ବିନା ବିବାହରେ ହିଁ ଏକାଠି ଶୋଇ ସାରିଛନ୍ତି Bollywood ର ଏହି 6 ଟି କପଲ, ନମ୍ବର 6 ତ ପ୍ରେଗନେଣ୍ଟ ବି ହେଇ ଯାଇଥିଲେ

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ଜାଣିଥିବେ କି ବର୍ତ୍ତମାନ ଲିଭ ଇନ ରିଲେସନ ରେ ରହିବା ଏକ ସାମାନ୍ୟ କଥା ହୋଇଗଲାଣି। ତେବେ ସେ ବଡ଼ ପରଦା ହେଉ କିମ୍ବା ଛୋଟ ପରଦା ସବୁଆଡେ ଏହା ଏକ ସାଧାରଣ କଥା ହୋଇ ଗଲାଣି। ତେବେ ବର୍ତ୍ତମାନ ଲୋକମାନେ ସିନେମା ଅପେକ୍ଷା ସିରିୟଲ ଦେଖିବାକୁ ଅଧିକ ଆଗ୍ରହ ପ୍ରକାଶ କରୁଛନ୍ତି। ତେବେ ଆସନ୍ତୁ ଆଜି ଆମେ ସେହି ଧାରାବାହିକ ରେ କାମ କରୁଥିବା ଅଭିନେତା ଅଭିନେତ୍ରୀ ଯେଉଁମାନେ ବିବାହ ନ କରି ମଧ୍ୟ ଏକାଠି ରହୁଛନ୍ତି ସେମାନଙ୍କ ବିଷୟରେ ଜାଣିନେବା।

୧- ପ୍ରଥମ ରେ ହେଉଛନ୍ତି ଅଭିନେତା ରାହୁଲ ଦେବ ଏବଂ ଅଭିନେତ୍ରୀ ମୁଗ୍ଧା। ରାହୁଲ ଦେବ ଜଣେ ଅଭିନେତା ସେ ଧାରାବାହିକ ସହ ଅନେକ ହିନ୍ଦୀ ଏବଂ ସାଉଥ ସିନେମା ରେ ମଧ୍ୟ କାମ କରିଛନ୍ତି ଏବଂ ମୁଗ୍ଧା ଜଣେ ଅଭିନେତ୍ରୀ ଓ ମଡେଲ ସେ ମଧ୍ୟ ଅନେକ ସିନେମା ରେ ନଜର ଆସିଛନ୍ତି ତେବେ ଦୁହିଁଙ୍କ ଭିତରେ ୧୪ ବର୍ଷ ର ଫରକ ରହିଛି ଏବଂ ଦୁହେଁ ୨୦୧୫ ରୁ ଏକାଠି ଅଛନ୍ତି। ଏବଂ ଖୁବ ଶୀଘ୍ର ବିବାହ ମଧ୍ୟ କରିବେ।


୨- ଦ୍ଵିତୀୟ ରେ ହେଉଛନ୍ତି ଦିବ୍ୟା ଅଗ୍ରୱାଲ ଏବଂ ବରୁଣ ସୁଦ। ତେବେ ଦୁହେଁ ଏକ ରିୟାଲିଟି ଶୋ ରେ ହିଁ ଏକାଠି ହୋଇଥିଲେ ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ଏକାଠି ଅଛନ୍ତି ଏବଂ ଲିଭିଇନ ରେ ରହୁଛନ୍ତି। ତେବେ ଦୁହେଁ ଖୁବ ଶୀଘ୍ର ବିବାହ କରିବେ ବୋଲି ମଧ୍ୟ ଶୁଣା ଯାଉଥିଲା।


୩- ତୃତୀୟ ରେ ହେଉଛନ୍ତି ଅଲି ଗୋନି ଏବଂ ଜାସ୍ମିନ। ତେବେ ଦୁହେଁ ବହୁତ ସୁନ୍ଦର କଳାକାର ଏବଂ ଦୁହେଁ ବର୍ତ୍ତମାନ ଲିଭଇନ ରେ ରହୁଛନ୍ତି ଏବଂ ଦୁହିଁଙ୍କୁ ଅନେକ ପାର୍ଟି ଏବଂ ଇଭେଣ୍ଟ ରେ ମଧ୍ୟ ଏକାଠି ନଜର ଆସୁଛନ୍ତି ତେବେ ବିବାହ କଥା କୌଣସି ଜଣା ପଡି ନାହିଁ।


୪- ଚତୁର୍ଥ ରେ ହେଉଛନ୍ତି ସନମ ଜୋହର ଏବଂ ଅଭିଗିଲ ପାଣ୍ଡେ । ତେବେ ସନମ ହେଉଛନ୍ତି ଜଣେ ଡାନ୍ସର ଏବଂ ଅଭିଗିଲ ଜଣେ ଅଭିନେତ୍ରୀ ତେବେ ଦୁହେଁ ଲିଭ ଇନ ରେ ଅଛନ୍ତି ଏବଂ ବହୁତ ଖୁସିରେ ମଧ୍ୟ ଅଛନ୍ତି କିନ୍ତୁ ବିବାହ ବିଷୟରେ କୌଣସି ସୂଚନା ଏପର୍ଯ୍ୟନ୍ତ ମିଳିନାହିଁ।


୫- ପଞ୍ଚମ ରେ ହେଉଛନ୍ତି ମୋହିତ ଏବଂ ଷ୍ଟିଫି। ତେବେ ଦୁହେଁ ଏକ ରିୟାଲିଟି ଶୋରେ ହିଁ ନଜର ଆସିଥିଲେ। ତେବେ ଦୁହେଁ ଲିଭଇନ ରେ ଅଛନ୍ତି ଏବଂ ଦୁହେଁ ସୋସିଆଲ ମିଡ଼ିଆରେ ନିଜର ଭିଡିଓ ଏବଂ ଫୋଟୋ କୁ ପୋଷ୍ଟ କରିଥାନ୍ତି।

6. ବଲିଉଡ ଇଣ୍ଡଷ୍ଟ୍ରୀ ର ପ୍ରସିଦ୍ଧ ଅଭିନେତ୍ରୀ ‘ଶ୍ରୀଦେବୀ’ ବିବାହ ପୂର୍ବରୁ ହିଁ ଗର୍ଭବତୀ ହୋଇଯାଇଥିଲେ ଏବଂ ସେ ‘ବୋନି କପୁର’ ଙ୍କୁ ବିବାହ କରିଥିଲେ । ଏହି ଯୋଡି ଵିଵାହ ପୂର୍ବରୁ ସମ୍ପର୍କରେ ରହିଥିଲେ ଏବଂ ପରବର୍ତ୍ତୀ ସମୟରେ ପରସ୍ପର କୁ ବିବାହ କରିଥିଲେ । ଦେଖିବାକୁ ଗଲେ ଏହି ଯୋଡି ଙ୍କ ପ୍ରେମ ସମ୍ପର୍କ ସଫଳ ହୋଇଥିଲା । କୁହାଯାଏ କି ଶ୍ରୀଦେବୀ ବିବାହ ପୂର୍ବରୁ ହିଁ ପ୍ରେଗନେଣ୍ଟ ହେଇ ଯାଇଥିଲେ କାରଣ ଵିଵାହ ର କିଛି ମାସ ପରେ ହିଁ ଶ୍ରୀଦେବୀ ଙ୍କ ବଡ଼ ଝିଅ ‘ଜାହ୍ନବୀ କପୁର’ ଙ୍କ ଜନ୍ମ ହୋଇଥିଲା।

Leave a Reply

Your email address will not be published. Required fields are marked *