10ମ ବୋର୍ଡ ପରୀକ୍ଷା: କେତେ ମାର୍କ ରଖିଲେ କେଉଁ ଗ୍ରେଡ ମିଳିବ ଓ କେତେ ମାର୍କ ରଖିଲେ ଫେଲ ହେବେ ? ଜାଣନ୍ତୁ ପୁରା ତଥ୍ୟ…

ନମସ୍କାର ବନ୍ଧୁଗଣ ତେବେ ଆମେ ଆଜି ଆଲୋଚନା କରିବା କେତେ ମାର୍କ ରଖିଲେ କେଉଁ ପିଲା କେତେ ଗ୍ରେଟ ଆଣିବ ତେବେ ଆସନ୍ତୁ ଜାଣିନେବା ଏହି ବିଷୟ ରେ ସଂମ୍ପର୍ଣ୍ଣ ଭାବେ । ତେବେ ଆପଣ ମାନଙ୍କୁ ଏଠାରେ ମାର୍କ ରେଞ୍ ଦେଖିବା ପାଇଁ ମିଳିବ । ସେହି ପରି ଲେଟର ଗ୍ରେଟ ଦେଖିବା ପାଇଁ ମିଳିବ । ତେବେ ଯେକୈଣସି ପିଲା ଯଦି ନିଜର ମାର୍କ ୯୦ ପ୍ରତିଶତ ରୁ ଅଧିକ ଆଣିଥାଏ । ବା ୫୪୦ ରୁ ୬୦୦ ମାର୍କ ମଧ୍ୟରେ ରଖିଥାଏ ।


ତେବେ ତାହାକୁ ଏ୧ ଗ୍ରେଡ ଦିଆଯାଏ । ଆଉ ତାହାର ଗ୍ରେସ ଭେଲ୍ୟୁ ଆଉଟ ଷ୍ଟେଣ୍ଡି ରହିଥାଏ । ସେହି ପରି ବେଳେ ଯଦି କୈଣସି ଛାତ୍ର ୮୦ ପ୍ରତିଶତ କିମ୍ବା ତା ଠାରୁ ଅଧି ରଖିଥାଏ । ଅଥବା ତାହାର ଯଦି ମାର୍କ ୯୦ ପ୍ରତିଶତ ତଳକୁ ହୋଇଥାଏ । ତେବେ ତାହାକୁ ଏ୨ ବା ଆଉ ତାହାର ଗ୍ରେସ ଭେଲ୍ୟୁ ଏକ୍ସିଲେଣ୍ଟ ହୋଇଥାଏ ।

ସେ ଯଦି ୪୮୦ ରୁ ୫୩୯ ମଧ୍ୟରେ ରହିଥିଲେ ତାହାର ଏ୨ ଗ୍ରେଡ ହୋଇଥାଏ । ତେବେ ସେହି ପରି କୈଣସି ଛାତ୍ର ୭୦ ପ୍ରତିଶତ କିମ୍ବା ୮୦ ପ୍ରତିଶତ ମଧ୍ୟରେ ରଖିଥିବ ଏବଂ ତାହାର ମାର୍କ ଯଦି ୪୨୦ ରୁ ୪୭୨ ମଧ୍ୟରେ ହୋଇଥାଏ । ତେବେ ତାହାଲେ ଗ୍ରେସ ବି୧ ହୋଇଥାଏ । ଜାହାର ଗ୍ରେଡ ଭେଲ୍ୟୁ ଭେରି ଗୁଡ ହୋଇଥାଏ ।


ସେହି ପରି ଯେଉଁ ପିଲାର ପର୍ସେଣ୍ଟେଜ୍ ୬୦ ପ୍ରତିଶତ କିମ୍ବା ତା ଠାରୁ ଅଧିକ କିନ୍ତୁ ୭୦ ପ୍ରତିଶତ ତଳକୁ ହୋଇଥାଏ । ଯଦି ଛାତ୍ରଟି ୩୬୦ କୁ ୪୧୯ ମାର୍କ ମଧ୍ୟରେ ରଖିଥାଏ । ତେବେ ଏହାକୁ ବି୨ ଗ୍ରେଡ୍ ସହିତ ଗୁଡ ଭେଲ୍ୟୁ ମିଳେ । ସେହି ପରି ବେଳେ ଯଦି ଛାତ୍ର ୫୦ ପ୍ରତିଶତ ବା ତା ଉପରେ ବା ତଳକୁ ହୋଇଥାଏ । ଅର୍ଥାତ ସଂମ୍ପର୍ଣ୍ଣ ମାର୍କ ୬୦୦ ରୁ ଯଦି ୩୦୦ ମାର୍କ କିମ୍ବା ୩୫୯ ମଧ୍ୟରେ ରଖେ ତେବେ ଛାତ୍ରଟି ଗ୍ରେଡ୍ ସି ବୋଲି ଧରାଯାଏ ।


ତେବେ ସେହି ପରି ଯଦି କାହାର ୫୦ ପ୍ରତିଶତ ରୁ କମ୍ ରହିଥାଏ ତେବେ ତାହାକୁ ଡ଼ି ଗ୍ରେଡ୍ ଦିଆଯିବ । ସେହି ପରି ସେହି ପରି ୩୩ ପ୍ରତିଶତ ରୁ କମ୍ କିମ୍ବା ଅଧିକ ରହିଥିଲେ । ମାନେ ୧୯୮ ରୁ ୨୩୯ ମଧ୍ୟରେ ମାର୍କ ରଖିଥିଲେ ଇ ଗ୍ରେଡ୍ ରେ ଗଣାଯିବ । ଏବଂ ଏହାକୁ ଫେୟାର ବୋଲି ଧରାଯିବ । ତେବେ ଏହା ଥିଲା ପିଲା ଛାତ୍ର ଛାତ୍ରୀ ଙ୍କୁ ନେଇ ସୂଚନା । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *