ବାହାଘର ପରେ ମା’ ହୋଇ ସାରିଥିବା ଲୋକପ୍ରିୟ ଓଡ଼ିଆ Actress, ଦେଖନ୍ତୁ ଆପଣଙ୍କ ଫେବ୍ରେଟ କିଏ ?

ନମସ୍କାର ବନ୍ଧୁଗଣ ତେବେ ଓଲିଉଡ,ବଲିଉଡ ଓ ଟିଭି ଧାରାବାହିକ ଅଭିନେତ୍ରୀ ଓ ଅଭିନେତା ମାନେ ସବୁ ବେଳେ ନିଜର କାର୍ଯ୍ୟ ପାଇଁ ମିଡ଼ିଆ ରେ ଚର୍ଚ୍ଚା ରେ ଥାଆନ୍ତି। ସେମାନେ କେତେ ବେଳେ ନିଜର ଲଭ୍ ଲାଇଫ ପାଇଁ ତ କେତେ ବେଳେ ନିଜର ନାଚ ଗୀତ ପାଇଁ। ସବୁ ବେଳେ ସେ ମିଡ଼ିଆ ରେ ଚର୍ଚ୍ଚିତ ହୋଇ ଥାନ୍ତି। ତେବେ ନିକଟ ଅତୀତ ରେ ଏକ ଓଲିଉଡ ର କିଛି ଅଭିନେତ୍ରୀ ବିବାହ କରି ମାଆ ହୋଇଛନ୍ତି ତେବେ ଆସନ୍ତୁ ଜାଣିନେବା ସେହି ଅଭିନେତ୍ରୀ ମାନଙ୍କ ବିଷୟ ରେ।

୧- ପ୍ରଥମରେ ହେଉଛନ୍ତି ଅଭିନେତ୍ରୀ ରାନୁ। ରାନୁ ଙ୍କୁ ଆପଣ ସିନ୍ଦୂର ବିନ୍ଦୁ ଧାରାବାହିକ ରେ ନିଶ୍ଚିତ ଭାବରେ ଦେଖିଥିବେ। ତେବେ ସେହି ଧାରାବାହିକ ରେ ସେ ଏକଦମ ଜବରଦସ୍ତ ଅଭିନୟ କରି ଲୋକମାନଙ୍କ ହୃଦୟ ରେ ନିଜର ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସଫଳ ହୋଇଥିଲେ। ତେବେ ସେ ନିକଟ ଅତୀତରେ ବିବାହ କରିଥିଲେ ଏବଂ ତାଙ୍କର ଗୋଟିଏ ପୁଅ ମଧ୍ୟ ଅଛି। ଯାହାକୁ ଆପଣ ଏହି ଫୋଟୋ ରେ ଦେଖି ପାରୁଥିବେ।


୨- ଦ୍ଵିତୀୟ ରେ ହେଉଛନ୍ତି ଅଭିନେତ୍ରୀ ପ୍ରିୟା। ତେବେ ପ୍ରିୟା ଙ୍କୁ ତ ଆପଣ ସମସ୍ତେ ଜାଣିଥିବେ ସେ ଅଭିମନ୍ୟୁ,ଆଦି ସିନେମା ରେ ନାୟିକା ଭାବରେ ଅଭିନୟ କରିଥିବାର ଦେଖିଥିବେ। ତେବେ ସେ ନିଜର ସୁନ୍ଦର ଅଭିନୟ ଏବଂ ସୁନ୍ଦର ହସ ପାଇଁ ଖୁବ ପରିଚିତ। ତେବେ ସେ ବିବାହ କରି ସାରିଛନ୍ତି ଏବଂ ତାଙ୍କର ଗୋଟିଏ ପୁଅ ମଧ୍ୟ ଅଛି ଯାହାକୁ ଆପଣ ଏହି ଫୋଟୋ ମାଧ୍ୟମରେ ଦେଖି ପାରୁଥିବେ।


୩- ତୃତୀୟ ରେ ହେଉଛନ୍ତି ଅଭିନେତ୍ରୀ ଅର୍ପିତା କର। ତେବେ ଅର୍ପିତା ଙ୍କୁ ଆପଣ ଦୁର୍ଗା ଧାରାବାହିକ ରେ ମୁଖ୍ୟ ଚରିତ୍ର ରେ ଅଭିନୟ କରିଥିବାର ଦେଖିଥିବେ ତେବେ ସେ ନିଜର ଅଭିନୟ ର ଯାଦୁ ରେ ଲୋକପ୍ରିୟ ହୋଇ ପାରିଥିଲେ। ତେବେ ଅର୍ପିତା ଙ୍କ ର ଏକ ପୁଅ ଅଛି ଯାହା ଆପଣ ଏହି ଫୋଟୋ ରେ ଦେଖି ପାରୁଥିବେ।


୪- ଚତୁର୍ଥ ରେ ହେଉଛନ୍ତି ଅଭିନେତ୍ରୀ ମାହି। ତେବେ ମାହି ଙ୍କୁ ଆପଣ ଅର୍ଧଙ୍ଗିନୀ ଧାରାବାହିକ ଏବଂ ଅନେକ ସିନେମା ରେ ଅଭିନୟ କରିଥିବାର ଦେଖିଥିବେ। ତେବେ ନିକଟ ଅତୀତ ରେ ମାହି ଅଭିନେତା ତୁଷାର ଙ୍କୁ ବିବାହ କରିଥିଲେ ଏବଂ ତାଙ୍କର ଗୋଟିଏ ସୁନ୍ଦର ଝିଅ ଟି ମଧ୍ୟ ଅଛି।


୫- ପଞ୍ଚମ ରେ ହେଉଛନ୍ତି ଅଭିନେତ୍ରୀ ହେଉଛନ୍ତି ଉପାସନା। ତେବେ ଅଭିନେତ୍ରୀ ଉପାସନା ଙ୍କୁ ଆପଣ ଧାରାବାହିକ ମାନିନୀ ରେ ନିଶ୍ଚିତ ଦେଖିଥିବେ। ତେବେ ଉପାସନା ଅନେକ ସିନେମା ରେ ମଧ୍ୟ ଅଭିନୟ କରିଛନ୍ତି ଏବଂ ଲୋକ ମାନଙ୍କ ର ପସନ୍ଦ ହୋଇ ପାରିଛନ୍ତି। ତେବେ ସେ ବର୍ତ୍ତମାନ ବିବାହିତ ଏବଂ ତାଙ୍କର ଗୋଟିଏ ପୁଅ ମଧ୍ୟ ଅଛି ଯାହାଙ୍କୁ ଆପଣ ଏହି ଫୋଟୋ ମାଧ୍ୟମରେ ଦେଖିଥିବେ।


୬- ଷଷ୍ଠ ଅଭିନେତ୍ରୀ ହେଉଛନ୍ତି ସୁଇଟି। ତେବେ ସୁଇଟି ଙ୍କୁ ଆପଣ ଅନେକ ଧାରାବାହିକ, ସିନେମା ଏବଂ ଆପଣ ତାଙ୍କୁ ଅନେକ ଆଲବମ ରେ ଅଭିନୟ କରିବାର ଦେଖିଥିବେ। ତେବେ ସେ ନିଜର ସୁନ୍ଦର ଅଭିନୟ ରେ ସମସ୍ତ ଙ୍କୁ ମୋହିତ କରି ଦେଇଥିଲେ। ତେବେ ତାଙ୍କର ଗୋଟିଏ ପୁଅ ମଧ୍ୟ ଅଛି ଯାହାଙ୍କୁ ଆପଣ ଏହି ଫୋଟୋ ରେ ଦେଖି ପାରୁଥିବେ। ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *