ହାଇଦ୍ରାବାଦରେ ପହଞ୍ଚି ଛନ୍ତି ପିଣ୍ଟୁ ନନ୍ଦ ଆଉ ତାଙ୍କ ଶରୀର ଅବସ୍ଥା ଦିନକୁ ଦିନ ଗୁରୁତ୍ଵର ହେବାରେ ଲାଗିଛି । ଏବେ ସାମ୍ନାକୁ ଆସିଛି ପିଣ୍ଟୁ ନନ୍ଦଙ୍କ ଆଉ ଗୋଟେ ଚେହେରା । ଯେଉଁଥିରେ ସେ ହାଇଦ୍ରାବାଦରେ ପହଞ୍ଚିବା ପରେ ମୁଣ୍ଡରୁ ସବୁ ଚୁଟିକୁ କାଢି ଦେଇଛନ୍ତି ଯାହାକି ସଂପୂର୍ଣ୍ଣ ରୂପେ ସେ ନଣ୍ଡା ହେଇ ଯାଇଛନ୍ତି । ବନ୍ଧୁଗଣ ସେ ଏବେ କେମିତି ଦେଖା ଯାଉଛନ୍ତି ଆପଣ ମାନେ ଦେଖି ପାରୁଥିବେ ।
କିପରି ପିଣ୍ଟୁ ନନ୍ଦଙ୍କ ମୁଣ୍ଡରେ ଆଗ ପରି ଆଉ ଚୁଟି ନାହିଁ । ତେବେ ଦିଲ୍ଲୀ ମେଡିକାଲରୁ ହାଇଦ୍ରାବାଦ ମେଡିକାଲକୁ ଆସିବା ପରେ କିଛି ଏଭଳି ଦୃଶ୍ୟ ଏବେ ସାମ୍ନାକୁ ଆସିଛି । ହେଲେ ପିଣ୍ଟୁ ନନ୍ଦ କାହିଁକି ନଣ୍ଡା ହେଲେ ହାଇଦ୍ରାବାଦର ଏହି ମେଡିକାଲରେ ଡାକ୍ତର କାହିଁକି ପିଣ୍ଟୁ ନନ୍ଦଙ୍କୁ ନଣ୍ଡା ହେବା ପାଇଁ କହିଲେ ଏଠାରେ କହି ରଖିବାକୁ ଚାହିଁବୁ ଗତ ଦୁଇ ଦିନ ତଳେ ପିଣ୍ଟୁ ନନ୍ଦ ଦିଲ୍ଲୀ ମେଡିକାଲରୁ ହାଇଦ୍ରାବାଦ ଆସିଛନ୍ତି ।
ତେବେ ଦିଲ୍ଲୀ ମେଡିକାଲରେ ଥିବା ସମୟରେ ପିଣ୍ଟୁ ନନ୍ଦଙ୍କ ଲିଭରରୁ ରକ୍ତସ୍ରାବ ହୋଇଥିଲା ଯେଉଁଥିରେ ଦିଲ୍ଲୀର ଡାକ୍ତର ହାଇଦ୍ରାବାଦକୁ ସିଧା ରେଫର କରିଥିଲେ । ତେବେ ହାଇଦ୍ରାବାଦରେ ପହଞ୍ଚିବା ପରେ ପିଣ୍ଟୁ ନନ୍ଦ ଏଭଳି ନଣ୍ଡା ହୋଇଥିବାର ଦେଖିବାକୁ ମିଳିଛି । ତେବେ ପିଣ୍ଟୁ ନନ୍ଦ ଲିଭର ଶିରୋସିସ ରୋଗରେ ପୀଡିତ ଅଛନ୍ତି ଯାହାକି ଲିଭର ଗୋଟେ ପ୍ରକାର ଖରାପ ହୋଇ ଯାଇଛି ।
ଯାହାକି ଗତ କିଛି ଦିନ ତଳେ ଡାକ୍ତର କହିଥିଲେ ପିଣ୍ଟୁଙ୍କ ଲିଭର 80 ପ୍ରତିଶତ ଖରାପ ହୋଇ ଯାଇଛି । କିନ୍ତୁ ଏବେ ଯଦି ଅନୁମାନ କରାଯିବ ହୁଏତ ଏହି ପ୍ରତିଶତ ବଢି ଯାଇ ପାରେ । ଆଉ 6 ଦିନ ତଳେ ଲିଭରରୁ ରକ୍ତ ବି ବାହାରୁ ଥିଲା । ତେବେ ଲିଭର ଶିରୋସିସ ରୋଗରେ ପୀଡିତ ହେଲେ ରୋଗୀର ପାଚନ କ୍ରିୟା ଉପରେ ପ୍ରଭାବ ପଡିଥାଏ । ଠିକ ଭାବରେ ପାଚନ ହୋଇପାରେ ନାହିଁ ।
ଶରୀରରେ ପୋଷାକ ତତ୍ଵ ପହଞ୍ଚାଇବା ପାଇଁ ଏବଂ ପଚନ ପ୍ରକ୍ରିୟା ପାଇଁ ଲିଭରର ମୁଖ୍ୟ ଭୂମିକା ରହିଛି । ଆଉ ପିଣ୍ଟୁ ନନ୍ଦଙ୍କ ଲିଭର ଏବେ 20 ପ୍ରତିଶତରୁ କମ କାର୍ଯ୍ୟ କରୁଛି । ଏଭଳି ସ୍ଥିତିରେ ଶରୀରର ସମସ୍ତ ଅଙ୍ଗକୁ ଯେତିକି ପୋଷଣର ଆବଶ୍ୟକତା ରହୁଥିବ ସେତିକି ପୋଷଣ ମିଳୁ ନାହିଁ ଯାହାଫଳରେ ତାଙ୍କର ସଂପୂର୍ଣ୍ଣ ଶରୀର ଦୁର୍ବଳ ହୋଇ ଯାଇଛି । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।