ଫେରିଆ ମୋ ସୁନା ଭଉଣୀ…ତତେ ମୁଁ ଭୁଲି ପାରୁନି…ସୁନା ଭଉଣୀକୁ ହରାଇବା ଦୁଃଖ ସହି ନପାରି ଭଉଣୀ ଚିତାକୁ ଡେଇଁ ପଡିଲା ଭାଇ, ପୁରା ଘଟଣା ଜାଣିଲେ ଆପଣ ବି କାନ୍ଦି ପକେଇବେ…

ପରିବାର ରେ ଆମେ ସଭିଏଁ ସବୁଙ୍କ ସହ ଭଲ ରେ ରହିବା ପାଇଁ ଭଲ ପାଇ ଥାନ୍ତି । ଆଜି ଆମେ କହିବା କି ଭାଇ ଭଉଣୀ ର ସମ୍ପର୍କ କିଭଳି ଥାଏ ଏହା ଆମ ସବୁଙ୍କୁ ଜଣା କି ଆମେ ଭାଇ ଭଉଣୀ ର ବନ୍ଧନ କୁ ନା କାଟି ପାରିବା ନାଇ । ଆଜି ଆମେ କହିବା କି ଭାଇ ଭଉଣୀ ମାନେ କିଭଳି ଭାବେ ଥାନ୍ତି । ସେମାନଙ୍କ ସମ୍ପର୍କ କିଭଳି ହୋଇ ପାରେ ଆପଣ ଏହି କାହାଣୀ ରୁ ଜାଣିବେ । ତେବେ ରାକ୍ଷୀ ବାନ୍ଧିବା ପାଇଁ ବର୍ଷ ବର୍ଷ ଧରି ଅପେକ୍ଷା କରିଥାଏ ।

ଭଉଣୀ ବାହାଘର ହୋଇ ଯାଉ କିମ୍ବା ଆଉ କିଛି କାମ ପାଇଁ ବାହାରେ ଥାଉ ଭଉଣୀ । ଭାଇ ସହ ରାକ୍ଷୀ ବାନ୍ଧିବା ଦିନ ଦେଖା କରିବା ପାଇଁ ଉଛନ ହୋଇ ଯାଇ ଥାଏ । ଭଉଣୀ ଆଖିରୁ ଲୁହ ବାହାରିଲେ ଭାଇ ର ଛାତିରୁ ରକ୍ତ ବାହାରିବା ଭଳି ଲାଗି ଥାଏ । ଯଦି ଥରେ କାହାର ଦେହାନ୍ତ ହୋଇ ଯାଏ  ତେବେ ସେ ଆଉ ଫେରି ନଥାଏ । ନିଜ ଲୋକ ମାନଙ୍କୁ ହରାଇବା ପରେ ଆମେ ଆଉ ଫେରି ପାଇ ନଥାଉ ।

ମଧ୍ୟ ପ୍ରଦେଶ ଭୋପାଳ ସଦର ଜିଲା ଏକ ଗ୍ରାମରେ ଏହି ଭଳି ଏକ ଅଭାବନିୟ ଘଟଣା ଦେଖିବା ପାଇଁ ମିଳିଛି । ଯାହା ସମଗ୍ର ରାଜ୍ୟରେ ଚହଳ ପକାଇ ଦେଇଛି ଭଉଣୀର ଦେହାନ୍ତ ପରେ ଭାଇ ଆଉ ସହି ପରି ନଥିଲା ଭଉଣୀ ର ଜୁଇକି ଡେଇଁ ମାରିବା  ପାଇଁ ଚେଷ୍ଟା କରି ଛନ୍ତି । ମାତ୍ର ସ୍ଥାନୀୟ ଲୋକମାନେ ତାଙ୍କୁ ଉଧାର କରିକି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି ।

ପ୍ରୀତି ନାମକ ଏକ ଯୁବତୀ ଜମି କୁ ଯାଇ ଥିବା ବେଳେ ଆଉ ଫେରି ନଥିଲେ ଯାହା ପରେ ତାଙ୍କୁ ଖୋଜା ଯାଇ ଥିଲା ଓ ତାଙ୍କ ମୃତ ଦେହ ଏକ କୂଅ ରୁ ଉଧାର କରା ଯାଇଥିଲା । ଖବର ପାଇକି ପୋଲିସ ସେହି ମୃତ ଦେହକୁ ନେଇକି ଏହାର ଯାଞ୍ଚ କରିଥିଲା । ଏହା ପରେ ଏହାକୁ ଘର ଲୋକଙ୍କୁ ହାତକୁ ଟେକି ଦେଇଥିଲା । ଏହା ପରେ ତାଙ୍କ ଯଥା ବିଧି ନିୟମ ଅନୁସାରେ ସାବା ଦାହ କରିବା ପାଇଁ ସମସାନ କୁ ନିଆ ଯାଇଥିଲା ।

ପରିବାର ଲୋକଙ୍କ ମଧ୍ୟରୁ କିଛି ଲୋକମାନେ କିଛି ଲୋକମାନେ ଘରକୁ ଫେରି ଆସିଥିଲେ ଓ କିଛି ଲୋକମାନେ ଜୁଇ ପାଖରେ ରହି ଯାଇ ଥିଲେ । ମାତ୍ର ଭଉଣୀ କୁ ହରାଇ ପାଗଳ ଭଳି ହେଉଥିବା ଭାଇ ମନକୁ ହଠାତ କଣ ଆସିଥିଲା । ନିଜ ଭଉଣୀ କୁ ଆଉ କେବେହେଲେ ନ ଦେଖି ପାରିବାର କଷ୍ଟ ତାକୁ ଏତେ କଷ୍ଟ ଦେଇଥିଲା କି ସେ ମଧ୍ୟ ନିଆଁ କୁ ଡେଇଁ ପଡି ଥିଲା।

ଲୋକମାନେ ତାର ଚିତ୍କାର ଶୁଣିବା ପରେ ଡାକ୍ତରଖାନାକୁ ନେଇ ଯାଇ ଥିଲେ ମାତ୍ର ଏହା ପରେ ଡାକ୍ତର ଭାଇ କୁ ମଧ୍ୟ ମୃତ ଘୋଷଣା କରିଥିଲା । ପ୍ରଥମେ ଝିଅ ଓ ତା ପରେ ପୁଅ କୁ ହରାଇ ପୁରା ପରିବାର ମର୍ମାହତ ଥିଲା । ଏହି ଘଟଣା ସବୁଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି । ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *