ନଳ କୂପରୁ ବାହାରୁଛି mada, ଯେତେ ମାରିଲେ ସେତେ ବାହାରୁଛି, ଲିଟର ଲିଟର ମଦରେ ଭାସିଲା ଫସଲ…ଦେଖନ୍ତୁ Video

ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓ ବିଷୟରେ ଜାଣିଲେ ଆପଣ ନିଜ ମୁଣ୍ଡରେ ହାତ ଦେବେ । ଆଉ ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ । ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ଭିଡିଓରେ ନଳକୂପରୁ ବାହାରୁଛି ମ-ଅଦ ।

ଯେତେ ମାରିଲେ ସେତେ ବାହାରୁଛି ମ-ଅଦ । ଲିଟର ଲିଟରରେ ଭାସିଲା ଫସଲ । ବିଲରେ ଛିଡା ହୋଇଛି ପୋଲିସ ଆଉ ପୋଲିସ ହାତରେ ହେଣ୍ଡ ପମ୍ପ । ପୋଲିସ ବାବୁ ଜଣକ ଯେତିକି ହେଣ୍ଡ ପମ୍ପ ମାରୁଛନ୍ତି ସେତିକି ବାହାରୁଛି ମ-ଅଦ । ହଁ ବନ୍ଧୁ ଆପଣ ମାନଙ୍କୁ ଏହି ଘଟଣାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ । ଆପଣ ମାନେ ଭାଇରାଲ ହେଉଥିବା ଏହି ଦୃଶ୍ୟକୁ ଟିକେ ଭଲ ଭାବରେ ଦେଖନ୍ତୁ ।

ବିଲରେ ପୋଲିସ ଚଢାଉ କରିଛନ୍ତି ଆଉ ମାଟି ତଳୁ ମାରିଛି ଦେଶୀ ମ-ଅଦ । ଚାଷ ଜମିରେ ପୋତା ହୋଇଛି ଡ୍ରମ ଡ୍ରମ ଦେଶୀ ମ-ଅଦ । ବନ୍ଧୁଗଣ ମିଡିଆ ରିପୋର୍ଟସ ଅନୁସାରେ ଏହି ଘଟଣାଟି ମଧ୍ୟପ୍ରଦେଶରେ ଘଟିଛି । ମଧ୍ୟପ୍ରଦେଶର ଭାନପୁର ଗ୍ରାମରେ ପୋଲିସ କରିଥିଲେ ଦେଶୀ ମ-ଅଦର ଚଢାଉ । ଗାଁର ଘରେ ଘରେ ବୁଲି ରେଡ କରିବା ପରେ ପୋଲିସ ପହଞ୍ଚି ଥିଲା ଚାଷ ଜମିରେ । ଆଉ ଜମିରେ ପୋଲିସ ଯାହା ଦେଖିଲା ତାହା ଆପଣ ମାନଙ୍କ ସାମ୍ନାରେ ।

ଚାଷ ଜମିରେ ପୋତା ହୋଇଥିଲା 8ଟି ଡ୍ରମରେ ଦେଶୀ ମ-ଅଦ  । ପୋଲିସ ମ-ଅଦର ସୁରାଗ ପାଇବା ପରେ ହେଣ୍ଡ ପମ୍ପ ଦ୍ଵାରା ମ-ଅଦକୁ ବାହାର କରିଥିଲା । ହଁ ବନ୍ଧୁଗଣ ସେହି ଜମିରୁ ମ-ଅଦ ଏତେ ବାହାରିଲା ଯେ, ଫସଲ ଜମି ମ-ଅଦରେ ଉବୁ ଡୁବୁ ହେଉଥିଲା । ଆଉ ଶେଷରେ ପୋଲିସ ଦେଶୀ ମ-ଅଦକୁ ନଷ୍ଟ କରିବା ସହିତ ମ-ଅଦ ବେପାରୀଙ୍କୁ ଚିହ୍ନଟ କରିଥିବା ଜଣା ପଡିଛି । ବର୍ତ୍ତମାନ ଏହି ଘଟଣାକୁ ନେଇ ସାରା ଭାରତରେ ଚର୍ଚ୍ଚା ଜୋର ଧରିଛି ।

ଏଭଳି ଏକ ଘଟଣା ବୋଧ ହୁଏ ପ୍ରଥମ ଥର ପାଇଁ ଘଟିଛି । କିଛି ବ୍ୟକ୍ତି ସୁରକ୍ଷା ଦ୍ରୁଷ୍ଟିରୁ ମ-ଅଦ ଡ୍ରମ ଗୁଡିକୁ ଚାଷ ଜମିରେ ପୋତି ସେଠାରେ ବେପାର କରୁଥିଲେ । ହେଲେ ପୋଲିସ ସେହି ଜମି ଉପରେ ଚଢାଉ କରି ଏବେ ମ-ଅଦ ଜବତ କରିଛି ଆଉ ଅଭିଯୁକ୍ତ ମାନଙ୍କୁ ଗିରଫ କରିଛି । ତା ହେଲେ ବନ୍ଧୁଗଣ ଏହି ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *