ଏହି 2 ଟି ନାମର ଲୋକଙ୍କୁ ସାରା ଜୀବନ ମିଳିପାରେ ନାହିଁ ସଚ୍ଚା ପ୍ରେମ, ସବୁବେଳେ ପ୍ରେମରେ ଖାଆନ୍ତି ଧୋକା (Astrology)

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ଜାଣିଥିବେ ଆମ ଜୀବନରେ ଶାସ୍ତ୍ରର ବହୁତ ମହତ୍ୱ ରହିଛି। ଯାହାର ଅନୁସାରେ ଆମର ଜୀବନରେ ଘଟୁଥିବା ସବୁ ଘଟଣାର ସଂକେତ ବିଷୟରେ କୁହାଯାଇଛି। ଆମ ଜୀବନରେ ଆମର ପ୍ରଥମ ଅକ୍ଷରର ବି ବହୁତ ମହତ୍ୱ ଥାଏ। ନାମର ପ୍ରଥମ ଅକ୍ଷରରୁ ହିଁ ବ୍ୟକ୍ତି ବିଷୟରେ କେତେ କଣ ଜାଣିହେବ। ନାମର ପ୍ରଥମ ଅକ୍ଷରରୁ ବ୍ୟକ୍ତିର ସ୍ୱଭାବ ଚରିତ୍ର ଆଦି ବିଷୟରେ ଜାଣିହେବ। କି ଜଣେ ମନୁଷ୍ୟ ଜୀବନ ରେ ଉଭୟ ସୁଖ ଦୁଃଖ ଲାଗି ରହିଥାଏ । ସୁଖ ଓ ଦୁଃଖ ପରସ୍ପର ର ପରିପୂରକ ଅଟେ।

ସମୟ ପରିବର୍ତନ ଅନୁସାରେ ଗ୍ରହ ନକ୍ଷତ୍ର ଙ୍କ ର ପ୍ରଭାବ ମଧ୍ୟ ପରିବର୍ତନ ହେଇଥାଏ। ଲୋକେ ନିଜ ର ଆଗାମୀ ଭବିଷ୍ୟତ ବିଷୟ ରେ ଜାଣିବା କୁ ସର୍ବଦା ଜୋତିଷ ବିଦ୍ୟା ର ସହାୟତା ନେଇଥାନ୍ତି ।ଠିକ ସେହିପରି ମନୁଷ୍ୟ ର ନାମ ଅନୁସାରେ ହିଁ ମନୁଷ୍ୟ ଜୀବନ ଉପରେ ଗଭୀର ପ୍ରଭାବ ପଡିଥାଏ ।ତେବେ ଆସନ୍ତୁ ଜାଣିନେବା ସେହି ନାମ ଥିବା ଅକ୍ଷର ବିଷୟରେ।

୧- ପ୍ରଥମ ରେ ହେଉଛି T ଅକ୍ଷର ଥିବା ବ୍ୟକ୍ତି ତେବେ ଏହି ନାମ ର ଲୋକେ ଅଧିକାଂଶ ଦୁଖୀ ହେଇଥାନ୍ତି । ଏହା ର ବଡ଼ କାରଣ ଏହା କି ଲୋକେ ବହୁତ ବିଶ୍ୱାସୀ ହେଇଥାନ୍ତି ।ଏହି ଲୋକେ ନିର୍ମଳ ହୃଦୟ ର ଅଟନ୍ତି ।ସମାଜ ରେ ସେମାନେ ବିଶେଷ ରୂପେ ପ୍ରସଂଶିତ ହେଇଥାନ୍ତି । ପ୍ରେମ ମାମଲା ରେ ଟିକେ କମଜୋର ହେଇଥାନ୍ତି ।ତେଣୁ ସଚୋଟ ପ୍ରେମ କେବେ ମିଳି ନ ଥାଏ ।ତେବେ ଆରମ୍ଭ ରୁ ସେମାନେ ସହଜ ରେ ଲୋକଙ୍କ ର ଠକାମୀ ର ଶିକାର ହେଇଥାନ୍ତି I

୨- ଦ୍ଵିତୀୟ ରେ ହେଉଛି R ନାମ ଥିବା ଅକ୍ଷର। ତେବେ ଏହି ଲୋକେ ଅଧିକ ଖୁସି ହେଇଥାନ୍ତି । ଜୋତିଷ ଶାସ୍ତ୍ର ଅନୁସାରେ ଏହି ଲୋକେ ଧାର୍ଯ୍ୟବାନ ହେଇଥାନ୍ତି । ଧାର୍ଯ୍ୟ ବହୁତ ଅଧିକ ରହିଥାଏ । ଏହି ଲୋକେ ଅଧିକ ଲୋକପ୍ରିୟ ମଧ୍ୟ ହେଇଥାନ୍ତି । ଏହି ଲୋକେ ସର୍ବଦା ସଚୋଟ ପ୍ରେମ ପାଇବା ର ଆଶା ରେ ରହିଥାନ୍ତି ।

ନିଜ ର ପୁରା ଜୀବନ ପରିବାର ଓ ସମସ୍ୟା ମଧ୍ୟ ଦେଇ ଗତି କରିଥାନ୍ତି ।ସର୍ବଦା ଯାହା ଙ୍କ ଉପରେ ଭରସା କରିଥାନ୍ତି ଏହି ଭରସା ଭାଙ୍ଗି ଯାଇଥାଏ । ଦାମ୍ପତ୍ୟ ଜୀବନ ଭଲ ରହି ନ ଥାଏ । ତେବେ କିନ୍ତୁ ସେମାନେ ସ୍ଵଭାଵ ରୁ ଟିକେ ଜିଦିଆ ହେଇଥାନ୍ତି । ପୁରା ଜୀବନ ଏକାକୀ ହିଁ କାଟିଥାନ୍ତି ।ସର୍ବଦା ଦୁଖଦଃ ସମୟ ଦେଇ ତାଙ୍କୁ ଗତି କରିବା କୁ ପଡିଥାଏ ।

ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *