ଏଇଠି ମିଳୁଛି ୩୦୦ ଟଙ୍କାରେ ଗୋଟେ ଡିସମିଲ ଜମି, ଯିଏ ଯେତେ ପାରିବ ଜମି କିଣି ପାରିବ, ଜାଣନ୍ତୁ କେଉଁଠି ଏହି ସ୍ଥାନ…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଗୋଟିଏ ଡିସମିଲ୍ ଜମିର ମୂଲ୍ୟ ହେଉଛି ମାତ୍ର ୩୦୦ ଟଙ୍କା ! ଯିଏ ଯେତେ ଶାଗମୁଗ ଦରରେ ଜମି କିଣିପାରିବ ! ତେବେ ସୂଚନା ମୁତାବିକ ବରଗଡ ଜିଲ୍ଲା ରିୟାମାଳ ବାଇପାସ ରୋଡ ନିର୍ମାଣ ପାଇଁ ଜମି କିଣା ଯାଉଛି । ଯେଉଁଠାରେ କି ଗ୍ରାମବାସୀଙ୍କର ଜମୀକୁ ସରକାର କିଣିବା ପାଇଁ ଅନାଇ ବସିଛନ୍ତି । ହେଲେ ଜମିର ଚାହିଦା ଅନୁଯାଇ ମୂଲ୍ୟ ନିର୍ଧାରଣ କରାଯାଇ ନାହିଁ । ଶାଗମୁଗ ଦର ଭଳି ଜମି କିଣିବା ପାଇଁ ସରକାର ଇଛା ପ୍ରକାଶ କରୁଛନ୍ତି ।

ଯାହାକୁ ନେଇ ସ୍ଥାନୀୟ ଲୋକ ଅସନ୍ତୋଷ ଜାହିର କରିଛନ୍ତି । ତେବେ ବର୍ତ୍ତମାନ ସମୟରେ ଯମୀ ବା ଜାଗାର ଚାହିଦା ସବୁଠାରେ ଅଧିକ ରହିଛି । ତେବେ ଲୋକ ଜମିବାଡି ବିକିକି ମାଲାମାଲ ହୋଇଯାଉଛନ୍ତି । ହେଲେ କାହିଁ ସେ ଚାହିଦା ଜମୀ । ଏଠାରେ ତ ମାତ୍ର ୩୦୦ ଟଙ୍କାରେ ଗୋଟେ ଡିସମିଲ ଜମୀ କିଣାଯିବାକୁ ନିଷ୍ପତ୍ତି ନିଆଯାଇଛି । ବାପାଅଜା ଅମଳରୁ ଗୋଟିଏ ଯମୀରେ ଚାଷ କରି ସ୍ଥାନୀୟ ଲୋକ ମାନେ ନିଜର ପରିବାର ପ୍ରତିପୋଷଣ କରୁଛନ୍ତି ।

ସେହି କାରଣରୁ ସ୍ଥାନୀୟ ଲୋକଙ୍କର ଜମି ଦେବାକୁ ମନ ବଳାଉ ନାହାନ୍ତି । ହେଲେ ଉନ୍ନତିମୂଳକ କାର୍ଯ୍ୟ ପାଇଁ ଇଛା ନଥିଲେ ମଧ୍ୟ ବାଧ୍ୟ ହୋଇ ସରକାରଙ୍କ ହାତକୁ ଜମୀ ଟେକି ଦେବାକୁ ସ୍ଥାନୀୟ ଲୋକେ ଚାହୁଁଥିଲେ । ହେଲେ ଯମୀ ବିକିବା ପାଇଁ ଯମୀର ସଠିକ ମୂଲ୍ୟ ସେମାନଙ୍କୁ ସରକାରଙ୍କ ତରଫରୁ ମିଳୁ ନଥିବାରୁ ଏଥିପ୍ରତି ଗ୍ରାମ ଲୋକେ ସ୍ଵର ଉଠେଇଛନ୍ତି । କେଉଁଠାରେ ଗୋଟିଏ ଡିସମିଲ ଯମୀର ମୂଲ୍ୟ ୧୮ ହଜାର ତ ଅନ୍ୟ କେଉଁଠି ମାତ୍ର ୩୦୦ ଟଙ୍କା ରହିଛି ।

ଯଦି ସରକାର ଉଚିତ ମୂଲ୍ୟରେ ଜମୀ କ୍ରୟ କରିବେ । ଏହା ସହ ସବୁ ଜମୀର ମୂଲ୍ୟ ସମାନ ପରିମାଣ କରି କିଣିବେ । ତେବେ ଯାଇ ଆମେ ଜମୀ ବିକ୍ରି କରିବୁ । ନଚେତ ଜମୀକୁ ବିକ୍ରି କରିବୁ ନାହିଁ । ହେଲେ ପ୍ରଶାସନର ଅନ୍ତରପାନ୍ତର ମନୋଭାବ ଯୋଗୁ ସ୍ଥାନୀୟ ଗ୍ରାମବାସୀନ୍ଦା ସର୍ବ ସାଧାରଣରେ ସନ୍ତୋଷ ଜାହିର କରି ନାହାନ୍ତି ।

ଏଥିପାଇଁ ଏହି ଜମିଜମା ବିବାଦକୁ ନେଇ ଗ୍ରାମବାସୀ ହାଇକୋର୍ଟର ଆଶ୍ରୟ ନେଇଛନ୍ତି । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ଅଧିକରୁ ଅଧିକ ଲାଟେଷ୍ଟ ସୂଚନା ପାଇଁ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *