ମେଷ ରାଶି ଆସନ୍ତା 44 ଦିନ ବଡ ପରିବର୍ତ୍ତନ, ସବୁ ସ୍ୱପ୍ନ ହେବ ପୂରଣ କିନ୍ତୁ…(Astrology)

ନମସ୍କାର ବନ୍ଧୁଗଣ ତେବେ ଜ୍ଯୋତିଷ ଶାସ୍ତ୍ର ଅନୁସାରେ ୧୨ ଗୋଟି ରାଶି ରହିଛି । ଗ୍ରହ ମାନଙ୍କର ସ୍ଥିତି ପରିବର୍ତ୍ତନ ଯୋଗୁ ରାଶି ମାନଙ୍କର ପରିବର୍ତ୍ତନ ହୋଇଥାଏ । ଯାହା ଦ୍ଵାରା ବ୍ୟକ୍ତି ଜୀବନରେ ଶୁଭ ଓ ଅଶୁଭ ପ୍ରଭାବ ପଡିଥାଏ । ଯାହା ଦ୍ଵାରା ବ୍ୟକ୍ତି ଅକ୍ଲାନ୍ତ ପରିଶ୍ରମ କରି ମଧ୍ୟ ସଫଳ ହୋଇପାରେ ନାହି । ଅନ୍ୟ କ୍ଷେତ୍ରରେ ବ୍ୟକ୍ତି ଖୁବ କମ ପରିଶ୍ରମ କରି ଅଧିକ ସଫଳତା ହାସଲ କରିଥାଏ । ଆଜି ଆମେ ଆପଣ ମାନଙ୍କୁ ଆସନ୍ତା ୪୪ ଦିନ ମଧ୍ୟରେ ମେଷ ରାଶିର ବ୍ୟକ୍ତିଙ୍କ ସମୟ କିପରି ରହିବ ସେହି ବିଷୟରେ କହିବାକୁ ଯାଉଛୁ।

ତେବେ ମେଷ ରାଶିର ବ୍ୟକ୍ତି ଅଧିକ ପରିଶ୍ରମୀ ହୋଇ ଥିବାରୁ ବେପାର କ୍ଷେତ୍ରରେ ବଡ ଲାଭ ପାଇବେ । ରାଜନୀତି କ୍ଷେତ୍ରରେ ଆପଣଙ୍କର ସମୟ ଶୁଭ ରହିବ । ଅଚାନକ ଧନ ଲାଭ ହେବ । ଖେଳକୁଦରେ ଥିବା ବ୍ୟକ୍ତିଙ୍କ ପାଇଁ ସମୟ ଶୁଭ ସାବ୍ୟସ୍ତ ହେବ । ଟଙ୍କା ରୋଜଗାର କରିବାର ନାଉଆ ଅବସର ପାଇବେ । ଆପଣଙ୍କର ଆତ୍ମସମାନ ଆପଣଙ୍କୁ ଉଚ୍ଚ ସ୍ତରକୁ ଯାଇ ପାରିବେ । ବିଦେଶ ଯାତ୍ରା କରିବାର ଯୋଗ ରହିଛି ।

ବିଦେଶରେ ଟଙ୍କା ରୋଜଗାର ବା ବିବାହ ହେବାର ଯୋଗ ରହିଛି । ଏହି ୪୪ ଦିନ ମଧ୍ୟରେ ଆପଣଙ୍କର ସ୍ଵପ୍ନ ପୂରଣ ହୋଇପାରେ । ଏହି ସମୟ ମଧ୍ୟରେ ଆପଣଙ୍କ ମନରେ କ୍ରୋଧ ଆସିଲେ ମଧ୍ୟ ଆପଣଙ୍କର କ୍ଷତି ହେବ ନାହି । ଯେଉଁ ମାନେ ଚାକିରି ପେକ୍ଷାରେ ଥିଲେ ସେମାନଙ୍କୁ ନୂଆ ଚାକିରି ମିଳିପାରେ । ଭାଇ ମାନଙ୍କ ସହ ଆଲୋଚନା କରିବା ସମୟରେ ବାଣୀ ଉପରେ ସଂଯମତା ରକ୍ଷା କରନ୍ତୁ ।

ତେବେ ଯେଉଁ ମାନେ ନୂଆ ଘର କ୍ରୟ ବା ଗୃହ ଅନୁକୂଳ ବା ନୂଆ ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଛନ୍ତି ଏହି ୪୪ ଦିନ ଅମଧ୍ୟରେ ସମୟ ଉତ୍ତମ ରହିବ । ଆପଣଙ୍କୁ ପ୍ରେତକ କାମରେ ସଫଳତା ମିଳିବ । ବିଦ୍ୟାର୍ଥୀ ମାନେ ଶିକ୍ଷା କ୍ଷେତ୍ର ରେ ଉନ୍ନତି କରିବେ । ଦୀର୍ଘ ଦିନରୁ ଆପଣ ସ୍ୱାସ୍ଥ୍ୟ ଜନିତ ସମସ୍ଯା ଭୋଗ କରୁଥିଲେ ତାହାର ଅନ୍ତ ଘଟିବ । ମିତ୍ର ମାନଙ୍କ ସହ ଆପଣଙ୍କର ସମୟ ଭଲ ରହିବ । ଦାଂପତ୍ଯ ଜୀବରେ ଜୀବନ ସାଥି ଙ୍କ ସହ ଆପଣଙ୍କର ବୁଝାମଣା ଠିକ ରହିବ ।

ଆପଣ ଅନେକ କ୍ଷେତ୍ର ରୁ ଲାଭ ପାଇବେ । ଆପଣ ମଙ୍ଗଳବାର ଦିନ ଭଗବାନ ହନୁମାନଙ୍କୁ ସିନ୍ଦୁର ଦାନ କରନ୍ତୁ । ପ୍ରେମ ଜୀବନରେ ଆପଣଙ୍କର ଭଲ ସମୟ ବ୍ଯତୀତ ହେବ । ମାତା ପିତାଙ୍କ ସହଯୋଗ ଆପଣ ପାଇବେ । କୌଣସି ବଡ କାମ ବା ବଡ ନିସ୍ପତି ନେବା ପୂର୍ବରୁ ଗୁରୁଜନ ମାନଙ୍କ ପରାମର୍ଶ ନିଅନ୍ତୁ ।

ଏହା ସହ ଆପଣ ଧର୍ମ ସ୍ଥାନରେ ଚାଉଳ, ଗୁଡ, କ୍ଷୀର ଓ ଟଙ୍କା ଦାନ କରିବେ ତେବେ ଆପଣଙ୍କର ସବୁ କାମ ସଫଳତାର ସହ ପୂରଣ ହେବ । ସମାଜରେ ଆପଣଙ୍କର ମାନ ସମାନ ବୃଦ୍ଧି ପାଇବ । ଯାହା ଦ୍ଵାରା ଲୋକ ମାନେ ଆପଣଙ୍କର ମାର୍ଗ ଦର୍ଶନ କରିବେ । ଆପଣଙ୍କର ଦାମ୍ପତ୍ୟ ଜୀବନ ସୁଖମୟ ରହିବ।

ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *