ଖଟରେ ବୋହୂ ହେଉଥିଲା ଗୁଲୁଗୁଲୁ… ସ୍ୱାମୀ ଓ ଶଶୂର ଦେଖିଦେଲେ ପ୍ରେମିକକୁ…ଆଉ ତା ପରେ….

ନମସ୍କାର ବନ୍ଧୁଗଣ, ସ୍ଵାମୀ ଥାଉ ଥାଉ ସ୍ତ୍ରୀ ପର ପୁରୁଷ ପାଖରେ ଗୋଟିଏ ଖଟରେ ଶୋଇ କରୁଥିଲା ରାସଲୀଳା । ସ୍ତ୍ରୀକୁ ଲାଗୁଥିଲେ ବୋଧେ ସବୁବେଳେ ଏମତି ଲୁଚି ଲୁଚି ପର ପୁରୁଷ ଠାରୁ ମଜା ଉଠାଇବ । କିନ୍ତୁ ରାସଲୀଳା କରୁଥିବା ସମୟର ଦୃଶ୍ୟକୁ ଦେଖିନେଲେ ସ୍ଵାମୀ ଏବଂ ଶଶୁର । ଧରାପଡିଗଲେ ମହିଳା ଜଣଙ୍କ । ତାଙ୍କ ପରପ୍ରିୟା ପ୍ରୀତି ରହିଗଲା ଅଧାରେ । ତେବେ ବର୍ତ୍ତମାନ ସୁଧା ଆସିଥିବା ଏହି ଖବର ସହ ଜଡିତ କଣ ରହିଛି ସମ୍ପୂର୍ଣ ଖବର ତାହା ଆଉ ଡେରି ନକରି ଆସନ୍ତୁ ଜାଣିବା ।

ସ୍ଵାମୀ ଏବଂ ଶଶୁରଙ୍କ ଆଗରେ ଏହି ଘଟଣା ଧରାପଡିବା ପରେ ସ୍ଵାମୀ ଏବଂ ଶଶୁର ମିଶି ଘଟାଇ ଦେଲେ ଏକ ସାଂଘାତିକ କାର୍ଯ୍ୟ । ପର ପୁରୁଷ ପୁରୁଷ ସହ ନାଟ କରୁଥିବା ମହିଳା ଜଣଙ୍କୁ ପିଟି ପିଟି ମାରିଦେଲେ ସ୍ଵାମୀ ଏବଂ ଶଶୁର । ଏଭଳି ଏକ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ମେରଡା ବ୍ଲକ ତଥା ବେତନଟି ଥାନା ଅଧିନସ୍ଥ ଭାଲିଆଡ଼ିହା ପଞ୍ଚାୟତର କେନ୍ଦୁଝରିଆ ଗ୍ରାମରେ ।

ଖବର ଅନୁଯାୟୀ ସୋମବାର ଦିନ ସେହି ଗ୍ରାମରେ ଯାହାରିଆ ପୂଜା ଏବଂ ନାଚଗୀତ ଚାଲିଥିଲା । ଏହି ସମୟରେ ଗଣ୍ଡିଗୋଦା ଗ୍ରାମର ଜରସାୟୁ ତାଙ୍କ ପରିବାର ଲୋକଙ୍କ ସହ ନାଚ ଗୀତା ଦେଖିବା ପାଇଁ ଆସିଥିଲେ । ସେହି ସମୟରେ ମହିଳା ଜଣଙ୍କ ହଠାତ କୁଆଡେ ଚାଲିଗଲେ ।

ତାଙ୍କୁ ନ ପାଇ ସନ୍ଦେହ ହେବାରୁ ସ୍ଵାମୀ ଏବଂ ଶଶୁର ତାଙ୍କୁ ଖୋଜିବା ପାଇଁ ଏକ ଏକୁଟିଆ ନିଚ୍ଚାଟିଆ ଜାଗାରେ ଥିବା ଘରକୁ ଯାଇ ଦେଖିବା ବେଳକୁ ମହିଳା ଜଣଙ୍କ ଉକ୍ତ ଯୁବକ ସହ ଅନୈତିକ କାର୍ଯ୍ୟରେ ଲୁପ୍ତ ଥିଲା । ଏହାକୁ ନିଜ ଆଖିରେ ଦେଖିବା ପରେ ସ୍ଵାମୀ ଏବଂ ଶଶୁର ବହୁତ ଜୋରେ ରାଗି ଯାଇଥିଲେ ।

ବାସ ଏହା ଦେଖିବା ପରେ ବାପା ପୁଅ ମିଶି ରାଗ ଜର ଜର ହୋଇ ସେହି ସ୍ଥାନରେ ହିଁ ସମ୍ପୃକ୍ତ ଥିବା ଯୁବକ ଜଣଙ୍କୁ ମାରି ଦେଇଥିଲେ । ଏଭଳି ଏକ ଅଭାବନୀୟ ଘଟଣା ଘଟିବା ପରେ ନିହାତି ଭାବରେ ସମସ୍ତଙ୍କ ମନରେ ଡର ଆସିବା ଉଚିତ କାରଣ ଏଭଳି ଅନୈତିକ ସମ୍ପର୍କରେ ମିଳୁଥିବା କିଛି ସମୟର ଆନନ୍ଦ ପାଇଁ ଆପଣଙ୍କ ଜୀବନ ମଧ୍ୟ ଯାଇପାରେ ତେଣୁ ସ୍ସାବଧାନ ରହିବା ସହ ଏହିସବୁ କାର୍ଯ୍ୟରୁ ନିବୃତ ମଧ୍ୟ ରୁହନ୍ତୁ । ଏହା ସମ୍ପର୍କରେ ଆପଣଙ୍କ ମତ କମେଣ୍ଟ ଦ୍ଵାରା ନିହାତି ଜଣାନ୍ତୁ ।

Leave a Reply

Your email address will not be published. Required fields are marked *