ ବେସ ପସନ୍ଦ କରିଛନ୍ତି । ଏହି ସିରିଏଲରେ ଅଭିନୟ କରୁଥିବା ସମସ୍ତ କଳାକାର ମାନେ ନିଜର ସୁନ୍ଦର ଅଭିନୟ ପଦର୍ଶନ କରି ଦର୍ଶକ ମାନଙ୍କ ମନ ଜିତିଛନ୍ତି । ଏହି ସିରିଏଲରେ ଅଭିନୟ କରି କଳାକାର ମାନେ ସଫଳତା ମଧ୍ୟ ପାଇଛନ୍ତି ।

ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହି ସିରିଏଲରେ ଅଭିନୟ କରୁଥିବା କଳାକାର ମାନଙ୍କ ରିଅଲ ଲାଇଫ ଲୁକ୍ ବିଷୟରେ କହିବାକୁ ଯାଉଛୁ ତା ହେଲେ ଆସନ୍ତୁ ଜଣାଇବା ଏହା ବିଷୟରେ । ଗଜରା- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ଗଜରା । ଆପଣ ମାନେ ସମସ୍ତେ ଏହି ସିରିଏଲରେ ଗଜରାଙ୍କ ଜବରଦସ୍ତ ଅଭିନୟ ନିଶ୍ଚୟ ଦେଖିଥିବେ । ବନ୍ଧୁଗଣ ଗଜରା ରିଅଲ ଲାଇଫରେ ବହୁତ ସୁନ୍ଦର ଓ ଷ୍ଟାଇଲିସ ନଜର ଆସନ୍ତି ଯାହାଙ୍କୁ ଆପଣ ମାନେ ଏହି ଫଟୋ ଦେଖି ପାରୁଥିବେ ।

ମନ୍ଦିରା- ବନ୍ଧୁଗଣ ଆମ ଲିଷ୍ଟର ଦ୍ଵିତୀୟ ସ୍ଥାନରେ ଅଛନ୍ତି ଟିଭି ଇଣ୍ଡଷ୍ଟ୍ରିର ସୁନ୍ଦରୀ ଅଭିନେତ୍ରୀ ମନ୍ଦିରା । ମନ୍ଦିରା ଏହି ସିରିଏଲରେ ବୋହୁ ଭୂମିକାରେ ନଜର ଆସୁଛନ୍ତି । ରିଅଲ ଲାଇଫରେ ତାଙ୍କ ଲୁକ୍ ବହୁତ ଷ୍ଟାଇଲିସ ଅଛି । ସେ ନିଜ ଲୁକ୍ ପାଇଁ ଅଧିକାଂଶ ସମୟ ସୋସିଆଲ ମିଡିଆରେ ଚର୍ଚାରେ ରୁହନ୍ତି ।

ରାଜେଶ୍ଵରୀ- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ରାଜେଶ୍ଵରୀ । ଆପଣ ମାନେ ସମସ୍ତେ ରାଜେଶ୍ଵରୀଙ୍କ ଜବରଦସ୍ତ ଅଭିନୟ ତ ନିଶ୍ଚୟ ଦେଖିଥିବେ । ରାଜେଶ୍ଵରୀ ଏହି ସିରିଏଲରେ ଅଭିନୟ କରି ବହୁତ ଲୋକପ୍ରିୟତା ହାସଲ କରିଛନ୍ତି । ବନ୍ଧୁଗଣ ରାଜେଶ୍ଵରୀ ରିଅଲ ଲାଇଫରେ ବହୁତ ସୁନ୍ଦର ନଜର ଆସନ୍ତି ।

ବିକ୍ରମ- ବନ୍ଧୁଗଣ ଆମ ଲିଷ୍ଟର ଚତୁର୍ଥ ସ୍ଥାନରେ ଅଛନ୍ତି ବିକ୍ରମ । ଆପଣ ମାନେ ସମସ୍ତେ ଏହି ସିରିଏଲରେ ବିକ୍ରମଙ୍କ ଜବରଦସ୍ତ ଅଭିନୟ ନିଶ୍ଚୟ ଦେଖିଥିବେ । ବିକ୍ରମ ଓଡିଆ ଟିଭି ଇଣ୍ଡଷ୍ଟ୍ରିରେ କାମ କରି ସୁନାମ ଅର୍ଜନ କରିଛନ୍ତି ଓ ତାଙ୍କ ଲୋକପ୍ରିୟତା ମଧ୍ୟ ବେସ ଅଧିକ ରହିଛି । ରିଅଲ ଲାଇଫରେ ବିକ୍ରମ ବହୁତ ହ୍ୟାଣ୍ଡସମ ଓ ଷ୍ଟାଇଲିସ ନଜର ଆସନ୍ତି ।

ନେନା- ବନ୍ଧୁଗଣ ଆମ ଲିଷ୍ଟର ପଞ୍ଚମ ସ୍ଥାନରେ ଅଛନ୍ତି ନେନା । ଏହି ସିରିଏଲରେ ନେନାଙ୍କ ଜବରଦସ୍ତ ଅଭିନୟ ଓ ସୁନ୍ଦରତାକୁ ଓଡିଶା ବାସୀ ବେସ ଅଧିକ ପସନ୍ଦ କରିଛନ୍ତି । ନେନା ସୋସିଆଲ ମିଡିଆରେ ନିଜ ଲାଇଫ ଷ୍ଟାଇଲ ପାଇଁ ବହୁତ ଚର୍ଚାରେ ରୁହନ୍ତି । ନେନା ରିଅଲ ଲାଇଫରେ ବହୁତ ଷ୍ଟାଇଲିସ ନଜର ଆସନ୍ତି ।

ରାଜବିର- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ରାଜବିର । ରାଜବିର ଏହି ସିରିଏଲରେ ବହୁତ ସୁନ୍ଦର ଅଭିନୟ ପଦର୍ଶନ କରିଛନ୍ତି । ବନ୍ଧୁଗଣ ରିଅଲ ଲାଇଫରେ ରାଜବିର ବହୁତ ଷ୍ଟାଇଲିସ ଓ ହ୍ୟାଣ୍ଡସମ ନଜର ଆସନ୍ତି । ଆପଣ ମାନେ ଏହି ଫଟୋରେ ତାଙ୍କ ଲୁକ୍ ଦେଖିପାରୁଥିବେ ।

ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *