ନମସ୍କାର ବନ୍ଧୁଗଣ ତେବେ ବହୁ ଚର୍ଚ୍ଚିତ ଘଟଣା ଦୀପିକା ଏବଂ ଦିନେଶ ଙ୍କ ପ୍ରେମ କାହାଣୀ ପ୍ରତାରଣା ବିଷୟରେ ଆପଣ ମାନେ ନିଶ୍ଚିତ ଜାଣିଥିବେ । ତେବେ ବର୍ତ୍ତମାନ ଦୀପିକାଙ୍କ ଶାଶୂ ଘର ଲୋକ ବର୍ତ୍ତମାନ ଟଙ୍କା ଯାଚୁଛନ୍ତି ଏବଂ ପୁଅ କୁ ମଧ୍ୟ ଗ୍ରହଣ କରିବେ କହୁଛନ୍ତି କିନ୍ତୁ ଦୀପିକା କୁ ଗ୍ରହଣ କରିବେ ନାହିଁ । ତେବେ ବର୍ତ୍ତମାନ ଘରକୁ ଫେରିଛନ୍ତି ଦିନେଶ ଏହି କଥା ସୁଣି ଦିପିକା ବହୁତ ଖୁସୀ ହୋଇଜାଇଛନ୍ତି । ହେଲେ ତାଙ୍କର ଏହି ଖୁସୀ ବେଶୀ ସମୟ ପାଇଁ ନୁହେଁ ।
କୁହାଯାଉଛି ଦିନେଶ ଙ୍କ ସହିତ ତାଙ୍କ ସ୍ତ୍ରୀ ମଧ୍ୟ ଫେରୁଛନ୍ତି । ଏହି କଥା ସୁଣିବା ପରେ ଦିପିକା ଙ୍କ ପାଦ ତଳୁ ମାଟି ଖସିଜାଇଛି । ଯେଉଁ ବିବାହ କୁ ବନ୍ଦ କରିବା ପାଇଁ ସେ ଏତେ କଷ୍ଟ କରୁଛନ୍ତି ଶେଷ ରେ କଣ ଏହି ଦିନ ଦେଖିବାର ଥିଲା ତେବେ ଯଦି ପ୍ରକୃତ ରେ ଦିନେଶ ନିଜର ପତ୍ନୀ ଙ୍କୁ ଧରି ଆସନ୍ତି । ତେବେ କଣ ହେବ ଦିପିକା ଙ୍କର ଏତେ ଦିନର ତପସ୍ୟା କଣ ଏମିତି ରେ ହିଁ ଚାଲିଯିବ । ତେବେ ଦୀର୍ଘ ୪୫ ଦିନର କଷ୍ଟ ର ମୂଲ୍ୟ କିଛି ରହିବ ନାହିଁ ।
ତେବେ ସବୁଠୁ ବଡ କଥା ହେଲା ଦିପିକା ଏବଂ ତାଙ୍କର ପିଲାର ଭବିଷ୍ୟତ କୁ ନେଇ ଯେଉଁ ଲଢେଇ ଲଢୁଥିଲେ ସେହି ଲଡେଇ କଣ ହାରିଯିବେ କି ଦୀପିକା ଏହାତ ସମୟ କହିବ ହେଲେ ଏବେ ଯେଉଁ କଥା ସାମ୍ନାକୁ ଆସିଛି ତାହା ଚିନ୍ତାର ବିଷୟ ଅଟେ । ଗୋଟିଏ ନାରୀ କେବେ ବି ନିଜର ସ୍ୱାମୀ ସହିତ ଅନ୍ୟ ଝିଅକୁ ଦେଖ ପାରିବ ନାହିଁ । ଯେଉଁ ଦ୍ୱାର ଦେଇ ଦିନେଶ ତାଙ୍କର ସ୍ତ୍ରୀ ସହିତ ଯିବେ ସେହି ଦ୍ୱାର ସାମ୍ନାରେ ତ ଦିପିକା ବସିଛନ୍ତି ।
ଏହି ଦୃଶ୍ୟ କଣ ସହି ପାରିବେ ଦିପିକା । ତେବେ ମନରେ ଯେଉଁ ଆଶା ନେଇ ଦିପିକା ବସିଥିଲେ ତେବେ ଆଜି ନହେଲେ ବି କାଲି ଦିନେଶ ଫେରିବେ ଏବଂ ତାଙ୍କୁ ଆପଣେଇ ନେବେ । ସେହି ଆଶା ତାଙ୍କର ମୈଳି ଯାଉଛି ତେବେ ଯେଉଁ ଡର ସେମାନଙ୍କ ମନ ମଧ୍ୟରେ ରହିଥିଲା ତାହା ସତ ହେବକୁ ଯାଉଛି । କେବଳ ଆଉ କିଛି ସମୟ କୁ ଅପେକ୍ଷା ଦିନେଶ ଙ୍କ ବିବାହ ହୋଇଥିବା କଥା ତାଙ୍କର ପରିବାର ଲୋକ ମୁହଁରେ ମାନିଥିଲେ ।
ସେହି ଦିନେଶ ଙ୍କ ବାପା କହୁଛନ୍ତି ବିବାହ ସରିଛି ବୋଲି ଏବେ କଥା ନିଶ୍ଚିତ ସତ ବୋଲି ଜଣା ପଡିଛି । ଏହି କଥା ସାମ୍ନାକୁ ଆସିବା ପରେ ଦୀପିକା ପୋଲିସ ଙ୍କୁ ଅନୁରୋଧ କରିଥିଲେ । ହେଲେ ତଦନ୍ତ କେତେ ବାଟ ଜାଇଛି ତାହା ବର୍ତମାନ ସମୟ ରେ ଜଣା ପଡିନାହି । ଅନ୍ୟପଟେ ଉଭୟ ଙ୍କ ଘଟଣା ର ତଦନ୍ତ ସୁଣାଣି ୧୯ ତାରିଖ ରେ ଥିବା ବେଳେ ସାମ୍ନାକୁ ଆସିଛି ନୂଆ ନୂଆ ସମସ୍ୟା । ତେବେ ଏହି ଘଟଣା କୁ ନେଇ ଆଗକୁ କଣ ହେଉଛି ଦେଖିବା ପାଇଁ ବାକି ରହିଲା । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।