Vastu Tips- ଖଟ ତଳେ ଭୁଲରେ ବି ରଖନ୍ତୁ ନାହିଁ ଏହି 3 ଟି ଜିନିଷ, ଧୀରେ ଧୀରେ ହେବ ସର୍ବନାଶ !

ନମସ୍କାର ବନ୍ଧୁଗଣ ତେବେ ଆଜି ଆମେ ଆପଣ ମାନଙ୍କୁ ଜଣେଇବୁ ଖଟ ବା ବିଛଣା ସହିତ ଜଡ଼ିତ ବାସ୍ତୁଶାସ୍ତ୍ର ବିଷୟରେ କହିବାକୁ ଯାଉଛୁ । ତେଣୁ ଆପଣ ଯେଉଁଠାରେ ଶୋଉଛନ୍ତି ତାହା ତଳେ କିଛି ବିଶେଷ ଜିନିଷ ରଖିବା ଉଚିତ ହୋଇନଥାଏ । ଯଦି ଆପଣ ଏପରି କରିଥାନ୍ତି ତେବେ ସମସ୍ତ ନକରାତ୍ମକ ଉର୍ଜା ଆପଣଙ୍କ ମଧ୍ୟରେ ଗ୍ରାସ ହୋଇଥାଏ ଏବଂ ଆପଣଙ୍କର ଘରେ ଖରାପ ଏବଂ ଭୁଲ କାର୍ଯ୍ୟ ଗୁଡିକ କରାଇଥାଏ ।

ତେଣୁ ଏହାର ପ୍ରଭାବ ଆପଣଙ୍କ ଗୃହର ଉନ୍ନତି ଏବଂ ଶାନ୍ତି ଉପରେ ମଧ୍ୟ ପଡିଥାଏ । ତେଣୁ ଆପଣମାନେ ନିଜର ଶୋଇବା ବିଛଣା ତଳେ ଭୁଲରେ ମଧ୍ୟ ଏହି ୩ଟି ଜିନିଷ ରଖନ୍ତୁ ନାହିଁ । ତେବେ ଆସନ୍ତୁ ଜାଣିବା ସେହି ୩ଟି ବିଶେଷ ଜିନିଷ ବିଷୟରେ ।

୧- ପ୍ରଥମରେ ଜୋତା ବା ଚପଲ । ପଲଙ୍କ ତଳେ ଭୁଲରେ ମଧ୍ୟ ଜୋତା ବା ଚପଲ ରଖନ୍ତୁ ନାହିଁ । କିଛି ଲୋକ ସ୍ଥାନର ଅଭାବ ଯୋଗୁ କିମ୍ବା ନିଜର ଅବହେଳା କାରଣରୁ ଏହାକୁ ଖଟ ତଳେ ରଖି ଦେଇଥାନ୍ତି । ଯଦି ଆପଣ ଏପରି କରନ୍ତି ତେଣେ ଆପଣ ନିଜର ଅଭ୍ୟାସକୁ ସୁଧାରି ଦିଅନ୍ତୁ । ଜୋତା ବା ଚପଲରେ ବହୁତ ନକରାତ୍ମକ ଶକ୍ତି ରହିଥାଏ ଏହାକୁ ଖଟ ତଳେ ରଖିବା ଦ୍ୱାରା ବା ରାତିରେ ଶୋଇବା ସମୟରେ ଏହି ନକରାତ୍ମକ ଉର୍ଜାର ପ୍ରବାହିତ ହୋଇଥାଏ । ଏହା ଆଗକୁ ଯାଇ ଆପଣଙ୍କର ବିନାଶର କାରଣ ମଧ୍ୟ ହୋଇଥାଏ ।


୨- ଦ୍ଵିତୀୟ ରେ ହେଉଛି ଗୋଡ଼ ପୋଛା । ଗୋଡ଼ ପୋଛା ଯାହା ଉପରେ କି ଆମେ ନିଜର ପାଦ ପୋଛି ଥାଉ । ଏହାକୁ ଅଧିକାଂଶ ଲୋକ ନିଜର ଖଟ ତଳେ ରଖିବାକୁ ପସନ୍ଦ କରିଥାନ୍ତି । କାରଣ ଯେତେବେଳେ ମଧ୍ୟ ଆପଣ ବିଛଣା ଉପରକୁ ଶୋଇବାକୁ ଯାଆନ୍ତି ତେବେ ଏହା ପୂର୍ବରୁ ଆପଣ ନିଜର ପାଦକୁ ଭଲ ଭାବରେ ପୋଛି ପାରିବେ । ଯାହା କାରଣରୁ ଆପଣଙ୍କ ବିଛଣା ଧୂଳି ବାଲୀ ହେବ ନାହିଁ ।

ଏହାକୁ ଖଟର କିଛି ଦୁରତାରେ ରଖିବା ଭୁଲ ନୁହେଁ କିନ୍ତୁ ଏହି କଥାର ଧ୍ୟାନ ରଖନ୍ତୁ ଯେ ଏହା ପଲଙ୍କ ବା ଖଟର ତଳକୁ ଯେପରି ଚାଲି ନଯାଏ । ଏଥିରେ ପାଦର ମଇଳା ପୋଛା ଯାଇଥାଏ । ଏହି କାରଣରୁ ଏହା ବହୁତ ନକରାତ୍ମକ ଶକ୍ତି ଉତ୍ପନ କରିଥାଏ । ତେଣୁ ଶୋଇବା ସମୟରେ ଆପଣଙ୍କୁ ଏଥିରୁ ଦୂରେଇ ରହିବା ଭଲ । ତେଣୁ ଆପଣ ଏହାକୁ ଖଟ ତଳକୁ ଯିବାକୁ ଦିଅନ୍ତୁ ନାହିଁ ।


୩- ତୃତୀୟ ରେ ହେଉଛି ଫାଟ । ଆପଣ ଯେଉଁଠାରେ ଶୋଉଛନ୍ତି ତାହାର ତଳେ ଫାଟ ନଥିବ । ଯେଉଁ ପଲଙ୍କରେ ଆପଣ ଶୋଉଛନ୍ତି ତାହା ଭାଙ୍ଗି ନଥିବା ଦରକାର । ଏହା ସହିତ ଯେଉଁ ବିଛଣା ଉପରେ ଶୋଉଛନ୍ତି କିମ୍ବା ପଲଙ୍କ ରଖାଯାଇଛି ସେହି ଭୂମିରେ ମଧ୍ୟ ଫାଟ ନଥିବା ଦରକାର । ବାସ୍ତୁଶାସ୍ତ୍ର ଅନୁସାରେ ଏହିପରି ଫାଟ ସୃଷ୍ଟି ହୋଇଥିବା ସ୍ଥାନରେ ଶୋଇବା ଦ୍ୱାରା ଗୃହକୁ ଦାରିଦ୍ରତା ଆସିଥାଏ । ଯାହା ଫଳରେ ଗୃହରେ ବହୁତ ଟଙ୍କା ଖର୍ଚ୍ଚ ହୋଇଥାଏ ।

ଦୁର୍ଘଟଣା ଘଟିଥାଏ ଆଉ ବହୁତ ରୋଗ ଆଦି ହୋଇଥାଏ । ଏହିପରି ଫାଟ ନିଜର ଏବଂ ଅନ୍ୟ ମାନଙ୍କର ନକରାତ୍ମକ ଶକ୍ତିକୁ ଆକର୍ଷଣ କରିଥାଏ । ଏଥିପାଇଁ ଯଦି ଆପଣ ଭାଙ୍ଗି ଥିବା କିମ୍ବା ଫାଟ ସୃଷ୍ଟି ହୋଇଥିବା ଖଟ ଉପରେ ଶୋଉଛନ୍ତି ତେବେ ତାହାକୁ ବଦଳାଇ ଦିଅନ୍ତୁ କିମ୍ବା ଏହାକୁ ଠିକ କରିନିଅନ୍ତୁ । ଯଦି ଆପଣମାନେ ନିଜ ଗୃହକୁ ଦାରିଦ୍ରତାରୁ ରକ୍ଷା କରିବା ପାଇଁ ଚାହାନ୍ତି ତେବେ ବାସ୍ତୁଶାସ୍ତ୍ରର ଏହିସବୁ ନିୟମକୁ ପାଳନ କରନ୍ତୁ ।

ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *