‘ରାଣୀ ପଣ୍ଡାର ତ ହଜାର ଉପରେ ବଏଫ୍ରେଣ୍ଡ ହେଲେ ଗୋଟାଏ କେହି ମତେ…’ ଅଭିନେତ୍ରୀ Rashmirekha ଙ୍କ ମୃତ୍ୟୁକୁ Rani Panda ଯାହା କହିଲେ ଶୁଣିଲେ କାବା ହେବେ, ଦେଖନ୍ତୁ Video

ବନ୍ଧୁଗଣ, ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡା ବର୍ତ୍ତମାନ ଘରେ ଘରେ ପରିଚିତ । କେତେ ଦର୍ଶକ ତାଙ୍କୁ ସନ୍ନମାନ ଦେବା ସହିତ ବହୁତ ଭଲ ପାଇବା ଏବଂ ଶୁଭ କାମନା ଦେବା ସହିତ ଆଉ କେତେକ ନାନା ପ୍ରକାରର ନିନ୍ଦା ଅପବାଦ ଦେଇଥାନ୍ତି । ପ୍ରାୟ ଅଧିକାଂଶ ସମୟରେ ରାଣୀ ପଣ୍ଡା ବିବାଦ ର ଘେରରେ ରହିଥାନ୍ତି । ମାତ୍ର ଆପଣ ଗୋଟିଏ କଥା ନିଶ୍ଚିତ ଭାବରେ ଜାଣିଥିବେ ଯେ “କାଉଁରିଆ କାଠି ଭାଙ୍ଗିଯିବା ପଛେ ନଇଁବ ନାହିଁ” । ଠିକ ସେହିଭଳି ଯେତେ ବିବାଦ ଘେରାକୁ ଆସିଲେ ମଧ୍ୟ ରାଣୀ ପଣ୍ଡା କେବେ ନଇଁ ନାହାନ୍ତି ।

ତାଙ୍କ କହିବା କଥା ମୁଁ ମୋ ନଜର ସାମ୍ନା ରେ ଠିକ ଅଛି ଦୁନିଆ କଣ କହିଲେ ମୋତେ ଫରକ ନାହିଁ । ତେବେ ଏହିଭଳି ପଜେଟିଭ ଥିଂକିଂ ରଖୁଥିବା ଅଭିନେତ୍ରୀ ରାଣୀ ପଣ୍ଡା କ’ଣ କହିଛନ୍ତି ଆସନ୍ତୁ ଜାଣିନେବା ସଂପୂର୍ଣ୍ଣ ବିବରଣୀ । ସେ କହିଛନ୍ତି ଯେ ଏଭଳି ଯେଉଁ ପରିସ୍ଥିତି କର ଜିନିଷ ଘଟୁଛି ତାହା ଯେପରି ଆଉ ନ ଘଟୁ । ଏହିଭଳି ଜିନିଷ ନିମନ୍ତେ କିଛି ଗାଇଡଲାଇନ ରଖି ଦିଅନ୍ତୁ ।

ଯାହା ଫଳରେ ଆକାରଣରେ ମୃ-ତ୍ୟୁ ହେବ ନାହିଁ । ତେବେ ଏହିଭଳି କଥା ରାଣୀ ପଣ୍ଡା ବହୁ ଚର୍ଚିତ ରଶ୍ମିରେଖା ଙ୍କ ମୃ-ତ୍ୟୁ ମାମଲା କୁ ନେଇ କହିଛନ୍ତି । ପରିସ୍ଥିତି ଚାପ ରେ ପଡିଲେ ଗୋଟିଏ ଲୋକ ବାଧ୍ୟ ହୋଇ ସୁ-ଇ-ସା-ଇ-ଡ କରିବ । ସେ କହିଛନ୍ତି ଯେ ରଶ୍ମି ଙ୍କ ଘଟଣା ଯାହା ଗଣମାଧ୍ୟମରେ ଦେଖିବାକୁ ମିଳୁଛି ଯେ, ରାଜା ସହିତ ତାଙ୍କ ସମ୍ପର୍କ ଥିଲା ତଥା ରାଜା ରଶ୍ମି ଙ୍କ ବଏଫ୍ରେଣ୍ଡ ଥିଲେ ।

କିନ୍ତୁ ରହୁଥିଲେ ସନ୍ତୋଷ ସହିତ ସ୍ଵାମୀ ସ୍ତ୍ରୀ ଭାବରେ ଭଡା ଘରେ । ତେବେ ମୋଟ ଉପରେ କହିବାକୁ ଗଲେ ନର୍ମାଲ ଝିଅ ଙ୍କ ୫୩୨ ବଏଫ୍ରେଣ୍ଡ ବାହାରିଲା ବେଳେ ରାଣୀ ପଣ୍ଡା ଙ୍କର ବୋଧ ହୁଏ ହଜାରେ ଉପରେ ବାହାରିବେ । ମାତ୍ର ଦେଖିଲା ବେଳକୁ କେହି ସାଥିରେ ନଥିବେ ଏବଂ ଯିଏ ଥିବେ ସେ ମଧ୍ୟ ବାହା ହୋଇ ନିଜ ପିଲାଛୁଆ ଘର ସଂସାରକୁ ଦେଖିଲେଣି ।

ଏଭଳି ଅନେକ ଆସନ୍ତି ଚିତାକାଟି ଜାଆନ୍ତି । ଏହା ସାଧାରଣ କଥା କିନ୍ତୁ ଏଭଳି ଘଟଣା ଯେମିତି ନ ଘଟୁ ଯାହା ରଶ୍ମି ଙ୍କ ସହିତ ଘଟିଲା ତେବେ ସଂପୂର୍ଣ୍ଣ ସତ୍ୟତା କ’ଣ ବର୍ତ୍ତମାନ ପର୍ଯ୍ୟନ୍ତ ଜଣାପଡିନାହିଁ । ଦେଖାଯାଉ ଆଗକୁ କେଉଁ ରହସ୍ୟ ର ପରଦାଫାର୍ଶ ହେଉଛି ବୋଲି ରାଣୀ ପଣ୍ଡା କହିଛନ୍ତି । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *