ବନ୍ଧୁଗଣ, ଓଡିଆ ସିନେ ଜଗତର ନାୟିକା ଝିଲିକ ଙ୍କ ଅଭିନୟ ଆପଣ ମାନେ ବେସ ଭଲ ଭାବରେ ଦେଖିଥିବେ । ତାଙ୍କ ଅଭିନୟରେ ଲକ୍ଷାଧିକ ଫ୍ୟାନ୍ସ ତାଙ୍କ ଦିୱାନା ଅଟନ୍ତି । ସେ ନିଜ ଅଭିନୟ ଦ୍ଵାରା ଅନେକ ଦର୍ଶକ ଙ୍କ ହୃଦୟରେ ରାଜକରି ଆସିଥିଲେ । ଅଭିନେତା ବାବୁଷାନ ତଥା ଅନୁଭବ ଙ୍କ ସହିତ ଚଳଚିତ୍ର କରି ଅଭିନେତ୍ରୀ ଝିଲିକ ବେସ ସୁନାମ ଅର୍ଜନ କରିଛନ୍ତି । କିଛି ଦିନ ତଳେ ଅଭିନେତ୍ରୀ ଝିଲିକ ନେତା ପ୍ରୀତିକାନ୍ତ ଘଡେଇ କୁ ପ୍ରେମ ବିବାହ କରିଥିଲେ ।
ଏହି ବଙ୍ଗୀୟ ରାଜ୍ୟ ରୁ ଆସିଥିବା ଏହି ଅଭିନେତ୍ରୀ ଜଣକ ଓଡିଶା ରେ ଖୁବ କମ ସମୟ ମଧ୍ୟରେ ଓଡିଶାବାସୀ ଙ୍କୁ ନିଜର କରିପାରିଥିଲେ । ଜଣେ ଓଡିଆ ଘରକୁ ବିବାହ କରି ସବୁଦିନ ଲାଗି ବୋଧୂ ସାଜି ଯାଇଛନ୍ତି । ଏବଂ ସେଠାରେ ମଧ୍ୟ ନିଜ ଶାଶୁ ଶଶୁର ଙ୍କୁ ଆପଣାଇ ସନ୍ନମାନ ତଥା ସ୍ନେହ ଶ୍ରଦ୍ଧା ରେ ଜୀବନଜାପନ କରୁଛନ୍ତି । ନିଜର ଦାମ୍ପତ୍ୟ ଜୀବନ କୁ ମଧ୍ୟ ସେ ମାନ୍ୟତା ଦେଇ ଏ ପର୍ଯ୍ୟନ୍ତ ନିଜ ସ୍ଵାମୀ ଙ୍କ ସହିତ ହସ ଖୁସିରେ ରହିଆସିଛନ୍ତି ।
ମାତ୍ର ବର୍ତ୍ତମାନ ସୂଚନା ଅନୁଯାୟୀ ଝିଲିକ ମା’ ହେବାକୁ ଯାଉଛନ୍ତି । ଏବଂ ୭ ମାସ ରେ ତାଙ୍କ ସାଦଖିଆ ପାଳନ କରାଯାଇଛି । ଏଥିରେ ପରିବାର ବର୍ଗ ସମସ୍ତେ ଉପସ୍ଥିତ ଥିଲେ । ପରିବାର ଲୋକ ଙ୍କ ସମେତ ବଡ ବଡ ନେତା ତଥା ଓଲିଉଡ ଇଣ୍ଡଷ୍ଟ୍ରି ର କଳାକାର ମାନେ ମଧ୍ୟ ଉପସ୍ଥିତ ଥିଲେ । ପ୍ରଥମେ ଝିଲିକ ଙ୍କ ସ୍ଵାମୀ ତଥା ପରିବାର ଲୋକେ ପ୍ରଥମେ ଝିଲିକ ଙ୍କୁ ସାଦ ଖୁଆଇଥିଲେ ।
ଏହାପରେ ତାଙ୍କ ବନ୍ଧୁ ମାନେ ଜଣେ ଜଣେ କରି ସାଦଖୁଆଇ ଥିଲେ । ଝିଲିକ ଜଣେ ଓଡିଆ ଘରର ବୋଧୂ ସାଜି ବେସ ଖୁସ ଅଛନ୍ତି ବୋଲି ସେ କହିଥିଲେ । ଏହାପରେ ନିଜ ସାଦଖିଆ ର ଖୁସି ରେ ସେ ବନ୍ଧୁ ତଥା ପରିବାର ଲୋକ ଙ୍କ ସହିତ ମିଶି ଡ୍ୟାନ୍ସ ମଧ୍ୟ କରିଥିଲେ । ଏହି ଡ୍ୟାନ୍ସ କୁ ଦେଖି ମନେ ହେଉଥିଲା ଯେପରି ସେ ଦୁନିଆର ସବୁଖୁସି ପାଇଯାଇଛନ୍ତି । ତେବେ ଘରକୁ ଏକ କୁନି ପିଲା ର ଆଗମନ କୁ ନେଇ ପରିବାର ଲୋକେ ମଧ୍ୟ ଝିଲିକ ଙ୍କର ବେସ ଯତ୍ନ ନେଉଛନ୍ତି ।
ତାଙ୍କୁ ଯେପରି କୌଣସି ପ୍ରକାରର କଷ୍ଟ ନ ହୁଏ ସେଥିପ୍ରତି ମଧ୍ୟ ସଜାଗ ରହିଛନ୍ତି । ତେବେ ଆଉ କିଛି ମାସ ପରେ ଝିଲିକ ଙ୍କ ଘରକୁ ଆସିବା ତାଙ୍କ ଶିଶୁ । ଦର୍ଶକ ବନ୍ଧୁ ଆପଣ ମାନେ ମଧ୍ୟ ଝିଲିକ ଏବଂ ତାଙ୍କ ଶିଶୁ ଯେପରି ସୁସ୍ଥ ରୁହନ୍ତୁ ଏହି କାମନା ଭଗବାନ ଙ୍କ ନିକଟରେ ଜଣାନ୍ତୁ । ତେବେ ବନ୍ଧୁଗଣ ଏହି ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।