ଯେସାକୁ ତେସା ! ପୋଲିସ ଚାଲାଣ କାଟିଲା ବୋଲି ଥାନାର ଲାଇନ କାଟିଦେଲେ ଲାଇନ ମ୍ୟାନ, ଆଉ ତା’ପରେ ଯାହା ହେଲା ଶୁଣିଲେ କାବା ହେବେ…

ଚାଲାଣ କାଟିବା ହେତୁ ଲାଇନ ମାନ ଲାଇନ କାଟି ଦେଲେ ଫଳରେ ବିଦ୍ୟୁତ ନଥିବା ହେତୁ ପୋଲିସ କର୍ମଚାରୀ ଙ୍କୁ ଅନ୍ଧାର ରେ ରାତି ବିତାଇବା ପାଇଁ ପଡିଲା । ୟୁପି ବରେଲୀ ଜିଲ୍ଲା ଷିଲୋରି ଥାନାରେ ଏହି ଭଳି ଘଟଣା ହୋଇଛି । ୟୁପି ରେ ଏକ ଲାଇନ ମ୍ୟାନ କୁ ଗାଡି କାଗଜ ପାତ୍ର ନଥିବା ନେଇକି ଜେରା କରିଥିଲା ପୋଲିସ ଏହା ଚେକିଙ୍ଗ ସମୟ ରେ ହେଉଥିଲା । ଏହା ପାଇଁ ତାଙ୍କ ଠାରୁ 500 ଟଙ୍କା ଆଦାୟ କରା ଯାଇଥିଲା ।

ଯାହାର ରାଗ ରଖିଥିଲେ ଏହି ଲାଇନ ମ୍ୟାନ । ମାତ୍ର ଏହା ପରେ ପୋଲିସଙ୍କୁ ମଧ୍ୟ ଭୟଙ୍କର ପରିଣାମ ର ସାମନା କରିବା ପାଇଁ ପଡିଥିଲା । ପୋଲିସ ପୋସ୍ତ ରେ ଚେକ ଅକରୁଥିବା ବେଳେ ସେହି ବାଟ ଦେଇ ଲାଇନ ମ୍ୟାନ ଭଗବାନ ସୋରୁ ବାଇକ ସାହାଜ୍ଯ ରେ ଆସୁଥିଲେ ।

ଆଉ ଇନ୍ସପେକଟର ମୋଦୀ ସିଂ ଗାଡି ର କାଗଜ ପାତ୍ର ଦେଖାଇବା ପାଇଁ କହି ଥିଲେ । ତେବେ ଲାଇନ ମ୍ୟାନ ପୋଲିସ ଙ୍କୁ କହିଲେ  ଏବେ ମୋ ପାଖରେ କାଗଜ ନାଇ । ମୁ ଘରକୁ ଯାଇ ଏହାକୁ ନେଇ ଆସିବି ଏହା କିନ୍ତୁ ଶୁଣି ନଥିଲେ ପୋଲିସ ମାନେ ତାଙ୍କ ଆଗରେ ଫାଇନ ଲଗାଇ ଦେଇ ଥିଲେ ।

ଏହା ପରେ ସେ ପିଲିସ ମାନେ କାମ କରୁଥିବା ଚେକ ପୋସ୍ଟର ଲାଇନ କାଟି ଦେଇଥିଲେ । ଏହା ସେ ମୁହଁ ରେ ମଧ୍ୟ ସ୍ଵୀକାର  କରି ଛନ୍ତି । ପୋଲିସ ଚେକ ପୋଷ୍ଟ ର ବିନା ବୈଧ ଦେଇକି ଲାଇନ ଲଗା ଯାଇ ଥିଲା ଯାହା ଜାଣିବା ପରେ ତାଙ୍କ ପୋଷ୍ଟ ର ଲାଇନ କାଟି ଦେଇ ଥିଲେ ଏହି ଲାଇନ ମ୍ୟାନ ।

ଏହା କୁହାଯାଏ କି ଇଟା ଜବାବ ପଥର ରେ ଦେବା । ଆମେ ଆଜି କହିବା କି ଅନ୍ୟାୟ କରୁଥିବା ଲୋକ ମାନଙ୍କ ସହ ମଧ୍ୟ ଆମେ ଅନ୍ୟାୟ କରିବା ଭଲ । ଏହା ମାନେ ନାଇକି ସବୁ ପ୍ରକାର ପୋଲିସ ମାନେ ଏହି ଭଳି ଥାନ୍ତି । ମାତ୍ର ଏହା ସତ୍ୟ ଅଟେ କି କିଛି ପୋଲିସ ମାନେ ସାଧାରଣ ଜନତା ଙ୍କୁ ଖୁବ ହଇରାଣ କରିଥାନ୍ତି ।

ଯାହା ଦ୍ଵାରା ଲୋକଙ୍କ ରାଗ ମଧ୍ୟ ର୍ହୟ ଥାଏ ମାତ୍ର ଯାହା ଲାଇନ ମ୍ୟାନ କରିଲେ ତାହା ସତରେ ବହୁତ ସାବାସ ଜନକ ଘଟଣା ଅଟେ । ଯେଉଁ ଭଳି ଭାବେ ସାମାନ୍ୟ ପେପର ପାଇଁ ପୋଲିସ ମାନେ ଏକ ସାଧହାରଣ ଜନତା ଙ୍କୁ ହଇରାଣ କଲେ ସେହି ଭଳି ସେହି ବ୍ୟକ୍ତି ମଧ୍ୟ ନିଜ କାମର ବାହାନାରେ ଲାଇନ କାଟି ଦେଲେ । ଏହା ଏକ ସତ୍ୟ ଘଟଣା ଅଟେ । ଯାହା ଆମ ପାଇଁ ଏକ ଉଦାହରଣ ଅଟେ ମଧ୍ୟ ।  ଏହା ସେ ନିଜ ମୁହଁ ରେ ସ୍ଵୀକାର କରିଛନ୍ତି ।

ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *