ପଦାରେ ପଡିଲା ଓଡିଆ ପ୍ରଯୋଜକ Akshay Parija ଙ୍କ ଅସଲ ଚେହେରା, ଅନ୍ତରଙ୍ଗ ମୂହୁର୍ତ୍ତର ଭିଡିଓ ଭାଇରାଲ ହେବା ପରେ ମିଡିଆ ଆଗରେ ଦେଲେ ଏମିତି ପ୍ରତିକ୍ରିୟା, ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ କାମ କରୁଥିବା ସମସ୍ତ ପ୍ରଯୋଜକ ମାନଙ୍କୁ ନିଶ୍ଚୟ ଜାଣିଥିବେ । ଆଜି ଆମେ ଆପଣ ମାନଙ୍କୁ ଯେଉଁ ପ୍ରଯୋଜକଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆମ ଓଡିଆ ଇଣ୍ଡଷ୍ଟ୍ରିରେ ଅନେକ ସୁପର ହିଟ ଫିଲ୍ମ କରି ପ୍ରସିଦ୍ଧି ହାସଲ କରିଛନ୍ତି । ଏହି ପ୍ରଯୋଜକ ଜଣକ ହେଉଛନ୍ତି ଅକ୍ଷୟ ପରିଜା । ଦର୍ଶକ ବନ୍ଧୁ ଏବେ ଓଡିଆ ଇଣ୍ଡଷ୍ଟ୍ରିର ଅବସ୍ଥା ବହୁତ ଜଟିଳ ରହିଛି ଓଡିଆ ଫିଲ୍ମ ଗୁଡିକୁ ଏବେ ଥିଏଟର ମିଳୁନି ।

ଆଉ ଗତ କିଛି ଦିନ ତଳେ ଓଡିଆ ଇଣ୍ଡଷ୍ଟ୍ରିକୁ ଉଧାରିବା ପାଇଁ 5 କୋଟି ଟଙ୍କାର ଅଫର ଦେଇଥିଲେ ଅକ୍ଷୟ ।  ନିଜର ଏହି ବୟାନ ପରେ ସେ ବହୁତ ଚର୍ଚ୍ଚାରେ ରହିଥିଲେ ହେଲେ ଗତ କିଛି ସମୟ ହେବ ଅକ୍ଷୟ କିଛି ଅଲଗା କାରଣ ପାଇଁ ଚର୍ଚ୍ଚାରେ ଅଛନ୍ତି । ଏବେ ଅକ୍ଷୟଙ୍କ ନଗ-ଅନ ଭିଡିଓ ମୋବାଇଲ ରୁ ମୋବାଇଲକୁ ଘୁରି ବୁଲୁଛି । ଅକ୍ଷୟ ଏକ ଯୁବତୀଙ୍କ ସହ ଶଆରୀଇରିକ ସମ୍ପର୍କ ରଖୁଥିବାର ଦୃଶ୍ୟ ଏହି ଭିଡିଓରେ ଦେଖିବାକୁ ମିଳୁଛି ।

ତେବେ ବନ୍ଧୁଗଣ ଏହି ଭିଡିଓ ଭାଇରାଲ ହେବା ପରେ ଏବେ ସାରା ଓଡିଶାରେ ଏହାକୁ ନେଇ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି ।  ତେବେ ଯୁବତୀଙ୍କୁ ଫିଲ୍ମରେ ଏକ ଚରିତ୍ର ଦେବାର ଲାଳସା ଦେଖାଇ ଅକ୍ଷୟ ତାଙ୍କୁ ଦଉଷ୍କଅର୍ମ କରିଛନ୍ତି । ଯୁବତୀଙ୍କ ସହ ଦଉଷ୍କଅର୍ମ କରି ଭିଡିଓ ରଖିଥିଲେ ଅକ୍ଷୟ ଆଉ ଭିଡିଓ ଭାଇରାଲ କରିବାର ଧମକ ଦେଇ ସେ ବାରମ୍ବାର ଯୁବତୀଙ୍କ ସହ ଦଉଷ୍କଅର୍ମ କରୁଥିଲେ ।

ଏହା ସହ ସେ ଯୁବତୀଙ୍କୁ ଧମକ ଦେଇ କହିଥିଲେ ଯେ, ଯଦି ଯୁବତୀ ଆଉ କାହା ସହ ବିବାହ କରିବେ ବା ଆଉ କାହାକୁ ଯଦି ଏହା ବିଷୟରେ କହିବେ ତା ହେଲେ ଅକ୍ଷୟ ତାଙ୍କୁ ଜୀବନରୁ ମାରିଦେବେ ।  ବନ୍ଧୁଗଣ 60 ବର୍ଷ ବୟସରେ ଏଭଳି ଲଜ୍ଜା ଜନକ କାଣ୍ଡ କରିବାକୁ ଅକ୍ଷୟଙ୍କ ମନ ଟାଣିଲା କେମିତି । ତେବେ ଏନେଇ କିଛି ଗଣମାଧ୍ୟମ ପ୍ରତିନିଧି ଅକ୍ଷୟଙ୍କ ପ୍ରତିକ୍ରିୟା ନେବାକୁ ଯାଇଥିଲେ ।

ଅକ୍ଷୟ ଏହି ଘଟଣା ବିଷୟରେ କିଛି ବି କହିଲେ ନାହିଁ । ଅକ୍ଷୟ ରାଗ କଢ ମଢରେ ଚାହିଁ କେବଳ କହିଲେ, ମୋ ସହ ଆପଣ ମିସବିହେବ କରୁଛନ୍ତି । ବୋଧ ହୁଏ ଭିଡିଓ ଭାଇରାଲ ହେବା ପରେ ଅକ୍ଷୟଙ୍କ ପାଦ ତଳୁ ମାଟି ଖସି ଯାଇଛି ଆଉ ଏହା ହେଉଛି ତାର ସାଇଡ ଇଫେକ୍ଟ । ତା ହେଲେ ବନ୍ଧୁଗଣ ଏହି ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *