Diabetes ରେ ଭୁଲରେ ବି ଖାଆନ୍ତୁ ନାହିଁ ଏହି 4 ଟି ଖାଦ୍ଯ ! ହୋଇଥାଏ ବିଷ ସମାନ ! (Health Tips)

ବନ୍ଧୁଗଣ ବର୍ତ୍ତମାନର ସମୟରେ ଦୁନିଆର ଅଧିକାଂଶ ଲୋକ ବହୁତ କମ ବର୍ଷ ବୟସରେ ଡାଇବେଟିସ ରୋଗରେ ପୀଡିତ ହେଉଛନ୍ତି । ଡାଇବେଟିସ ହେଉଛି ଏକ ମାରାତ୍ମକ ରୋଗ ଯାହା ହେବା ଦ୍ଵାରା ମଣିଷ ଦେହରେ ଅନେକ ରୋଗ ଘର କରିଥାଏ । ତେବେ ଯେଉଁ ମାନଙ୍କୁ ଡାଇବେଟିସ ହୋଇଥାଏ ସେମାନେ ଜୀବନ ସାରା ଇନସୁଲିନ ବା ମେଡ଼ିସିନ ଆଦିର ସେବନ କରିଥାନ୍ତି । ହେଲେ ବନ୍ଧୁଗଣ ଡାଇବେଟିସ ରୋଗୀ ମାନଙ୍କୁ ଭୁଲ ସେ ମଧ୍ୟ କିଛି ଖାଦ୍ୟ ଖାଇବା ଉଚିତ ନୁହେଁ ।

ଏହି ସବୁ ଖାଦ୍ୟ ଡାଇବେଟିସ ରୋଗୀ ମାନଙ୍କ ପାଇଁ ବିଷ ପାଲଟିଥାଏ ଓ ଆଜି ଆମେ ଆପଣ ମାନଙ୍କୁ ସେହି ସମସ୍ତ ଖାଦ୍ୟ ବିଷୟରେ କହିବାକୁ ଯାଉଛୁ । ତେବେ ଆସନ୍ତୁ ଜାଣିବା ସେହି ସବୁ ଖାଦ୍ୟ ବିଷୟରେ । ୧. ବନ୍ଧୁଗଣ ଟ୍ରାନ୍ସ ଫ୍ୟାଟ ସହ ଜଡିତ କୌଣସି ଖାଦ୍ୟର ସେବନ ଡାଇବେଟିସ ରୋଗୀ ମାନେ କରନ୍ତୁ ନାହିଁ ।

ଟ୍ରାନ୍ସ ଫ୍ୟାଟ ଖାଦ୍ୟ କହିଲେ ସାଧାରଣ ତେଲରେ ଛଣା ହୋଇଥିବା ଖାଦ୍ୟ । ଏହି ସବୁ ଖାଦ୍ୟ ତିଆରି ସମୟରେ ଗୋଟିଏ ତେଲକୁ ବାରମ୍ବାର ବ୍ୟବହାର କରାଯାଇଥାଏ । ବିଶେଷଜ୍ଞ ମାନଙ୍କ ମତରେ ଯେଉଁ ତେଲରେ ବାରମ୍ବାର ଖାଦ୍ୟ ଜିନିଷ ଛଣା ଯାଏ ସେହି ତେଲରେ ଟ୍ରାନ୍ସ ଫ୍ୟାଟ ବହୁତ ଅଧିକ ମାତ୍ରାରେ ଥାଏ ।

୨. ବନ୍ଧୁଗଣ ଯଦି ଆପଣଙ୍କର ଡାଇବେଟିସ ସମସ୍ୟା ଅଛି ତା ହେଲେ ଆପଣ ମିଠା ଫଳର ସେବନ ଭୁଲ ସେ ମଧ୍ୟ କରନ୍ତୁ ନାହିଁ । ମିଠା ଫଳ କହିଲେ ଅଙ୍ଗୁର ଓ ଆମ୍ବ ଆଦି ଫଳକୁ ଭୁଲ ସେ ମଧ୍ୟ ଖାନ୍ତୁ ନାହିଁ । ଆପଣ ମାନେ ଚାହିଁଲେ ଆପେଲ, ଜାମୁ କୋଳି ଓ ଅଁଳା ଫଳର ସେବନ କରିପାରିବେ ଏହା ଆପଣଙ୍କ ସୁଗାର ଲେବୁଲକୁ ନିୟନ୍ତ୍ରଣ ରଖିଥାଏ ।

୩. ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛି କଫି । ଡାଇବେଟିସ ରୋଗୀ ମାନଙ୍କୁ କଫିର ସେବନ କରିବା ଉଚିତ ନୁହେଁ । କଫି ହେଉଛି ଏକ ଏପରି ଖାଦ୍ୟ ପଦାର୍ଥ ଯେଉଁଥିରେ ଏଫିନର ମାତ୍ରା ଅଧିକ ରହିଥାଏ । କଫିର ସେବନ କରିବା ଦ୍ଵାରା ଆପଣଙ୍କ ସୁଗାର ଲେବୁଲ ବଢିଥାଏ । ତେଣୁ ବନ୍ଧୁଗଣ କଫିର ସେବନ ଭୁଲ ସେ ମଧ୍ୟ କରନ୍ତୁ ନାହିଁ ।

୪. ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛି ମଇଦା । ମଇଦାରେ ପ୍ରସ୍ତୁତ ହୋଇଥିବା କୌଣସି ଖାଦ୍ୟର ସେବନ ଡାଇବେଟିସ ରୋଗୀ କରନ୍ତୁ ନାହିଁ । ମଇଦାରେ ତିଆରି ହୋଇଥିବା ଖାଦ୍ୟ ଗୁଡିକ ହେଉଛି ବ୍ରେଡ, ମୋମୋ ଓ ପୁରି ଆଦି । ମଇଦାରେ ଗ୍ଲାଇସୋମିକ ଇଣ୍ଡେକ୍ସ ରହିଥାଏ ଯାହା ଆପଣଙ୍କ ସୁଗାରକୁ ବଢାଇ ଥାଏ । ତେଣୁ ବନ୍ଧୁଗଣ ଭୁଲ ସେ ମଧ୍ୟ ଡାଇବେଟିସ ରୋଗୀ ମାନେ ଏହି ଚାରୋଟି ଖାଦ୍ୟର ସେବନ କରନ୍ତୁ ନାହିଁ ।

ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *