‘Tapaswini ର କିଛି ଅସୁବିଧା ହେଲେ ଛାଡିବିନି, ସେମାନଙ୍କୁ…’ Sumit ଙ୍କ ପରିବାରର ଏପରି ଅମାନବିକତା ଉପରେ ରାଗିଗଲେ Pramila ମା’, କଣ କହିଲେ ଦେଖନ୍ତୁ ଏହି Video

ବନ୍ଧୁଗଣ ବାର୍ତ୍ତମାନ ତପସ୍ଵିନୀ ଏକା ନାହାନ୍ତି ତାଙ୍କ ସହ ଜନସାଧାରଣ ମାନେ ଛିଡା ହୋଇଛନ୍ତି । ସୁମିତ ଓ ତପସ୍ଵିନୀ ବିଚ୍ଛେଦ ମାମଲାରେ ପ୍ରତିଦିନ ନୂଆ ନୂଆ ଟ୍ଵିଷ୍ଟ ସାମ୍ନାକୁ ଆସୁଛି । ତେବେ ବନ୍ଧୁଗଣ ବର୍ତ୍ତମାନ ଏହି ମାମଲାକୁ ନେଇ ସାଧାରଣ ଲୋକଙ୍କ ଉତ୍ତେଜନା ପ୍ରକାଶ ପାଇଛି । ସୁମିତଙ୍କ ଘର ସାମ୍ନାରେ ତପସ୍ଵିନୀ ଧାରଣା ଦେଇ ବସିଥିବା ବେଳେ ସେହି ସ୍ଥାନରେ ଲୋକମାନଙ୍କ ଭିଡ ଜମିଛି । ପ୍ରଥମ ଦିନରୁ ହିଁ ତପସ୍ଵିନୀଙ୍କ ଲଢେଇ ଛିଡା ହୋଇଥିଲେ ସମାଜସେବୀ ପ୍ରମିଳା ତ୍ରିପାଠୀ ।

ପ୍ରମିଳା ତପସ୍ଵିନୀଙ୍କୁ ନିଜ ଝିଅ ଭଳି ଭାବି ତାଙ୍କର ସମସ୍ତ ଦୁଃଖରେ ତାଙ୍କ ସହ ଛିଡା ହୋଇଥିଲେ । ଏହି ମାମଲାକୁ ଲୋକମାନଙ୍କର ଅନେକ ପ୍ରତିକ୍ରିୟା ସାମ୍ନାକୁ ଆସୁଛି ଓ ସମସ୍ତ ଲୋକ ସୁମିତ ଓ ତାଙ୍କ ପରିବାର ଲୋକଙ୍କ ବିରୋଧରେ ବୟାନ ଦେଉଛନ୍ତି । ତେବେ ବନ୍ଧୁଗଣ ବର୍ତ୍ତମାନ ପ୍ରମିଳା ତ୍ରିପାଠୀ ଏକ ବଡ ବୟାନ ଦେଇଛନ୍ତି ଓ ଆଜି ଆମେ ଆପଣ ମାନଙ୍କୁ ପ୍ରମିଳାଙ୍କ ସେହି ବଡ ବୟାନ ବିଷୟରେ କହିବାକୁ ଯାଉଛୁ ତା ହେଲେ ଆସନ୍ତୁ ଜାଣିବା ଏହା ବିଷୟରେ ।

ପ୍ରମିଳା ଗଣମଧ୍ୟମ ସାମ୍ନାରେ କହିଛନ୍ତି-‘ଏତେ ସବୁ ହେବା ପରେ ଲଜ୍ୟା ଲାଗିବା କଥା ଛି ବୋଲି କହୁଛି ମାନେ ଛି । ବଡ ଘରେ ବଡ ଗୁମର ଏ ଲୋକ ଯାହା କରୁଛି ତା ପରେ ପୋଲିସ ପ୍ରଶାସନ ତରଫରୁ ଆମକୁ ଯାହା ସହାୟତା ମିଳିଲା ରାତିଆ ରାତି ଝିଅକୁ ଧରିଲି ପାଖରେ ଶୋଇଲି’ । ଆଗକୁ ପ୍ରମିଳା କହିଛନ୍ତି-‘ମୁ ଆଗରୁ କହିଛି ଏବେ ବି କହୁଛି ଯେତେ ଯାହା ହେଇ ଯାଉ ଆମେ ଡରିବୁ ନାହିଁ ।

ଝିଅ ଏଠି ଅଛି ମୁ ତାକୁ ଧରିକି ଶୋଇବି ନ୍ୟାୟ ମିଳିବା ପର୍ଯ୍ୟନ୍ତ ତା ଘରକୁ ସେ ଯିବ କାଲି ସକାଳେ ଯଦି କିଛି ଅସୁବିଧା ହେବ ତା ହେଲେ ମୁ ଛାଡିବି ନାହିଁ । ବାପ ଘରୁ ଖାଇବା ଆଣିବାଟା ଭୁଲ ଆଜି ତପସ୍ଵିନୀ ରୋଷେଇ କରିବ ମୁ ତାକୁ ଜଗିଛି ସେ ମୋତେ ଜଗିଛି’ । ଆଗକୁ ପ୍ରମିଳା କହିଛନ୍ତି-‘ଏଠି ସେ ଚୁଲି ଲଗେଇବ ରୋଷେଇ କରିବ ଆମେ ଏଠି ଯେତେ ଦିନ ରହିବ ରୋଷେଇ କରି ଖାଇବୁ । କାଲି ଶୁଣାଣି ଅଛି ଜଜ୍ ସାହେବ ନ୍ୟାୟ ନିଶ୍ଚୟ ଦେବେ ବୋଲି ଆଶା ଅଛି ।

ମୁ ଗଞ୍ଜାମ ବାସୀ ଓ ମୋର ଓଡିଶା ବାସୀଙ୍କୁ ବହୁତ ବହୁତ ଧନ୍ୟବାଦ ଦେବି । ଆସନ୍ତା କାଲି ତାକୁ ନିଶ୍ଚୟ ନ୍ୟାୟ ମିଳିବ ଆଉ ସେ ଘରକୁ ଯିବ’ । ତା ହେଲେ ବନ୍ଧୁଗଣ ପ୍ରମିଳା ତ୍ରିପାଠୀଙ୍କ ଏହି ବୟାନ ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *