ଗୋଟିଏ ହାତରେ କେବେ ତାଳି ବାଜେନି, ସେ ପିଲା ଉଦିତକୁ କିଛି ସେଭଳି କହିଥିବ, Untalented Guy ଙ୍କୁ ନେଇ ଏପରି କିଛି କହିଲେ MR ଗଜପତି !

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଗୋଟିଏ ହାତରେ କେବେବି ତାଳି ବାଜେନି । ତେବେ ଏପରି କିଛି ମନ୍ତବ୍ୟ ସୋସିଆଲ ମିଡିଆରେ ନିଜର ରୋଷ୍ଟିଙ୍ଗ ଭିଡିଓ ପାଇଁ ବହୁ ଚର୍ଚିତ MR ଗଜପତି କହିଛନ୍ତି । ତେବେ ସୋସିଆଲ ମିଡିଆରେ ୟୁଟ୍ଯୂବ ଏକ ଏଭଳି ପ୍ଲାଟଫର୍ମ ଯେଉଁଠାରେ ବିଭିନ୍ନ ପ୍ରକାର ଲୋକ ନିଜର ଆଇଡିଆକୁ ନେଇ ଭିନ୍ନ ଭିନ୍ନ କଣ୍ଟେଣ୍ଟ ପ୍ରସ୍ତୁତ କରି ଭିଡିଓ କରି ପୋଷ୍ଟ କରିଥାନ୍ତି । ସେଭଳି ଅନେକ ରୋଷ୍ଟିଙ୍ଗ ଭିଡିଓରେ ନଜର ଆସୁଥିବା MR ଗଜପତି କହିଛନ୍ତି ।

ଯେ ଗୋଟିଏ ହାତରେ କେବେ ବି ତାଳି ବାଜେ ନାହିଁ । ପୀଡିତ ଯୁବକ ଜିଏବି ହେଇଛନ୍ତି । ସେ ଉଦିତକୁ କିଛି କହିଥିବ ବୋଲି ଉଦିତ ବା ସମସ୍ତେ Untalented Guy ନାମରେ ଲୋକ ଯାହାକୁ ଜାଣିଛନ୍ତି। ସେ ସେହି ଯୁବକ ଉପରେ ତା’ ସାଙ୍ଗଙ୍କୁ ନେଇ ଆଟାକ କରିଛି । କାରଣ କମେଣ୍ଟ ସେକ୍ସନରେ କିଛି କଥା କଟାକଟିକୁ ନେଇ ଏଭଳି ଘଟଣା ଘଟିଛି ବୋଲି ଚର୍ଚା ଉଠୁଛି । ହେଲେ ଏଠି କହିବାର କଥା ଏହା କି ଯେ ଯଦି କିଛି ବି ରାଗରୁଷା କଥା ଯଦି ଉଭୟଙ୍କ ମଧ୍ୟରେ ଘଟିଲା ।

ତାହାକୁ ଉଭୟଙ୍କ ମଧ୍ୟରେ ଆପୋଷ ବୁଝାମଣା କରିଦେବାର ଥିଲା । ହେଲେ ଏପରି ଆଇନକୁ ହାତକୁ ନେଇ କାହାକୁ ମାରିବା ବା ତା’ ଉପରେ ମାରଣାତ୍ମକ ଆଟାକ କରିବା ଜମାରୁ ମଧ୍ୟ ଉଚିତ ନୁହେଁ । ଆଉ ଯଦି ଉଦିତ ନାଏକ ର ସୋସିଆଲ ମିଡିଆ ହାଣ୍ଡେଲ ଉପରେ କହିବାକୁ ଜୀବି । ତେବେ ଉଦିତ ଯେପରି ଜଣେ ରୋଷ୍ଟିଙ୍ଗ କରୁଛି । ମୁଁ ରୋଷ୍ଟିଙ୍ଗ ଭିଡିଓ କରେ । ତେଣୁ ମୋତେ ଲୋକ MR ଗଜପତି ନାମରେ ବହୁତ ଜାଣିଛନ୍ତି । ହେଲେ ରୋଷ୍ଟିଙ୍ଗରେ ଗୋଟେ ନିର୍ଦ୍ଧିଷ୍ଠ ସୀମା ରହିଥାଏ ।

ହେଲେ ଉଦିତ ପୁରା ସୀମା ଉଲଂଘନ କରି ଅସଭ୍ୟ ଭାଷା ଲଗାଇ ରୋଷ୍ଟିଙ୍ଗ କରେ । ଯେଉଁଟା କି ଠିକ କଥା ନୁହେଁ । Untalented Guy ଏବେ ଯେଉଁ ଘଟଣା ଘଟେଇକି ଜେଲକୁ ଯାଇଛି । ସେ ଯେତେବେଳେ ବି ଜେଲରୁ ଆସିବ । ପୁଣି ଥରେ ସେହି ତା ‘ ର ପୁରୁଣା ଅଭ୍ଯାସ ଅନୁସାରେ ହିଁ ଅସଭ୍ୟ ଭାଷାରେ ଗାଳି କରିବ । ରୋଷ୍ଟିଙ୍ଗ କର, ହେଲେ ସୀମା ମଧ୍ୟରେ ରହି ରୋଷ୍ଟିଙ୍ଗ କରିବା ଭଲ । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ। ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *