ବର୍ତ୍ତମାନ କଣ କରୁଛନ୍ତି ଏହି ଓଡିଆ ଶିଶୁ କଳାକାର ? ଦେଖନ୍ତୁ ଆପଣଙ୍କ ଫେବ୍ରେଟ କିଏ ?

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ସମସ୍ତେ ଆମ ଓଲିଉଡ ଜଗତରେ ଅଭିନୟ କରୁଥିବା ଶିଶୁ କଳାକାର ମାନଙ୍କୁ ନିଶ୍ଚୟ ଦେଖିଥିବେ । ଆପଣ ମାନେ ଦେଖିଥିବେ ଏହି ଶିଶୁ କଳାକାର ମାନେ ଖୁବ ସୁନ୍ଦର ଅଭିନୟ କରନ୍ତି । ଏହି ଶିଶୁ କଳାକାର ମାନେ ଓଡ଼ିଆ ଚଳଚ୍ଚିତ୍ର ଓ ଓଡ଼ିଆ ଧାରାବାହିକ ରେ ଅଭିନୟ କରନ୍ତି । ଏହି ଶିଶୁ କଳାକାର ମାନଙ୍କ ଅଭିନୟ କୁ ଲୋକମାନେ ଖୁବ ପସନ୍ଦ ମଧ୍ୟ କରନ୍ତି ।

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଓଲିଉଡ ଜଗତର ଏମିତି କିଛି ଶିଶୁ କଳାକାର ମାନଙ୍କ ବିଷୟରେ କହିବୁ ଯେଉଁମାନଙ୍କୁ ଆପଣ ମାନେ ନିଶ୍ଚୟ ଦେଖିଥିବେ । ତେବେ ଆସନ୍ତୁ ଜାଣିବା ଏହି ଶିଶୁ କଳାକାର ମାନେ ଏବେ କଣ କରୁଛନ୍ତି ।

୧- ପ୍ରଥମ ରେ ହେଉଛନ୍ତି ମାନି । ତେବେ ଆପଣ ମାନେ ସମସ୍ତେ ମାନି ଙ୍କୁ ମାନିନୀ ସିରିଏଲ ରେ ନିଶ୍ଚୟ ଦେଖିଥିବେ । ଏହି ସିରିଏଲ ଟି ସରିଲା ପରେ ଅନ୍ୟ କୌଣସି ସିରିଏଲ ରେ ନଜର ଆସିନାହାନ୍ତି ମାନି ସେ ଏବେ ତାଙ୍କ ପାଠ ପଢା ଉପରେ ଧ୍ୟାନ ଦେଉଛନ୍ତି ।


୨- ଦ୍ଵିତୀୟ ରେ ହେଉଛନ୍ତି ରାହୁଲ । ଆପଣ ସମସ୍ତେ ରାହୁଲ ଙ୍କୁ ଓଡ଼ିଆ ଚଳଚ୍ଚିତ୍ର ଗପ ହେଲେ ବି ସତ ରେ ନିଶ୍ଚୟ ତାଙ୍କର ଅଭିନୟ ଦେଖିଥିବେ । ରାହୁଲ ଏବେ ତାଙ୍କର ଓଲିଉଡ କ୍ୟାରିଅର ପାଇଁ ଜୋରଦାର ପରିଶ୍ରମ କରୁଛନ୍ତି ।


୩- ତୃତୀୟ ରେ ହେଉଛି ନିକିତା ବନ୍ଧୁଗଣ ଆପଣ ମାନେ ନିକିତା ଙ୍କୁ ଓଡ଼ିଆ ଚଳଚ୍ଚିତ୍ର ରେ ନିଶ୍ଚୟ ଦେଖିଥିବେ ସେ ଖୁବ ସୁନ୍ଦର ଅଭିନୟ ମଧ୍ୟ କରନ୍ତି । ସେ ତାଙ୍କର ଦୁଇଟି ଫିଲ୍ମି ମଧ୍ୟ କରି ସାରିଛନ୍ତି ।


୪- ଚତୁର୍ଥ ରେ ହେଉଛନ୍ତି ଅନିମେଶ । ଆପଣ ମାନେ ସମସ୍ତେ ଅନିମେଶ ଙ୍କୁ ଓଡ଼ିଆ ଚଳଚ୍ଚିତ୍ର ପ୍ରେମ କୁମାର ରେ ନିଶ୍ଚୟ ତାଙ୍କ ଅଭିନୟ ଦେଖିଥିବେ । ସେ ଏବେ ତାଙ୍କ ପାଠ ପଢା ପାଇଁ ଧ୍ୟାନ ଦେଉଛନ୍ତି ।


୫- ପଞ୍ଚମ ରେ ହେଉଛନ୍ତି ଶିବାନୀ ସଙ୍ଗୀତା । ତେବେ ଶିବାନୀ ଛୋଟ ବେଳୁ ଅନେକ ଧାରାବାହିକ ଏବଂ ସିନେମା ରେ ଅଭିନୟ କରି ଲୋକପ୍ରିୟ ହାସଲ କରିଛନ୍ତି । ତେବେ ସେ ଓଲିଉଡ ରେ କିଛି ସିନେମା ରେ ମଧ୍ୟ କାମ କରି ସାରିଲେଣି ଯେପରି ସିଷ୍ଟର ଶ୍ରୀଦେବୀ ଆଦି ।

୬-ଷଷ୍ଠ ରେ ହେଉଛନ୍ତି ସ୍ୱରାଜ । ତେବେ ସ୍ୱରାଜ ଙ୍କୁ ତ ଆପଣ ଅନେକ ସିନେମା ରେ ଅଭିନୟ କରିଥିବାର ଦେଖିଥିବେ ତେବେ ସେ ବର୍ତ୍ତମାନ ଓଲିଉଡ ର ଜଣେ ସଫଳ ନାୟକ ମଧ୍ୟ ପାଲଟି ଯାଇଛନ୍ତି । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *