‘କିଛି ନ ଜାଣି କଥା କୁହନି ପ୍ରମିଳା, ମୁଁ ମୁହଁ ଖୋଲିଲେ…’ Pramila ଙ୍କୁ ଏମିତି କାହିଁକି କହିଲେ କଂଗ୍ରେସ ବିଧାୟକ Sura Routray, ଦେଖନ୍ତୁ Video

ବନ୍ଧୁଗଣ, ସୂଚନା ଅନୁଯାୟୀ ଜଟଣୀ ର ବିଧ୍ୟାୟକ ସୁର ରାଉତରାୟ ଏପରି କହିଛନ୍ତି ଯେ, ତାଙ୍କର ଜଣେ ଭଦ୍ର ମହିଳା ସେ ପର୍ଦିନ ଗୋଟିଏ ମିଶ୍ରଣ କରିଥିଲେ ଦୁଇ ଜଣଙ୍କୁ ନେଇ, ଏବଂ କହିଲେ ମିଶି କି ଆମ୍ଭେ ଦଖଲ କରିବୁ ବିଧାନ ସଭା ସିଟ ଏବଂ ୫୦ ହଜାର ଭୋଟ । ମାତ୍ର କେତେ ରେ କେତେ ବା ପ୍ରମିଳା ? ତୁମେ ଜଣେ ସାନ ଭଉଣୀ । ତୁମେ ଗଣି ଜାଣିନ ? ୫୦ ହଜାର ଜଟଣୀ ଭୋଟର ଭାଇ ଭଉଣୀ ଦେବେ କାହାକୁ କ’ଣ ?

ଜଟଣୀରେ ଯେତିକି କାମ ହୋଇଛି ତୁ ଅଚେତା ହୋଇଯିବୁ ତାହା ଶୁଣିଲେ । ୱାଟର ସପ୍ଲାଏ DAY and NIGHT ପୁରୀରେ ନାହିଁ । ଟାଉନ ହଲ ଭୁବନେଶ୍ଵର ରେ ନାହିଁ । ଭୁବନେଶ୍ଵରରେ Daily DAY and NIGHT ପାଣି ନାହିଁ । ବସଷ୍ଟାଣ୍ଟ CSC, ହସ୍ପିଟାଲ, କଲେଜ, ୭ ଟା ହାଇସ୍କୁଲ, ଜଟଣୀ ଟାଉନ ଭିତରେ, ଅଫିସ, ନୂଆ ତହସିଲ, ଫାୟାର ଷ୍ଟେସନ, ମାନଚିତ୍ର ବଦଳି ଦିଆଯାଇଅଛି ।

ଆଇଆଇଟି, ନାଇଜର, ଇମ୍ଫସିସ, ସେଣ୍ଟର, ଏମ୍ସ, ଜଟଣୀ ରେ କରାଯାଇଅଛି । ଅଚେତା ହେଇଯିବୁ ପ୍ରମିଳା, ଖାଲି ପଢିଦେ କ’ଣ କରିଛୁ ଆମ୍ଭେ ? ୪୨ ଟା ହାଇସ୍କୁଲ ୧୩ ଟା କଲେଜ, ୧୭ ଟା ହସ୍ପିଟାଲ । ମାତ୍ର ଖାଲି ଲିଷ୍ଟ ଦେଖିଲେ ପ୍ରମିଳା ତୁ ବାନ୍ତି କରିପକାଇବୁ । ଲୋକ ଭୋଟ ଦେବେ କିଏ କ’ଣ କରିଛି ନ କରିଛି । ମାତ୍ର ତମେ ଜୋଡାଏ ନେଇଗଲେ ପାୱାର ବଳରେ ତଥା ପଇସା ବଳରେ ସବୁ ଲେଉଟେଇ ଦେବ ।

ମାତ୍ର ତମେ ୧୦ ଦିନ ଆଗରୁ ଚେୟାରମ୍ୟାନ ହେଇଛ ତମକୁ କିଏ ପଚାରୁଛି ? ଏଣୁ ଯଦି ଜାଣିବ ଆର ଅଛି ତେବେ ଭଲ ଭାବରେ ଜାଣ ଯେ ଆମ୍ଭେ ଜଟଣୀ ନିମନ୍ତେ କ’ଣ କରିଛୁ କ’ଣ ନ କରିଛୁ ? କିଛି ନ ଜାଣି ଏଭଳି ଆକ୍ଷେପ ଲଗାଓନି । ପ୍ରଥମେ ଲିଷ୍ଟ ଦେଖ ସେଥିରେ କ’ଣ ଲେଖାହୋଇଛି ତଥା କେତେ ଉନ୍ନତି ହେଇଛି ଏହାପରେ ତମେ କହିଚାଲ ।

ତେବେ ବନ୍ଧୁଗଣ ଏହିଭଳି ସୁର ବାବୁ ପ୍ରମିଳା ଙ୍କୁ କହିଛନ୍ତି । କିଛି ନ ବୁଝି ପ୍ରମିଳା କହିବାରୁ ସୁର ନିଜ ପ୍ରତି ଉତ୍ତର ରେ ଏହିଭଳି କହିଛନ୍ତି । ବର୍ତ୍ତମାନ ଭୋଟ କୁ ନେଇ ପୁଣି ବିବାଦ ଲାଗିପାରେ ଏହିଭଳି କଥା ରୁ ଜଣା ଯାଉଅଛି । ତେବେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *