ବନ୍ଧୁଗଣ କ୍ୟାମେରା ମ୍ୟାନ ମାନସ ସାହୁ ହତୟଆକାଣ୍ଡଟି ଏବେ ସାରା ଓଡିଶାରେ ହଲଚଲ ସୃଷ୍ଟି କରିଛି । ଏହି ମାମଲାକୁ ନେଇ ସବୁ ଆଡେ ଜୋର ଚର୍ଚ୍ଚା ଧରିଛି । ବନ୍ଧୁଗଣ ଏହି ମାମଲାକୁ ନେଇ ଏବେ ଏକ ଭିଡିଓ ସାମ୍ନାକୁ ଆସୁଛି ଓ ଏହି ଭିଡିଓ ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ । ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ଏବେ କ୍ରାଇମ ବ୍ରାଞ୍ଚ ରିମାଣ୍ଡରେ ଅଛନ୍ତି ।
ଏବେ ସତ କହୁଛନ୍ତି ଶର୍ମିଷ୍ଠା ମାନସ ସ୍ଵାଇଁ ହତୟଆର ସତ ବାହାର କରୁଛି କ୍ରାଇମବ୍ରାଞ୍ଚ । ଗତ ପହଡଦିନ ଠାରୁ ପାଞ୍ଚ ଦିନିଆ ରିମାଣ୍ଡରେ ଯାଇଛନ୍ତି ଶର୍ମିଷ୍ଠାଙ୍କ ସମେତ 4 ଅଭିଯୁକ୍ତ । ବନ୍ଧୁଗଣ ଏବେ ଏହି ମାମଲାକୁ ନେଇ ଅନେକ ତଥ୍ୟ ସାମ୍ନାକୁ ଆସି ସାରିଛି । ବନ୍ଧୁଗଣ ଏହି ମାମଲାରେ ସବୁଠାରୁ ଅଧିକ ଭୂମିକା ଅଭିଯୁକ୍ତ ନିରଞ୍ଜନ ସେଠିଙ୍କର ମଧ୍ୟ ରହିଛି ।
ତେବେ ପ୍ରଥମେ ମାନସଙ୍କୁ ଅପହରଣ କରଯାଇଥିଲା ଓ ଆଶ୍ରମରେ ନେଇ ରଖା ଯାଇଥିଲା । ଆଶ୍ରମରେ କିଛି ସମୟ ତାଙ୍କୁ ରଖାଯାଇ ଚିପ୍ ବିଷୟରେ ପଚରା ଯାଇଥିଲା । ମାନସ ଚିପ୍ ନଦେବାରୁ ସେହି ଆଶ୍ରମରେ ତାଙ୍କୁ ମାଆଡ ମାଆରିଇଥିଲେ ଅଭିଯୁକ୍ତ ମାନେ । ସେଠାରେ ଶର୍ମୀଷ୍ଠା ଓ ନିରଞ୍ଜନ ମଧ୍ୟ ଉପସ୍ଥିତ ଥିଲେ । ନିଜେ ନିରଞ୍ଜନ ମଧ୍ୟ ମାନସଙ୍କୁ ମାଆଡ ମାଆରିଇଥିଲେ ।
ମାନସଙ୍କୁ ହତୟଆ କରିବା ପରେ ସେମାନେ ତାର ମୃତ ଶରୀରକୁ ପୋତି ଦେଇଥିଲେ ଓ ତାର ସମସ୍ତ ଜିନିଷ ଗୁଡିକୁ ଜଳାଇ ଦେଇଥିଲେ । ତେବେ ଗତ କାଲି ମାନସକୁ ପୋତା ହୋଇଥିବା ସ୍ଥାନରେ ପହଞ୍ଚି ଥିଲା କ୍ରାଇମ ବ୍ରାଞ୍ଚ ଓ ପୋଡା ଯାଇଥିବା ଜିନିଷ ଗୁଡିକୁ ମଧ୍ୟ ଜବତ କରାଯାଇଛି । ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି ।
ଏହି ଭିଡିଓ ଶର୍ମୀଷ୍ଠାଙ୍କୁ କ୍ରାଇମବ୍ରାଞ୍ଚ ଟିମ ଆଶ୍ରମ ନେଇ ଯାଇଛନ୍ତି । ଶର୍ମୀଷ୍ଠା ନିଜ ମୁହଁ ମାନି ଛନ୍ତି ଆଉ ଯେଉଁ ସ୍ଥାନରେ ସେ ମାନସଙ୍କ ହତୟଆ କରିଛନ୍ତି ସେ ସ୍ଥାନ ମଧ୍ୟ ଦେଖାଉ ଛନ୍ତି । ଏବେ ଏହି ଭିଡିଓକୁ ନେଇ ସବୁ ଆଡେ ଚର୍ଚ୍ଚା । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।