ଗଙ୍ଗାଜଳ ପରି ପବିତ୍ର ହୋଇଥାନ୍ତି ଏହି 5 ଟି ନାମର ଝିଅ (Astrology)

ନମସ୍କାର ବନ୍ଧୁଗଣ ତେବେ ଚାଣକ୍ୟ ନୀତି ଚାଣକ୍ୟ ଦ୍ବାରା ରଚିତ ଏକ ନୀତି ଗ୍ରନ୍ଥ । ଯେଉଁଥିରେ ଜୀବନକୁ ସୁଖମୟ ଏବଂ ସୁନ୍ଦର ବନେଇବା ପାଇଁ ଉପଯୋଗୀ ସୂଚନା ଦିଆଯାଇଛି । ଏହି ଗ୍ରନ୍ଥର ମୁଖ୍ୟ ବିଷୟ ମାନବ ସମାଜକୁ ଜୀବନ ପ୍ରତ୍ୟେକ ପଟର ବ୍ୟବହାରିକ ଶିକ୍ଷା ଦେବା । ଚାଣକ୍ୟ ଜଣେ ମହାନ୍ ଜ୍ଞାନୀ ଥିଲେ । ଯିଏ କି ତାଙ୍କର ନୀତି ବଳରେ ଚନ୍ଦ୍ରଗୁପ୍ତ ମୋର୍ୟଙ୍କୁ ତାଙ୍କର ରାଜା ଗାଦିରେ ବସାଇ ଦେଇଥିଲେ । ଜାଣନ୍ତୁ ଚାଣକ୍ୟଙ୍କ କିଛି ନୀତି ବିଷୟରେ ଯାହା ଆପଣଙ୍କୁ କୌଣସି ନା କୌଣସି ସମୟରେ କାମରେ ଆସିବ ।

ତେବେ ଆଜି ଆମେ ଜାଣିବା ଜ୍ୟୋତିଷ ଶାସ୍ତ୍ରର ବହୁତ ଅଦ୍ଭୁତ ଜ୍ଞାନ ବିଷୟରେ କହିବାକୁ ଯାଉଛୁ । ବନ୍ଧୁଗଣ କୁହନ୍ତି କି ଗଙ୍ଗା ଜଳ ପରି ପବିତ୍ର ଏବଂ ସ୍ୱଚ୍ଛ ହୋଇଥାନ୍ତି ଏହି ୫ଟି ନାମର ଝିଅ । ଏହି ଦୁନିଆରେ କୌଣସି ବି ଝିଅକୁ ବୁଝିବା କଷ୍ଟକର । ଏହା କଣ ପାଇଁ ନା ଗୋଟିଏ ଝିଅ ମନରେ କେତେବେଳେ କଣ ଚାଲିଥାଏ ଏହା କେହି କହି ପାରନ୍ତି ନାହିଁ ।

ତେବେ ଆପଣ ଶୁଣିଥିବେ ଯେ ଭଗବାନ ଯେବେ ଝିଅକୁ ବୁଝି ପାରନ୍ତି ନାହିଁ ତେବେ ମନୁଷ୍ୟ ଯେମିତି ବୁଝିବ । ଝିଅଙ୍କର ବ୍ୟବହାର ଏତେ ଅଲଗା ହୋଇଥାଏ କି ସେମାନେ କେବେ କେଉଁଠି କେଉଁ ଜିନିଷ ଉପରେ କଣ ପ୍ରତିକ୍ରିୟା ଦେବେ ତାହା କହି ପାରନ୍ତି ନାହିଁ । ଆଜି ଆମେ ସେହି ଝିଅ ମାନଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁ ଝିଅ ଗଙ୍ଗା ଭଳି ପବିତ୍ର ହୋଇଥାନ୍ତି । ତେବେ ଆସନ୍ତୁ ଜାଣିନେବା ସେହି ବିଷୟରେ ।

୧- ପ୍ରଥମ ରେ ହେଉଛି B ନାମ ର ଝିଅ ମାନେ । ତେବେ ଏହି ନାମ ଥିବା ଝିଅ, ବହୁତ ଶାନ୍ତ ସ୍ଵଭାବର ହୋଇଥାନ୍ତି । ଏହି ଝିଅ ନିଜ ପାର୍ଟନର ପ୍ରତି ବହୁତ ସଚେତନ ରହିଥାନ୍ତି । ଏମାନେ ସାଧାରଣତ କୌଣସି ପରିସ୍ଥିତିରେ ନିଜ ପାର୍ଟନର ର ସାଥ ଛାଡି ନଥାନ୍ତି । ଏମାନଙ୍କ ବ୍ୟବହାର ବହୁତ କୋମଳ ହୋଇଥାଏ । ଏଥିପାଇଁ ଏମାନଙ୍କୁ ପବିତ୍ର ମାନାଯାଇଥାଏ ।


୨- ଦ୍ଵିତୀୟ ରେ ହେଉଛି N ନାମର ଝିଅ । ତେବେ ଯେଉଁ ଝିଅ ମାନଙ୍କ ନାମ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ ସେମାନେ ତେଜ ସ୍ଵଭାବର ହୋଇଥାନ୍ତି । ଏହି ଝିଅ ମାନେ ନିଜ ପରିବାର ଏବଂ ନିଜ ପାର୍ଟନର ର ବହୁତ ଧ୍ୟାନ ରଖିଥାନ୍ତି । ମାତ୍ର ଏମାନେ କିଛି ଏଭଳି କାର୍ଯ୍ୟ କରି ନଥାନ୍ତି ଯେଉଁଥିରେ ଏମାନଙ୍କ ନାମ ଖରାପ ହେବ । ଏମାନଙ୍କ ସ୍ଵଭାବ ମଧ୍ୟ ବହୁତ ଭଲ ହୋଇଥାଏ । ଏଥି ନିମନ୍ତେ ଏମାନଙ୍କୁ ପବିତ୍ର ମାନାଯାଇ ଥାଏ ।


୩- ତୃତୀୟ ରେ ହେଉଛି P ନାମ ଥିବା ଝିଅ । ତେବେ ଏହି ନାମର ଝିଅ ମାନେ ବ୍ୟକ୍ତିଙ୍କ ଭାବନା କୁ ଧ୍ୟାନରେ ରଖିଥାନ୍ତି । ସେ ଛୋଟ ହେଇଥାଉ ଅଥବା ବଡ ସେମାନେ କାହାରି ମନରେ ଦୁଖ ପହଞ୍ଚାଇ ନଥାନ୍ତି । ସେମାନେ ସମସ୍ତଙ୍କ ସହିତ ପ୍ରେମର ସହିତ କଥାବାର୍ତ୍ତା କରିଥାନ୍ତି । ଏହିସବୁ କାରଣ ଯୋଗୁଁ ଏମାନଙ୍କୁ ପବିତ୍ର ମାନାଯାଇଥାଏ ।


୪- ଚତୁର୍ଥ ରେ ହେଉଛି V ନାମର ଝିଅ । ତେବେ ଏହି ଅକ୍ଷରରୁ ଆରମ୍ଭ ହୋଇଥିବା ଝିଅ ମାନଙ୍କୁ ମଧ୍ୟ ବହୁତ ପବିତ୍ର ମାନାଯାଇଥାଏ । ଏହି ଝିଅ ମାନେ ବହୁତ ଲାଜେଇ ହୋଇଥାନ୍ତି । ଏମାନେ ନିଜ ପରିବାରର ମାନ ମର୍ଯ୍ୟାଦା ର ଧ୍ୟାନ ରଖିଥାନ୍ତି ।

୫- ପଞ୍ଚମ ରେ ହେଉଛି Y ନାମ ର ଝିଅ ମାନେ ତେବେ ଏହି ଅକ୍ଷର ରେ ନାମ ବହୁତ କମ ଥାଏ ତେବେ ତଥାପି ଏହି ନାମ ଥିବା ଝିଅ ମାନଙ୍କର ସ୍ଵଭାବ ଅନ୍ୟ ମାନଙ୍କ ପ୍ରତି ବହୁତ ଭଲ ହୋଇଥାଏ । ଏହି ନାମର ଝିଅ ସମସ୍ତଙ୍କ ସହିତ ବହୁତ ଭଲରେ କଥା ହୋଇଥାନ୍ତି । ଏବଂ ଏମାନେ କେବେ କାହାର ଅନିଷ୍ଠ କରନ୍ତି ନାହିଁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *